Compare commits

...

4 Commits

Author SHA1 Message Date
Gayatri-Digal f4cfba53e9 Edit 'tn_OBA.tsv' using 'tc-create-app' 2023-12-16 05:11:04 +00:00
Gayatri-Digal 9139b2192c Edit 'tn_OBA.tsv' using 'tc-create-app' 2023-12-16 04:53:05 +00:00
Gayatri-Digal 9cc4ea4104 Edit 'tn_OBA.tsv' using 'tc-create-app' 2023-12-16 04:33:16 +00:00
Gayatri-Digal 1f836f1db5 Edit 'tn_OBA.tsv' using 'tc-create-app' 2023-12-16 04:19:10 +00:00
1 changed files with 23 additions and 23 deletions

View File

@ -57,29 +57,29 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1:
1:8 i6ry rc://*/ta/man/translate/figs-rquestion וּ⁠תְבוּנָ֖ה מֵ⁠הַ֥ר עֵשָֽׂו 1 ଏହା ଆଳଙ୍କାରିକା ପ୍ରଶ୍ନର ଦ୍ୱିତୀୟ ଭାଗ ଅଟେ । ଆପଣ ଏଠାରେ ଏକ ନୂତନ ବାକ୍ୟ ମଧ୍ୟ ଆରମ୍ଭ କରିପାରିବେ । ସେ ନିଶ୍ଚିତ ଭାବରେ ଏହା କରିବେ ବୋଲି ଜୋର ଦେବା ପାଇଁ ଏଠାରେ ପ୍ରଶ୍ନବାଚ୍ୟ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏବଂ ମୁଁ ନିଶ୍ଚିତ ଭାବରେ ସେମାନଙ୍କର ବୁଦ୍ଧି ନଷ୍ଟ କରିଦେବି” କିମ୍ବା “ସେହି ଦିନ ମୁଁ ନିଶ୍ଚିତ ଭାବରେ ଏଷୌର ପର୍ବତରୁ ବୁଦ୍ଧି ଅପସାରଣ କରିବି”
1:8 mupa rc://*/ta/man/translate/figs-explicit וּ⁠תְבוּנָ֖ה מֵ⁠הַ֥ר עֵשָֽׂו 1 ଏହି କାବ୍ୟଛନ୍ଦରେ, ପାଠକମାନେ **ସେଦିନ ଆମ୍ଭେ କି ବିନଷ୍ଟ କରିବା ନାହିଁ** ଶବ୍ଦଗୁଡିକୁ ବୁଝିବା ନିମନ୍ତେ ପ୍ରଥମ ଆଳଙ୍କାରିକ ପ୍ରଶ୍ନରୁ ବ୍ୟବହାର କରିବେ ବୋଲି ଆଶା କରାଯାଏ । ଯଦି ତାହା ଆପଣଙ୍କର ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ସେହି ଶବ୍ଦଗୁଡ଼ିକୁ ଏଠାରେ ପୁନରାବୃତ୍ତି କରିପାରିବ । ବିକଳ୍ପ ଅନୁବାଦ: “ଏବଂ ମୁଁ ସେଦିନ ଏଷୌର ପର୍ବତରୁ ବୁଦ୍ଧି ନଷ୍ଟ କରିବା ନାହିଁ କି?”
1:8 g6se rc://*/ta/man/translate/figs-parallelism חֲכָמִים֙ מֵֽ⁠אֱד֔וֹם וּ⁠תְבוּנָ֖ה מֵ⁠הַ֥ר עֵשָֽׂו 1 ଏହି କାବ୍ୟଛନ୍ଦରେ, ସମାନ ଅର୍ଥକୁ ଦୁଇଥର ପ୍ରକାଶ କରାଯାଇଛି କିନ୍ତୁ ଯାହା କୁହାଯାଉଛି ତାହା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ଶବ୍ଦରେ କୁହାଯାଇଛି। ଏଠାରେ, **ଜ୍ଞାନୀ ମନୁଷ୍ୟ** ଏବଂ **ବୁଦ୍ଧି** ଉଭୟ ଜ୍ଞାନୀ ମନୁଷ୍ୟକୁ ବୁଝାଏ ଏବଂ **ଇଦୋମ** ଏବଂ **ଏଷୌର ପର୍ବତ** ଉଭୟ ଇଦୋମ ଦେଶକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏହାକୁ କେବଳ ଥରେ କହିପାରିବେ, କିମ୍ବା ଅନ୍ୟ ଉପାୟରେ ଅର୍ଥ ଉପରେ ଗୁରୁତ୍ୱ ଦେଇପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ଲୋକ ଯେଉଁମାନେ ଜ୍ଞାନୀ ଇଦୋମ ଦେଶରୁ ଅଟନ୍ତି”
1:8 jd23 rc://*/ta/man/translate/figs-abstractnouns וּ⁠תְבוּנָ֖ה 1
1:8 z8tf rc://*/ta/man/translate/figs-synecdoche מֵ⁠הַ֥ר עֵשָֽׂו 1 Yahweh is referring to the whole territory of Edom by using the name of one prominent part of it. The **mountain of Esau** may be the one now called Mount Bozrah. Alternate translation: “from the land of Edom” (See: [[rc://*/ta/man/translate/figs-synecdoche]])
1:8 gn3t rc://*/ta/man/translate/translate-names עֵשָֽׂו 1 This is the name of the man who was the ancestor of the people of Edom. See how you translated this in [verse 6](../01/06.md). (See: [[rc://*/ta/man/translate/translate-names]])
1:9 jd25 rc://*/ta/man/translate/figs-synecdoche וְ⁠חַתּ֥וּ גִבּוֹרֶ֖י⁠ךָ תֵּימָ֑ן 1 Yahweh continues speaking to the people of Edom, but now he addresses them as **Teman**, which was the name of the region around their capital city. This part of Edom is now being used to represent the whole people. Alternate translation: “People of Edom, your strong soldiers will become terrified” (See: [[rc://*/ta/man/translate/figs-synecdoche]])
1:9 qvg3 rc://*/ta/man/translate/translate-names תֵּימָ֑ן 1 Teman is the name of a region in the land of Edom. Yahweh is referring to the whole territory of Edom by the name of one part of it. Alternate translation: “O people of Edom” (See: [[rc://*/ta/man/translate/translate-names]])
1:9 ljv4 rc://*/ta/man/translate/grammar-connect-logic-goal לְמַ֧עַן 1 There is a cause-and-effect relationship here. Yahweh says in v. 8 that he will destroy the wise men in Edom, and here in v. 9 that the mighty men of Edom will be “dismayed” (that is, they will give up trying to fight). The people of Edom trusted in these two groups to protect them. So as a result of Yahweh destroying these two groups, no others in Edom will escape the invading armies, either. Alternate translation: “with the result that” (See: [[rc://*/ta/man/translate/grammar-connect-logic-goal]])
1:9 jd27 rc://*/ta/man/translate/figs-metaphor יִכָּֽרֶת־אִ֛ישׁ 1 Here, **cut off** is a metaphor for being killed. The Edomites are pictured as part of the mountain where they live, and their death as being cut off from the mountain. Alternate translation: “your enemies will destroy all of you” (See: [[rc://*/ta/man/translate/figs-metaphor]])
