# to your shame ତୁମ୍ଭମାନଙ୍କର ଅପମାନ ପାଇଁ ବା ""ଏହା ଦେଖାଇବା ପାଇଁ ଯେ ତୁମ୍ଭେମାନେ କିପରି ଏହି ବିଷୟରେ ବିଫଳ ହୋଇଅଛ # Is there no one among you wise enough to settle a dispute between brothers? ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜିତ କରୁଅଛନ୍ତି । ବିକଳ୍ପ ଅନୁବାଦ: ""ତୁମ୍ଭମାନେ ଲଜ୍ଜିତ ହେବା ଦରକାର ଯେ ବିଶ୍ବାସୀମାନଙ୍କର ବିବାଦକୁ ସମାଧାନ କରିବା ନିମନ୍ତେ ତୁମ୍ଭମାନେ ଜଣେ ଜ୍ଞାନୀ ବିଶ୍ବାସୀକୁ ଖୋଜି ପାରୁ ନାହଁ"" (ଦେଖ : [[rc://*/ta/man/translate/figs-rquestion]]) # brothers ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଯହିଁରେ ପୁରୁଷ ଓ ମହିଳା ଉଭୟେ ଅନ୍ତର୍ଭୁକ୍ତ ଅଟନ୍ତି । # dispute ତର୍କବିର୍ତକ ଓ ବାଦବିବାଦ