This commit is contained in:
Vipin Bhadran 2020-01-13 10:56:20 +05:30
parent e63dca9084
commit 7c8a1af1d6
26 changed files with 15075 additions and 0 deletions

2842
Stage 1/or_tn_41-MAT.tsv Normal file

File diff suppressed because one or more lines are too long

1434
Stage 1/or_tn_42-MRK.tsv Normal file

File diff suppressed because one or more lines are too long

1513
Stage 1/or_tn_44-JHN.tsv Normal file

File diff suppressed because one or more lines are too long

1276
Stage 1/or_tn_45-ACT.tsv Normal file

File diff suppressed because one or more lines are too long

1129
Stage 1/or_tn_46-ROM.tsv Normal file

File diff suppressed because one or more lines are too long

848
Stage 1/or_tn_47-1CO.tsv Normal file

File diff suppressed because one or more lines are too long

635
Stage 1/or_tn_48-2CO.tsv Normal file

File diff suppressed because one or more lines are too long

325
Stage 1/or_tn_49-GAL.tsv Normal file

File diff suppressed because one or more lines are too long

334
Stage 1/or_tn_50-EPH.tsv Normal file

File diff suppressed because one or more lines are too long

251
Stage 1/or_tn_51-PHP.tsv Normal file

File diff suppressed because one or more lines are too long

247
Stage 1/or_tn_52-COL.tsv Normal file

File diff suppressed because one or more lines are too long

208
Stage 1/or_tn_53-1TH.tsv Normal file

File diff suppressed because one or more lines are too long

117
Stage 1/or_tn_54-2TH.tsv Normal file

File diff suppressed because one or more lines are too long

351
Stage 1/or_tn_55-1TI.tsv Normal file

File diff suppressed because one or more lines are too long

242
Stage 1/or_tn_56-2TI.tsv Normal file

File diff suppressed because one or more lines are too long

139
Stage 1/or_tn_57-TIT.tsv Normal file

File diff suppressed because one or more lines are too long

62
Stage 1/or_tn_58-PHM.tsv Normal file

File diff suppressed because one or more lines are too long

827
Stage 1/or_tn_59-HEB.tsv Normal file

File diff suppressed because one or more lines are too long

328
Stage 1/or_tn_60-JAS.tsv Normal file

File diff suppressed because one or more lines are too long

280
Stage 1/or_tn_61-1PE.tsv Normal file

File diff suppressed because one or more lines are too long

181
Stage 1/or_tn_62-2PE.tsv Normal file

File diff suppressed because one or more lines are too long

292
Stage 1/or_tn_63-1JN.tsv Normal file

File diff suppressed because one or more lines are too long

34
Stage 1/or_tn_64-2JN.tsv Normal file

File diff suppressed because one or more lines are too long

47
Stage 1/or_tn_65-3JN.tsv Normal file

File diff suppressed because one or more lines are too long

71
Stage 1/or_tn_66-JUD.tsv Normal file
View File

@ -0,0 +1,71 @@
Book Chapter Verse ID SupportReference OrigQuote Occurrence GLQuote OccurrenceNote
JUD front intro xh5n 0 # ଯିହୂଦା ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ

### ଯିହୂଦା ପୁସ୍ତକର ରୂପରେଖ

1. ପରିଚୟ (୧:୧-)
1. ଭଣ୍ଡ ଶିକ୍ଷକ ବିରୁଦ୍ଧରେ ସତର୍କ ବାଣୀ (୧:୩-୪)
1. ପୁରାତନ ନିୟମର ଦୃଷ୍ଟାନ୍ତ (୧:୫-୧୬)
1. ଉପଯୁକ୍ତ ପ୍ରତ୍ୟୁତ୍ତର (୧:୧୭-୨୩)
1. ଈଶ୍ବରଙ୍କ ପ୍ରତି ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକକୁ କିଏ ଲେଖିଥିଲେ?