1:9 q6s7 rc://*/ta/man/translate/figs-activepassive יִכָּֽרֶת־אִ֛ישׁ 1 You could use an active verb form, and you could specify who will do the action. Alternate translation: “your enemies will destroy all of you” (See: [[rc://*/ta/man/translate/figs-activepassive]])
1:9 jd31 rc://*/ta/man/translate/figs-idiom אִ֛ישׁ 1 Here, **a man** is an idiom that means “each person.” Alternate translation: “all you people” (See: [[rc://*/ta/man/translate/figs-idiom]])
1:9 jd35 rc://*/ta/man/translate/figs-synecdoche מֵ⁠הַ֥ר עֵשָׂ֖ו 1 As in v. 8, Yahweh is referring to the whole territory by the name of this one part of it. See how you translated it there. Alternate translation: “from the land of Edom” (See: [[rc://*/ta/man/translate/figs-synecdoche]])
1:9 jd37 rc://*/ta/man/translate/figs-abstractnouns מִ⁠קָּֽטֶל 1 The abstract noun **slaughter** intensifies the idea of being **cut off** or killed. If your language does not use an abstract noun for the idea behind the word **slaughter**, you can express the same idea with a verbal form. Alternate translation: “violently” (See: [[rc://*/ta/man/translate/figs-abstractnouns]])
1:9 hsy2 rc://*/ta/man/translate/figs-abstractnouns מִ⁠קָּֽטֶל 1 Some Bible translations put this phrase with verse 10, rather than with verse 9. If you choose to do that, verse 9 would end, “ … from the mountain of Esau.” Verse 10 would begin, “Because of slaughter, because of violence … ” (See: [[rc://*/ta/man/translate/figs-abstractnouns]])
1:10 jd39 rc://*/ta/man/translate/figs-metonymy אָחִ֥י⁠ךָ 1 The term **brother** is being used here to refer to members of a related people group. Use the term that is most natural in your language. Alternate translation: “your relatives who are the descendants of Jacob” (See: [[rc://*/ta/man/translate/figs-metonymy]])
1:10 ui6g rc://*/ta/man/translate/figs-personification יַעֲקֹ֖ב 1 Here the name **Jacob** refers to the people of Judah, who were his descendants. All the people are being portrayed as if they were a single person, their ancestor. (See: [[rc://*/ta/man/translate/figs-personification]])
1:10 jd41 rc://*/ta/man/translate/figs-abstractnouns תְּכַסְּ⁠ךָ֣ בוּשָׁ֑ה 1 If your language does not use an abstract noun for the idea behind the word **shame**, you can express the same idea with a verbal form. Alternate translation: “you will be dishonored” (See: [[rc://*/ta/man/translate/figs-abstractnouns]])
1:10 f8g6 rc://*/ta/man/translate/figs-idiom תְּכַסְּ⁠ךָ֣ בוּשָׁ֑ה 1 To be **covered** with something is an idiom for fully experiencing it. Alternate translation: “you will be completely ashamed” (See: [[rc://*/ta/man/translate/figs-idiom]])
1:10 a113 rc://*/ta/man/translate/figs-activepassive וְ⁠נִכְרַ֖תָּ 1 If it would be helpful in your language, you could use an active form of the verb. Alternate translation: “your enemies will destroy you” (See: [[rc://*/ta/man/translate/figs-activepassive]])
1:10 jd43 rc://*/ta/man/translate/figs-explicit וְ⁠נִכְרַ֖תָּ 1 You can specify who will do the action. Alternate translation: “your enemies will destroy you” (See: [[rc://*/ta/man/translate/figs-explicit]])
1:10 jd45 rc://*/ta/man/translate/figs-idiom וְ⁠נִכְרַ֖תָּ 1 As in [verse 5](../01/05.md), **cut off** is an idiom for being destroyed. See how you translated it there. Alternate translation: “your enemies will destroy you” (See: [[rc://*/ta/man/translate/figs-idiom]])
1:11 w6hj rc://*/ta/man/translate/figs-metaphor עֲמָֽדְ⁠ךָ֣ מִ⁠נֶּ֔גֶד 1 This is a metaphor that pictures the people of Edom as a person who was just standing around and not helping a relative. Alternate translation: “you did not help him.” (See: [[rc://*/ta/man/translate/figs-metaphor]])
1:11 s38y rc://*/ta/man/translate/figs-parallelism שְׁב֥וֹת זָרִ֖ים חֵיל֑⁠וֹ וְ⁠נָכְרִ֞ים בָּ֣אוּ שְׁעָרָ֗יו 1 These two phrases mean similar things. They are used together to emphasize that Judah was in a desperate situation. Invading armies were plundering the cities of Judah. (See: [[rc://*/ta/man/translate/figs-parallelism]])
1:11 rtj8 rc://*/ta/man/translate/figs-personification חֵיל֑⁠וֹ & שְׁעָרָ֗יו 1 Here, **his** refers to **your brother Jacob** in [verse 10](../01/10.md), meaning the people of Judah. (See: [[rc://*/ta/man/translate/figs-personification]])
1:11 jd46 חֵיל֑⁠וֹ 1 In this context, the term translated **wealth** could also mean “army.” But since it clearly means “wealth” in [verse 13](../01/13.md), it seems best to translate it as “wealth” here, as well.
