or_tn/1co/06/05.md

16 lines
1.2 KiB
Markdown

# to your shame
ତୁମ୍ଭମାନଙ୍କର ଅପମାନ ପାଇଁ ବା ""ଏହା ଦେଖାଇବା ପାଇଁ ଯେ ତୁମ୍ଭେମାନେ କିପରି ଏହି ବିଷୟରେ ବିଫଳ ହୋଇଅଛ
# Is there no one among you wise enough to settle a dispute between brothers?
ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଅଛନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭମାନେ ଲଜ୍ଜିତ ହେବା ଦରକାର ଯେ ବିଶ୍ବାସୀମାନଙ୍କର ବିବାଦକୁ ସମାଧାନ କରିବା ନିମନ୍ତେ ତୁମ୍ଭମାନେ ଜଣେ ଜ୍ଞାନୀ ବିଶ୍ବାସୀକୁ ଖୋଜି ପାରୁ ନାହଁ"" (ଦେଖ : [[rc://*/ta/man/translate/figs-rquestion]])
# brothers
ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଯହିଁରେ ପୁରୁଷ ଓ ମହିଳା ଉଭୟେ ଅନ୍ତର୍ଭୁକ୍ତ ଅଟନ୍ତି ।
# dispute
ତର୍କବିର୍ତକ ଓ ବାଦବିବାଦ