or_tn/1co/10/13.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# No temptation has overtaken you that is not common to all humanity
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେଉଁ ପ୍ରଲୋଭନ ତୁମ୍ଭମାନଙ୍କୁ ଆକର୍ଷିତ କରିଥାଏ ସେହି ପ୍ରଲୋଭନ ସବୁ ଲୋକମାନେ ଅନୁଭବ କରିଥାନ୍ତି” (ଦେଖ:[[rc://*/ta/man/translate/figs-doublenegatives]])
# He will not let you be tempted beyond your ability
ସେ ତୁମ୍ଭମାନଙ୍କୁ କେବଳ ସେହି ପ୍ରକାର ପରୀକ୍ଷାରେ ପଡିବାକୁ ଦେବେ ଯାହାକୁ ପ୍ରତିରୋଧ କରିବା ପାଇଁ ତୁମ୍ଭେମାନେ ସକ୍ଷମ ଅଟ
# will not let you be tempted
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ପ୍ରଲୋଭିତ କରିବା ପାଇଁ କାହାକୁ ହେଲେ ଅନୁମତି ଦେବେ ନାହିଁ” (ଦେଖ:[[rc://*/ta/man/translate/figs-activepassive]])