1:8 jd23 rc://*/ta/man/translate/figs-abstractnouns וּ⁠תְבוּנָ֖ה 1 ଯଦି ଆପଣଙ୍କର ଭାଷା **ବୁଦ୍ଧି** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେ ପ୍ରକାଶ କରିପାରିbe । ବିକଳ୍ପ ଅନୁବାଦ: “ଏବଂ ଯେଉଁମାନେ ଜାଣନ୍ତି କ’ଣ କରିବା ତାହା”
1:8 z8tf rc://*/ta/man/translate/figs-synecdoche מֵ⁠הַ֥ר עֵשָֽׂו 1 ସଦାପ୍ରଭୁ ଏହାର ଏକ ପ୍ରମୁଖ ଅଂଶର ନାମ ବ୍ୟବହାର କରି ଇଦୋମର ସମଗ୍ର ଅଞ୍ଚଳକୁ ସୂଚାଉଛନ୍ତି । ଏଷୌର ପର୍ବତଟି ବର୍ତ୍ତମାନ ବୋଜ୍ରା ପର୍ବତ ହୋଇପାରେ । ବିକଳ୍ପ ଅନୁବାଦ: “ଇଦୋମ ଦେଶରୁ”
1:8 gn3t rc://*/ta/man/translate/translate-names עֵשָֽׂו 1 ଏହା ସେହି ଲୋକର ନାମ ଅଟେ ଯିଏ ଇଦୋମର ଲୋକମାନଙ୍କ ପୂର୍ବଜ ଥିଲା। ଆପଣ ଏହା 6 ପଦରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ
1:9 jd25 rc://*/ta/man/translate/figs-synecdoche וְ⁠חַתּ֥וּ גִבּוֹרֶ֖י⁠ךָ תֵּימָ֑ן 1 ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହ ବାର୍ତ୍ତାଳାପ ଜାରି ରଖିଛନ୍ତି, କିନ୍ତୁ ବର୍ତ୍ତମାନ ସେ ସେମାନଙ୍କୁ **ତୈମନ୍** ବୋଲି ସମ୍ବୋଧନ କରିଛନ୍ତି, ଯାହା ସେମାନଙ୍କର ରାଜଧାନୀ ଆଖପାଖ ଅଞ୍ଚଳର ନାମ ଥିଲା। ଇଦୋମର ଏହି ଅଂଶ ବର୍ତ୍ତମାନ ସମଗ୍ର ଲୋକଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଇଦୋମର ଲୋକମାନେ, ତୁମ୍ଭମାନଙ୍କର ଶକ୍ତିଶାଳୀ ସେନା ଭୟଭୀତ ହେବେ”
1:9 qvg3 rc://*/ta/man/translate/translate-names תֵּימָ֑ן 1 ଇଦୋମ ଦେଶରେ ଏକ ଅଞ୍ଚଳର ନାମ ତୈମନ୍ ଥିଲା । ସଦାପ୍ରଭୁ ଏହାର ଏକ ଅଂଶ ନାମରେ ଇଦୋମର ସମଗ୍ର ଅଞ୍ଚଳକୁ ସୂଚାଉଛନ୍ତି। ବିକଳ୍ପ ଅନୁବାଦ: “ହେ ଇଦୋମର ଲୋକମାନେ”
1:9 ljv4 rc://*/ta/man/translate/grammar-connect-logic-goal לְמַ֧עַן 1 ଏଠାରେ ଏକ କାରଣ ଏବଂ ପ୍ରଭାବ ସମ୍ପର୍କ ଦେଖିବାକୁ ମିଳେ । ସଦାପ୍ରଭୁ ପଦ 8 ରେ କହିଛନ୍ତି ଯେ ସେ ଇଦୋମର ଜ୍ଞାନୀମାନଙ୍କୁ ବିନାଶ କରିବେ ଏବଂ ଏଠାରେ ପଦ 9 ରେ କହିଛନ୍ତି ଯେ ଇଦୋମର ବୀର ଲୋକମାନେ “ଉଦ୍ବିଗ୍ନ ହେବେ” (ଅର୍ଥାତ୍ ସେମାନେ ଯୁଦ୍ଧ କରିବାକୁ ଚେଷ୍ଟା କରିବେ ନାହିଁ)। ଇଦୋମର ଲୋକମାନେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଦୁଇ ଗୋଷ୍ଠୀ ଉପରେ ବିଶ୍ୱାସ କରୁଥିଲେ। ତେଣୁ ସଦାପ୍ରଭୁ ଏହି ଦୁଇ ଗୋଷ୍ଠୀକୁ ଧ୍ୱଂସ କରିବାର ପରିଣାମ ସ୍ୱରୂପ, ଇଦୋମର ଅନ୍ୟ କେହି ମଧ୍ୟ ଆକ୍ରମଣକାରୀ ସେନାଠାରୁ ରକ୍ଷା ପାଇପାରିବେ ନାହିଁ। ବିକଳ୍ପ ଅନୁବାଦ: “ଫଳରେ”
1:9 jd27 rc://*/ta/man/translate/figs-metaphor יִכָּֽרֶת־אִ֛ישׁ 1 ଏଠାରେ, **ଉଚ୍ଛିନ୍ନ ହେବେ** ହତ୍ୟା ପାଇଁ ଏକ ରୂପକ ଅଟେ । ଇଦୋମୀୟମାନେ ସେମାନେ ରହୁଥିବା ପର୍ବତର ଏକ ଅଂଶ ଭାବରେ ଚିତ୍ରିତ ହୋଇଛନ୍ତି ଏବଂ ସେମାନଙ୍କର ମୃତ୍ୟୁ ପର୍ବତରୁ କାଟି ଦିଆଯାଇଥିବା ପରି ଚିତ୍ରିତ ହୋଇଛି । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁଗଣ ତୁମ୍ଭ ସମସ୍ତଙ୍କୁ ଧ୍ୱଂସ କରିବେ”
1:9 q6s7 rc://*/ta/man/translate/figs-activepassive יִכָּֽרֶת־אִ֛ישׁ 1 ଆପଣ ଏକ କର୍ତ୍ତୁବାଚ୍ୟ ବ୍ୟବହାର କରିପାରିବେ, ଏବଂ କାର୍ଯ୍ୟ କିଏ କରେ ଆପଣ ନିର୍ଦ୍ଦିଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁଗଣ ତୁମ୍ଭ ସମସ୍ତଙ୍କୁ ଧ୍ୱଂସ କରିବେ”
1:9 jd31 rc://*/ta/man/translate/figs-idiom אִ֛ישׁ 1 ଏଠାରେ, **ପ୍ରତ୍ୟେକ ଜଣ** ଏକ ରୂଢ଼ି ଅଟେ ଯାହାର ଅର୍ଥ “ପ୍ରତ୍ୟେକ ବ୍ୟକ୍ତି” ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ସମସ୍ତେ”
1:9 jd35 rc://*/ta/man/translate/figs-synecdoche מֵ⁠הַ֥ר עֵשָׂ֖ו 1 ଯେପରି ପଦ 8 ରେ, ସଦାପ୍ରଭୁ ଏହାର ଏକ ଅଞ୍ଚଳକୁ ସୂଚାଇ ସମଗ୍ର ଅଞ୍ଚଳକୁ ସୂଚିତ କରୁଛନ୍ତି । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଇଦୋମ ଦେଶରୁ”
1:9 jd37 rc://*/ta/man/translate/figs-abstractnouns מִ⁠קָּֽטֶל 1 ଏଠାରେ ଗୁଣବାଚକ ବିଶେଷ୍ୟ **ହତ୍ୟା** କିମ୍ବା ** ଉଚ୍ଛିନ୍ନ** ହେବାର ଧାରଣାକୁ ତୀବ୍ର କରେ । ଯଦି ଆପଣଙ୍କର ଭାଷା **ହତ୍ୟା** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ହିଂସାତ୍ମକ ଭାବରେ”
1:9 hsy2 rc://*/ta/man/translate/figs-abstractnouns מִ⁠קָּֽטֶל 1 କେତେକ ବାଇବଲ ଅନୁବାଦ ଏହି ଶବ୍ଦକୁ 9 ପଦ ପରିବର୍ତ୍ତେ 10 ପଦରେ ଉଲ୍ଲେଖ କରେ, ଯଦି ଆପଣ ତାହା କରନ୍ତି, ତେବେ ପଦ 9, “…ଏଷୌର ପର୍ବତରୁ” ଶେଷ ହେବ । ପଦ 10ରେ “ହତ୍ୟା ହେତୁ, ହିଂସା ହେତୁ…” ଆରମ୍ଭ ହେବ ।
1:10 jd39 rc://*/ta/man/translate/figs-metonymy אָחִ֥י⁠ךָ 1 ଏଠାରେ **ଯାକୁବ** ନାମ ଯିହୁଦାର ଲୋକମାନଙ୍କୁ ବୁଝାଏ, ଯେଉଁମାନେ ତାଙ୍କର ବଂଶଧର ଥିଲେ । ସମସ୍ତ ଲୋକମାନଙ୍କୁ ଚିତ୍ରଣ କରାଯାଉଛି ଯେପରି ସେମାନେ ଏକ ବ୍ୟକ୍ତି ଅଟନ୍ତି, ସେ ସେମାନଙ୍କର ପୂର୍ବଜ ଅଟନ୍ତି।
