or_tn/1co/06/05.md

1.2 KiB

to your shame

ତୁମ୍ଭମାନଙ୍କର ଅପମାନ ପାଇଁ ବା ""ଏହା ଦେଖାଇବା ପାଇଁ ଯେ ତୁମ୍ଭେମାନେ କିପରି ଏହି ବିଷୟରେ ବିଫଳ ହୋଇଅଛ

Is there no one among you wise enough to settle a dispute between brothers?

ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଅଛନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭମାନେ ଲଜ୍ଜିତ ହେବା ଦରକାର ଯେ ବିଶ୍ବାସୀମାନଙ୍କର ବିବାଦକୁ ସମାଧାନ କରିବା ନିମନ୍ତେ ତୁମ୍ଭମାନେ ଜଣେ ଜ୍ଞାନୀ ବିଶ୍ବାସୀକୁ ଖୋଜି ପାରୁ ନାହଁ"" (ଦେଖ : rc://*/ta/man/translate/figs-rquestion)

brothers

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଯହିଁରେ ପୁରୁଷ ଓ ମହିଳା ଉଭୟେ ଅନ୍ତର୍ଭୁକ୍ତ ଅଟନ୍ତି ।

dispute

ତର୍କବିର୍ତକ ଓ ବାଦବିବାଦ