1:10 ui6g rc://*/ta/man/translate/figs-personification יַעֲקֹ֖ב 1 ଏଠାରେ **ଯାକୁବ** ନାମ ଯିହୁଦାର ଲୋକମାନଙ୍କୁ ବୁଝାଏ, ଯେଉଁମାନେ ତାଙ୍କର ବଂଶଧର ଥିଲେ । ସମସ୍ତ ଲୋକମାନଙ୍କୁ ଚିତ୍ରଣ କରାଯାଉଛି ଯେପରି ସେମାନେ ଏକ ବ୍ୟକ୍ତି ଅଟନ୍ତି, ସେ ସେମାନଙ୍କର ପୂର୍ବଜ ଅଟନ୍ତି।
1:10 jd41 rc://*/ta/man/translate/figs-abstractnouns תְּכַסְּ⁠ךָ֣ בוּשָׁ֑ה 1 ଯଦି ଆପଣଙ୍କର ଭାଷା **ଲଜ୍ଜା** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅପମାନିତ ହେବ”
1:10 f8g6 rc://*/ta/man/translate/figs-idiom תְּכַסְּ⁠ךָ֣ בוּשָׁ֑ה 1 କୌଣସି ବିଷୟରେ **ଆଚ୍ଛନ୍ନ** ହେବା ବାକ୍ୟ ସମ୍ପୂର୍ଣ୍ଣ ଅନୁଭବ କରିବାର ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ସମ୍ପୂର୍ଣ୍ଣ ଲଜ୍ଜିତ ହେବ”
1:10 a113 rc://*/ta/man/translate/figs-activepassive וְ⁠נִכְרַ֖תָּ 1 ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ କ୍ରିୟା ପଦର ଏକ କର୍ତ୍ତୁବାଚ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ”
1:10 jd43 rc://*/ta/man/translate/figs-explicit וְ⁠נִכְרַ֖תָּ 1 ଏଠାରେ କାର୍ଯ୍ୟ କିଏ କରେ ଆପଣ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭରର ଶତ୍ରୁମାନେ ତୁମ୍ଭକୁ ଧ୍ୱଂସ କରିବେ”
1:10 jd45 rc://*/ta/man/translate/figs-idiom וְ⁠נִכְרַ֖תָּ 1 5 ପଦରେ ଯେପରି, **ଉଚ୍ଛିନ୍ନ** ଧ୍ୱଂସ ହେବାର ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭକୁ ବିନାଶ କରିବେ”
1:11 w6hj rc://*/ta/man/translate/figs-metaphor עֲמָֽדְ⁠ךָ֣ מִ⁠נֶּ֔גֶד 1 ଏହା ଏକ ଉପମା ଅଟେ ଯାହା ଇଦୋମର ଲୋକମାନଙ୍କୁ ଜଣେ ବ୍ୟକ୍ତି ଭାବରେ ବୁଝାଏ ଯିଏ କେବଳ ଠିଆ ହୋଇ ସମ୍ପର୍କୀୟଙ୍କୁ ସାହାଯ୍ୟ କରୁନଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେ ତାହାକୁ ସାହାଯ୍ୟ କରି ନାହଁ।”
1:11 s38y rc://*/ta/man/translate/figs-parallelism שְׁב֥וֹת זָרִ֖ים חֵיל֑⁠וֹ וְ⁠נָכְרִ֞ים בָּ֣אוּ שְׁעָרָ֗יו 1 ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାମନ ଅଟେ । ଯିହୁଦା ଏକ ନୈରାଶ୍ୟ ଅବସ୍ଥାରେ ଥିଲା ବୋଲି ଜୋର ଦେବା ପାଇଁ ସେଗୁଡିକ ଏକତ୍ର ବ୍ୟବହୃତ ହୋଇଅଛି । ଆକ୍ରମଣକାରୀ ସେନା ଯିହୁଦାର ସହରଗୁଡ଼ିକୁ ଲୁଣ୍ଠନ କରୁଥିଲେ।
1:11 rtj8 rc://*/ta/man/translate/figs-personification חֵיל֑⁠וֹ & שְׁעָרָ֗יו 1 ଏଠାରେ, **ତାହାର** ପଦ 10 ରେ **ତୁମ୍ଭର ଭାଇ ଯାକୁବଙ୍କୁ** ବୁଝାଏ, ଅର୍ଥାତ୍ ଯିହୁଦାର ଲୋକମାନଙ୍କୁ ବୁଝାଏ ।
1:11 jd46 חֵיל֑⁠וֹ 1 ଏହି ପ୍ରସଙ୍ଗରେ, ଅନୁବାଦିତ **ସମ୍ପତ୍ତି** ଶବ୍ଦର ଅର୍ଥ ମଧ୍ୟ “ସେନା” ହୋଇପାରେ । କିନ୍ତୁ ଯେହେତୁ ଏହାର ଅର୍ଥ ପଦ 13 ରେ “ସମ୍ପତ୍ତି” ଅଟେ, ଏହାକୁ ଏଠାରେ “ଧନ” ଭାବରେ ଅନୁବାଦ କରିବା ମଧ୍ୟ କରାଯାଇ ପାରେ ।
1:11 jd47 rc://*/ta/man/translate/figs-synecdoche שְׁעָרָ֗יו 1 Here, **gates** stands for “city.” The gates, the part of a city through which people would come and go, are being used to represent the whole city. Alternate translation: “all the cities of Judah” (See: [[rc://*/ta/man/translate/figs-synecdoche]])
1:11 i8sr rc://*/ta/man/translate/figs-metaphor וְ⁠עַל־יְרוּשָׁלִַ֨ם֙ יַדּ֣וּ גוֹרָ֔ל 1 There are two possibilities for what this could mean: (1) This is a figurative way of saying that the **foreigners** had complete control of **Jerusalem**, with Jerusalem pictured as something that everybody wants to have, but it cannot be divided, so they cast lots to see who will get it. Alternate translation: “they even plundered Jerusalem” or (2) The name of the city may be standing for the wealth of the city. Alternate translation: “and they divided the wealth of Jerusalem among themselves” (See: [[rc://*/ta/man/translate/figs-metaphor]])
1:11 s4y1 rc://*/ta/man/translate/figs-explicit גַּם־אַתָּ֖ה כְּ⁠אַחַ֥ד מֵ⁠הֶֽם 1 The people of Edom did not do exactly the same things as the **strangers** and **foreigners** did, but they were like them because they did not help the people of Judah, who were a related people group. If it would be helpful in your language, you could include this information, as in the UST. (See: [[rc://*/ta/man/translate/figs-explicit]])

1 Reference ID Tags SupportReference Quote Occurrence Note
57 1:8 i6ry rc://*/ta/man/translate/figs-rquestion וּ⁠תְבוּנָ֖ה מֵ⁠הַ֥ר עֵשָֽׂו 1 ଏହା ଆଳଙ୍କାରିକା ପ୍ରଶ୍ନର ଦ୍ୱିତୀୟ ଭାଗ ଅଟେ । ଆପଣ ଏଠାରେ ଏକ ନୂତନ ବାକ୍ୟ ମଧ୍ୟ ଆରମ୍ଭ କରିପାରିବେ । ସେ ନିଶ୍ଚିତ ଭାବରେ ଏହା କରିବେ ବୋଲି ଜୋର ଦେବା ପାଇଁ ଏଠାରେ ପ୍ରଶ୍ନବାଚ୍ୟ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏବଂ ମୁଁ ନିଶ୍ଚିତ ଭାବରେ ସେମାନଙ୍କର ବୁଦ୍ଧି ନଷ୍ଟ କରିଦେବି” କିମ୍ବା “ସେହି ଦିନ ମୁଁ ନିଶ୍ଚିତ ଭାବରେ ଏଷୌର ପର୍ବତରୁ ବୁଦ୍ଧି ଅପସାରଣ କରିବି”
58 1:8 mupa rc://*/ta/man/translate/figs-explicit וּ⁠תְבוּנָ֖ה מֵ⁠הַ֥ר עֵשָֽׂו 1 ଏହି କାବ୍ୟଛନ୍ଦରେ, ପାଠକମାନେ **ସେଦିନ ଆମ୍ଭେ କି ବିନଷ୍ଟ କରିବା ନାହିଁ** ଶବ୍ଦଗୁଡିକୁ ବୁଝିବା ନିମନ୍ତେ ପ୍ରଥମ ଆଳଙ୍କାରିକ ପ୍ରଶ୍ନରୁ ବ୍ୟବହାର କରିବେ ବୋଲି ଆଶା କରାଯାଏ । ଯଦି ତାହା ଆପଣଙ୍କର ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ସେହି ଶବ୍ଦଗୁଡ଼ିକୁ ଏଠାରେ ପୁନରାବୃତ୍ତି କରିପାରିବ । ବିକଳ୍ପ ଅନୁବାଦ: “ଏବଂ ମୁଁ ସେଦିନ ଏଷୌର ପର୍ବତରୁ ବୁଦ୍ଧି ନଷ୍ଟ କରିବା ନାହିଁ କି?”
59 1:8 g6se rc://*/ta/man/translate/figs-parallelism חֲכָמִים֙ מֵֽ⁠אֱד֔וֹם וּ⁠תְבוּנָ֖ה מֵ⁠הַ֥ר עֵשָֽׂו 1 ଏହି କାବ୍ୟଛନ୍ଦରେ, ସମାନ ଅର୍ଥକୁ ଦୁଇଥର ପ୍ରକାଶ କରାଯାଇଛି କିନ୍ତୁ ଯାହା କୁହାଯାଉଛି ତାହା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ଶବ୍ଦରେ କୁହାଯାଇଛି। ଏଠାରେ, **ଜ୍ଞାନୀ ମନୁଷ୍ୟ** ଏବଂ **ବୁଦ୍ଧି** ଉଭୟ ଜ୍ଞାନୀ ମନୁଷ୍ୟକୁ ବୁଝାଏ ଏବଂ **ଇଦୋମ** ଏବଂ **ଏଷୌର ପର୍ବତ** ଉଭୟ ଇଦୋମ ଦେଶକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ, ଆପଣ ଏହାକୁ କେବଳ ଥରେ କହିପାରିବେ, କିମ୍ବା ଅନ୍ୟ ଉପାୟରେ ଅର୍ଥ ଉପରେ ଗୁରୁତ୍ୱ ଦେଇପାରିବେ । ବିକଳ୍ପ ଅନୁବାଦ: “ସମସ୍ତ ଲୋକ ଯେଉଁମାନେ ଜ୍ଞାନୀ ଇଦୋମ ଦେଶରୁ ଅଟନ୍ତି”
60 1:8 jd23 rc://*/ta/man/translate/figs-abstractnouns וּ⁠תְבוּנָ֖ה 1 ଯଦି ଆପଣଙ୍କର ଭାଷା **ବୁଦ୍ଧି** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେ ପ୍ରକାଶ କରିପାରିbe । ବିକଳ୍ପ ଅନୁବାଦ: “ଏବଂ ଯେଉଁମାନେ ଜାଣନ୍ତି କ’ଣ କରିବା ତାହା”
61 1:8 z8tf rc://*/ta/man/translate/figs-synecdoche מֵ⁠הַ֥ר עֵשָֽׂו 1 Yahweh is referring to the whole territory of Edom by using the name of one prominent part of it. The **mountain of Esau** may be the one now called Mount Bozrah. Alternate translation: “from the land of Edom” (See: [[rc://*/ta/man/translate/figs-synecdoche]]) ସଦାପ୍ରଭୁ ଏହାର ଏକ ପ୍ରମୁଖ ଅଂଶର ନାମ ବ୍ୟବହାର କରି ଇଦୋମର ସମଗ୍ର ଅଞ୍ଚଳକୁ ସୂଚାଉଛନ୍ତି । ଏଷୌର ପର୍ବତଟି ବର୍ତ୍ତମାନ ବୋଜ୍ରା ପର୍ବତ ହୋଇପାରେ । ବିକଳ୍ପ ଅନୁବାଦ: “ଇଦୋମ ଦେଶରୁ”
62 1:8 gn3t rc://*/ta/man/translate/translate-names עֵשָֽׂו 1 This is the name of the man who was the ancestor of the people of Edom. See how you translated this in [verse 6](../01/06.md). (See: [[rc://*/ta/man/translate/translate-names]]) ଏହା ସେହି ଲୋକର ନାମ ଅଟେ ଯିଏ ଇଦୋମର ଲୋକମାନଙ୍କ ପୂର୍ବଜ ଥିଲା। ଆପଣ ଏହା 6 ପଦରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ
63 1:9 jd25 rc://*/ta/man/translate/figs-synecdoche וְ⁠חַתּ֥וּ גִבּוֹרֶ֖י⁠ךָ תֵּימָ֑ן 1 Yahweh continues speaking to the people of Edom, but now he addresses them as **Teman**, which was the name of the region around their capital city. This part of Edom is now being used to represent the whole people. Alternate translation: “People of Edom, your strong soldiers will become terrified” (See: [[rc://*/ta/man/translate/figs-synecdoche]]) ସଦାପ୍ରଭୁ ଇଦୋମର ଲୋକମାନଙ୍କ ସହ ବାର୍ତ୍ତାଳାପ ଜାରି ରଖିଛନ୍ତି, କିନ୍ତୁ ବର୍ତ୍ତମାନ ସେ ସେମାନଙ୍କୁ **ତୈମନ୍** ବୋଲି ସମ୍ବୋଧନ କରିଛନ୍ତି, ଯାହା ସେମାନଙ୍କର ରାଜଧାନୀ ଆଖପାଖ ଅଞ୍ଚଳର ନାମ ଥିଲା। ଇଦୋମର ଏହି ଅଂଶ ବର୍ତ୍ତମାନ ସମଗ୍ର ଲୋକଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଇଦୋମର ଲୋକମାନେ, ତୁମ୍ଭମାନଙ୍କର ଶକ୍ତିଶାଳୀ ସେନା ଭୟଭୀତ ହେବେ”
64 1:9 qvg3 rc://*/ta/man/translate/translate-names תֵּימָ֑ן 1 Teman is the name of a region in the land of Edom. Yahweh is referring to the whole territory of Edom by the name of one part of it. Alternate translation: “O people of Edom” (See: [[rc://*/ta/man/translate/translate-names]]) ଇଦୋମ ଦେଶରେ ଏକ ଅଞ୍ଚଳର ନାମ ତୈମନ୍ ଥିଲା । ସଦାପ୍ରଭୁ ଏହାର ଏକ ଅଂଶ ନାମରେ ଇଦୋମର ସମଗ୍ର ଅଞ୍ଚଳକୁ ସୂଚାଉଛନ୍ତି। ବିକଳ୍ପ ଅନୁବାଦ: “ହେ ଇଦୋମର ଲୋକମାନେ”
65 1:9 ljv4 rc://*/ta/man/translate/grammar-connect-logic-goal לְמַ֧עַן 1 There is a cause-and-effect relationship here. Yahweh says in v. 8 that he will destroy the wise men in Edom, and here in v. 9 that the mighty men of Edom will be “dismayed” (that is, they will give up trying to fight). The people of Edom trusted in these two groups to protect them. So as a result of Yahweh destroying these two groups, no others in Edom will escape the invading armies, either. Alternate translation: “with the result that” (See: [[rc://*/ta/man/translate/grammar-connect-logic-goal]]) ଏଠାରେ ଏକ କାରଣ ଏବଂ ପ୍ରଭାବ ସମ୍ପର୍କ ଦେଖିବାକୁ ମିଳେ । ସଦାପ୍ରଭୁ ପଦ 8 ରେ କହିଛନ୍ତି ଯେ ସେ ଇଦୋମର ଜ୍ଞାନୀମାନଙ୍କୁ ବିନାଶ କରିବେ ଏବଂ ଏଠାରେ ପଦ 9 ରେ କହିଛନ୍ତି ଯେ ଇଦୋମର ବୀର ଲୋକମାନେ “ଉଦ୍ବିଗ୍ନ ହେବେ” (ଅର୍ଥାତ୍ ସେମାନେ ଯୁଦ୍ଧ କରିବାକୁ ଚେଷ୍ଟା କରିବେ ନାହିଁ)। ଇଦୋମର ଲୋକମାନେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଦୁଇ ଗୋଷ୍ଠୀ ଉପରେ ବିଶ୍ୱାସ କରୁଥିଲେ। ତେଣୁ ସଦାପ୍ରଭୁ ଏହି ଦୁଇ ଗୋଷ୍ଠୀକୁ ଧ୍ୱଂସ କରିବାର ପରିଣାମ ସ୍ୱରୂପ, ଇଦୋମର ଅନ୍ୟ କେହି ମଧ୍ୟ ଆକ୍ରମଣକାରୀ ସେନାଠାରୁ ରକ୍ଷା ପାଇପାରିବେ ନାହିଁ। ବିକଳ୍ପ ଅନୁବାଦ: “ଫଳରେ”
66 1:9 jd27 rc://*/ta/man/translate/figs-metaphor יִכָּֽרֶת־אִ֛ישׁ 1 Here, **cut off** is a metaphor for being killed. The Edomites are pictured as part of the mountain where they live, and their death as being cut off from the mountain. Alternate translation: “your enemies will destroy all of you” (See: [[rc://*/ta/man/translate/figs-metaphor]]) ଏଠାରେ, **ଉଚ୍ଛିନ୍ନ ହେବେ** ହତ୍ୟା ପାଇଁ ଏକ ରୂପକ ଅଟେ । ଇଦୋମୀୟମାନେ ସେମାନେ ରହୁଥିବା ପର୍ବତର ଏକ ଅଂଶ ଭାବରେ ଚିତ୍ରିତ ହୋଇଛନ୍ତି ଏବଂ ସେମାନଙ୍କର ମୃତ୍ୟୁ ପର୍ବତରୁ କାଟି ଦିଆଯାଇଥିବା ପରି ଚିତ୍ରିତ ହୋଇଛି । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁଗଣ ତୁମ୍ଭ ସମସ୍ତଙ୍କୁ ଧ୍ୱଂସ କରିବେ”
67 1:9 q6s7 rc://*/ta/man/translate/figs-activepassive יִכָּֽרֶת־אִ֛ישׁ 1 You could use an active verb form, and you could specify who will do the action. Alternate translation: “your enemies will destroy all of you” (See: [[rc://*/ta/man/translate/figs-activepassive]]) ଆପଣ ଏକ କର୍ତ୍ତୁବାଚ୍ୟ ବ୍ୟବହାର କରିପାରିବେ, ଏବଂ କାର୍ଯ୍ୟ କିଏ କରେ ଆପଣ ନିର୍ଦ୍ଦିଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁଗଣ ତୁମ୍ଭ ସମସ୍ତଙ୍କୁ ଧ୍ୱଂସ କରିବେ”
68 1:9 jd31 rc://*/ta/man/translate/figs-idiom אִ֛ישׁ 1 Here, **a man** is an idiom that means “each person.” Alternate translation: “all you people” (See: [[rc://*/ta/man/translate/figs-idiom]]) ଏଠାରେ, **ପ୍ରତ୍ୟେକ ଜଣ** ଏକ ରୂଢ଼ି ଅଟେ ଯାହାର ଅର୍ଥ “ପ୍ରତ୍ୟେକ ବ୍ୟକ୍ତି” ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ସମସ୍ତେ”
69 1:9 jd35 rc://*/ta/man/translate/figs-synecdoche מֵ⁠הַ֥ר עֵשָׂ֖ו 1 As in v. 8, Yahweh is referring to the whole territory by the name of this one part of it. See how you translated it there. Alternate translation: “from the land of Edom” (See: [[rc://*/ta/man/translate/figs-synecdoche]]) ଯେପରି ପଦ 8 ରେ, ସଦାପ୍ରଭୁ ଏହାର ଏକ ଅଞ୍ଚଳକୁ ସୂଚାଇ ସମଗ୍ର ଅଞ୍ଚଳକୁ ସୂଚିତ କରୁଛନ୍ତି । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଇଦୋମ ଦେଶରୁ”
70 1:9 jd37 rc://*/ta/man/translate/figs-abstractnouns מִ⁠קָּֽטֶל 1 The abstract noun **slaughter** intensifies the idea of being **cut off** or killed. If your language does not use an abstract noun for the idea behind the word **slaughter**, you can express the same idea with a verbal form. Alternate translation: “violently” (See: [[rc://*/ta/man/translate/figs-abstractnouns]]) ଏଠାରେ ଗୁଣବାଚକ ବିଶେଷ୍ୟ **ହତ୍ୟା** କିମ୍ବା ** ଉଚ୍ଛିନ୍ନ** ହେବାର ଧାରଣାକୁ ତୀବ୍ର କରେ । ଯଦି ଆପଣଙ୍କର ଭାଷା **ହତ୍ୟା** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ହିଂସାତ୍ମକ ଭାବରେ”
71 1:9 hsy2 rc://*/ta/man/translate/figs-abstractnouns מִ⁠קָּֽטֶל 1 Some Bible translations put this phrase with verse 10, rather than with verse 9. If you choose to do that, verse 9 would end, “ … from the mountain of Esau.” Verse 10 would begin, “Because of slaughter, because of violence … ” (See: [[rc://*/ta/man/translate/figs-abstractnouns]]) କେତେକ ବାଇବଲ ଅନୁବାଦ ଏହି ଶବ୍ଦକୁ 9 ପଦ ପରିବର୍ତ୍ତେ 10 ପଦରେ ଉଲ୍ଲେଖ କରେ, ଯଦି ଆପଣ ତାହା କରନ୍ତି, ତେବେ ପଦ 9, “…ଏଷୌର ପର୍ବତରୁ” ଶେଷ ହେବ । ପଦ 10ରେ “ହତ୍ୟା ହେତୁ, ହିଂସା ହେତୁ…” ଆରମ୍ଭ ହେବ ।
72 1:10 jd39 rc://*/ta/man/translate/figs-metonymy אָחִ֥י⁠ךָ 1 The term **brother** is being used here to refer to members of a related people group. Use the term that is most natural in your language. Alternate translation: “your relatives who are the descendants of Jacob” (See: [[rc://*/ta/man/translate/figs-metonymy]]) ଏଠାରେ **ଯାକୁବ** ନାମ ଯିହୁଦାର ଲୋକମାନଙ୍କୁ ବୁଝାଏ, ଯେଉଁମାନେ ତାଙ୍କର ବଂଶଧର ଥିଲେ । ସମସ୍ତ ଲୋକମାନଙ୍କୁ ଚିତ୍ରଣ କରାଯାଉଛି ଯେପରି ସେମାନେ ଏକ ବ୍ୟକ୍ତି ଅଟନ୍ତି, ସେ ସେମାନଙ୍କର ପୂର୍ବଜ ଅଟନ୍ତି।
73 1:10 ui6g rc://*/ta/man/translate/figs-personification יַעֲקֹ֖ב 1 Here the name **Jacob** refers to the people of Judah, who were his descendants. All the people are being portrayed as if they were a single person, their ancestor. (See: [[rc://*/ta/man/translate/figs-personification]]) ଏଠାରେ **ଯାକୁବ** ନାମ ଯିହୁଦାର ଲୋକମାନଙ୍କୁ ବୁଝାଏ, ଯେଉଁମାନେ ତାଙ୍କର ବଂଶଧର ଥିଲେ । ସମସ୍ତ ଲୋକମାନଙ୍କୁ ଚିତ୍ରଣ କରାଯାଉଛି ଯେପରି ସେମାନେ ଏକ ବ୍ୟକ୍ତି ଅଟନ୍ତି, ସେ ସେମାନଙ୍କର ପୂର୍ବଜ ଅଟନ୍ତି।
74 1:10 jd41 rc://*/ta/man/translate/figs-abstractnouns תְּכַסְּ⁠ךָ֣ בוּשָׁ֑ה 1 If your language does not use an abstract noun for the idea behind the word **shame**, you can express the same idea with a verbal form. Alternate translation: “you will be dishonored” (See: [[rc://*/ta/man/translate/figs-abstractnouns]]) ଯଦି ଆପଣଙ୍କର ଭାଷା **ଲଜ୍ଜା** ଶବ୍ଦ ପଛରେ ଥିବା ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଏକ ମୌଖିକ ବାକ୍ୟରେପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅପମାନିତ ହେବ”
75 1:10 f8g6 rc://*/ta/man/translate/figs-idiom תְּכַסְּ⁠ךָ֣ בוּשָׁ֑ה 1 To be **covered** with something is an idiom for fully experiencing it. Alternate translation: “you will be completely ashamed” (See: [[rc://*/ta/man/translate/figs-idiom]]) କୌଣସି ବିଷୟରେ **ଆଚ୍ଛନ୍ନ** ହେବା ବାକ୍ୟ ସମ୍ପୂର୍ଣ୍ଣ ଅନୁଭବ କରିବାର ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେ ସମ୍ପୂର୍ଣ୍ଣ ଲଜ୍ଜିତ ହେବ”
76 1:10 a113 rc://*/ta/man/translate/figs-activepassive וְ⁠נִכְרַ֖תָּ 1 If it would be helpful in your language, you could use an active form of the verb. Alternate translation: “your enemies will destroy you” (See: [[rc://*/ta/man/translate/figs-activepassive]]) ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ କ୍ରିୟା ପଦର ଏକ କର୍ତ୍ତୁବାଚ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ”
77 1:10 jd43 rc://*/ta/man/translate/figs-explicit וְ⁠נִכְרַ֖תָּ 1 You can specify who will do the action. Alternate translation: “your enemies will destroy you” (See: [[rc://*/ta/man/translate/figs-explicit]]) ଏଠାରେ କାର୍ଯ୍ୟ କିଏ କରେ ଆପଣ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭରର ଶତ୍ରୁମାନେ ତୁମ୍ଭକୁ ଧ୍ୱଂସ କରିବେ”
78 1:10 jd45 rc://*/ta/man/translate/figs-idiom וְ⁠נִכְרַ֖תָּ 1 As in [verse 5](../01/05.md), **cut off** is an idiom for being destroyed. See how you translated it there. Alternate translation: “your enemies will destroy you” (See: [[rc://*/ta/man/translate/figs-idiom]]) 5 ପଦରେ ଯେପରି, **ଉଚ୍ଛିନ୍ନ** ଧ୍ୱଂସ ହେବାର ଏକ ରୂଢ଼ି ଅଟେ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭର ଶତ୍ରୁମାନେ ତୁମ୍ଭକୁ ବିନାଶ କରିବେ”
79 1:11 w6hj rc://*/ta/man/translate/figs-metaphor עֲמָֽדְ⁠ךָ֣ מִ⁠נֶּ֔גֶד 1 This is a metaphor that pictures the people of Edom as a person who was just standing around and not helping a relative. Alternate translation: “you did not help him.” (See: [[rc://*/ta/man/translate/figs-metaphor]]) ଏହା ଏକ ଉପମା ଅଟେ ଯାହା ଇଦୋମର ଲୋକମାନଙ୍କୁ ଜଣେ ବ୍ୟକ୍ତି ଭାବରେ ବୁଝାଏ ଯିଏ କେବଳ ଠିଆ ହୋଇ ସମ୍ପର୍କୀୟଙ୍କୁ ସାହାଯ୍ୟ କରୁନଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେ ତାହାକୁ ସାହାଯ୍ୟ କରି ନାହଁ।”
80 1:11 s38y rc://*/ta/man/translate/figs-parallelism שְׁב֥וֹת זָרִ֖ים חֵיל֑⁠וֹ וְ⁠נָכְרִ֞ים בָּ֣אוּ שְׁעָרָ֗יו 1 These two phrases mean similar things. They are used together to emphasize that Judah was in a desperate situation. Invading armies were plundering the cities of Judah. (See: [[rc://*/ta/man/translate/figs-parallelism]]) ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାମନ ଅଟେ । ଯିହୁଦା ଏକ ନୈରାଶ୍ୟ ଅବସ୍ଥାରେ ଥିଲା ବୋଲି ଜୋର ଦେବା ପାଇଁ ସେଗୁଡିକ ଏକତ୍ର ବ୍ୟବହୃତ ହୋଇଅଛି । ଆକ୍ରମଣକାରୀ ସେନା ଯିହୁଦାର ସହରଗୁଡ଼ିକୁ ଲୁଣ୍ଠନ କରୁଥିଲେ।
81 1:11 rtj8 rc://*/ta/man/translate/figs-personification חֵיל֑⁠וֹ & שְׁעָרָ֗יו 1 Here, **his** refers to **your brother Jacob** in [verse 10](../01/10.md), meaning the people of Judah. (See: [[rc://*/ta/man/translate/figs-personification]]) ଏଠାରେ, **ତାହାର** ପଦ 10 ରେ **ତୁମ୍ଭର ଭାଇ ଯାକୁବଙ୍କୁ** ବୁଝାଏ, ଅର୍ଥାତ୍ ଯିହୁଦାର ଲୋକମାନଙ୍କୁ ବୁଝାଏ ।
82 1:11 jd46 חֵיל֑⁠וֹ 1 In this context, the term translated **wealth** could also mean “army.” But since it clearly means “wealth” in [verse 13](../01/13.md), it seems best to translate it as “wealth” here, as well. ଏହି ପ୍ରସଙ୍ଗରେ, ଅନୁବାଦିତ **ସମ୍ପତ୍ତି** ଶବ୍ଦର ଅର୍ଥ ମଧ୍ୟ “ସେନା” ହୋଇପାରେ । କିନ୍ତୁ ଯେହେତୁ ଏହାର ଅର୍ଥ ପଦ 13 ରେ “ସମ୍ପତ୍ତି” ଅଟେ, ଏହାକୁ ଏଠାରେ “ଧନ” ଭାବରେ ଅନୁବାଦ କରିବା ମଧ୍ୟ କରାଯାଇ ପାରେ ।
83 1:11 jd47 rc://*/ta/man/translate/figs-synecdoche שְׁעָרָ֗יו 1 Here, **gates** stands for “city.” The gates, the part of a city through which people would come and go, are being used to represent the whole city. Alternate translation: “all the cities of Judah” (See: [[rc://*/ta/man/translate/figs-synecdoche]])
84 1:11 i8sr rc://*/ta/man/translate/figs-metaphor וְ⁠עַל־יְרוּשָׁלִַ֨ם֙ יַדּ֣וּ גוֹרָ֔ל 1 There are two possibilities for what this could mean: (1) This is a figurative way of saying that the **foreigners** had complete control of **Jerusalem**, with Jerusalem pictured as something that everybody wants to have, but it cannot be divided, so they cast lots to see who will get it. Alternate translation: “they even plundered Jerusalem” or (2) The name of the city may be standing for the wealth of the city. Alternate translation: “and they divided the wealth of Jerusalem among themselves” (See: [[rc://*/ta/man/translate/figs-metaphor]])
85 1:11 s4y1 rc://*/ta/man/translate/figs-explicit גַּם־אַתָּ֖ה כְּ⁠אַחַ֥ד מֵ⁠הֶֽם 1 The people of Edom did not do exactly the same things as the **strangers** and **foreigners** did, but they were like them because they did not help the people of Judah, who were a related people group. If it would be helpful in your language, you could include this information, as in the UST. (See: [[rc://*/ta/man/translate/figs-explicit]])