ଲେଖକ ଆପଣାକୁ ଯାକୁବଙ୍କ ଭାଇ ବୋଲି କହୁଛନ୍ତି I ଉଭୟ ଯିହୂଦା ଓ ଯାକୁବ ଯୀଶୁଙ୍କର ଭାଇ ଥିଲେ I ଏହି ପତ୍ର କୌଣସି ନିର୍ଦ୍ଦିଷ୍ଟ ମଣ୍ଡଳୀକୁ ଲେଖାହୋଇଥିଲା କି ନାହିଁ, ଏହା ଜଣାପଡ଼େ ନାହିଁ I

### ଯିହୂଦା ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ଯିହୂଦା ଭଣ୍ଡ ଶିକ୍ଷକମାନଙ୍କ ବିରୁଦ୍ଧରେ ସତର୍କ କରାଇବାପାଇଁ ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିଥିଲେ I ଯିହୂଦା ବାରମ୍ବାର ପୁରାତନ ନିୟମକୁ ଉଲ୍ଲେଖ କରିଛନ୍ତି I ଏହା ସୂଚାଇପାରେ ଯେ ଯିହୂଦା ଯିହୂଦୀ ଖ୍ରୀଷ୍ଟିୟାନ ଶ୍ରୋତାମାନଙ୍କୁ ଲେଖିଥିଲେ I ଏହି ପତ୍ର ଓ ପିତର ପୁସ୍ତକର ବିଷୟବସ୍ତୁ ଏକାପରି ଅଟେ I ଉଭୟ ପୁସ୍ତକ ଦୂତ, ସଦୋମ ଓ ଗମୋରା ଏବଂ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ କହେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “ ଯିହୂଦା” ବୋଲି କହିପାରନ୍ତି I କିମ୍ବା ସେମାନେ “ଯିହୂଦାଙ୍କ ପତ୍ର” କିଅବା “ଯିହୂଦା ଲେଖିଥିବା ପ୍ରଥମ ପତ୍ର”ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://en/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ଯିହୂଦା କେଉଁମାନଙ୍କ ବିରୁଦ୍ଧରେ କହୁଛନ୍ତି?

ଏହା ସମ୍ଭବ ଯେ ଯେଉଁମାନଙ୍କ ବିରୁଦ୍ଧରେ ଯିହୂଦା ଲେଖିଥିଲେ, ସେମାନେ ବିଶେଷ ଜ୍ଞାନବାଦୀ (Gnostics) ଥିଲେ I ଏହି ଶିକ୍ଷକମାନେ ସେମାନଙ୍କ ନିଜର ଲାଭପାଇଁ ଶାସ୍ତ୍ରର ଶିକ୍ଷାକି ବିକୃତ କରୁଥିଲେ I ସେମାନେ କାମୁକତାରେ ଜୀବନ କାଟୁଥିଲେ ଓ ସେହି ପ୍ରକାର ଜୀବନ କାଟିବାକୁ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ I

JUD 1 1 ek3q figs-you 0 General Information: ଯିହୂଦା ଏହି ପତ୍ରର ଲେଖକ ଭାବରେ ଆପଣାକୁ ପ୍ରକାଶ କରନ୍ତି ଓ ଆପଣା ପାଠକମାନଙ୍କୁ ନମସ୍କାର ଜଣାଉଛନ୍ତି I ସେ ସମ୍ଭବତଃ ଯୀଶୁଙ୍କର ଭାଇ ଥିଲେ I ନୂତନ ନିୟମରେ ଆଉ ଦୁଇଜଣ ଯିହୂଦାଙ୍କ ବିଷୟ ଉଲ୍ଲେଖ ଅଛି I ଏହି ପତ୍ରରେ “ତୁମ୍ଭେମାନେ” ଶବ୍ଦ ଯିହୂଦା ଲେଖୁଥିବା ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଓ ଏହା ସବୁବେଳେ ବହୁବଚନ ଅଟେ I
JUD 1 1 npc3 translate-names Ἰούδας, Ἰησοῦ Χριστοῦ δοῦλος 1 Jude, a servant of ଯିହୂଦା ଯାକୁବଙ୍କ ଭାଇ ଥିଲେ I ବିକଳ୍ପ ଅନୁବାଦ: “ମୁଁ ଯିହୂଦା, ଜଣେ ଦାସ” (ଦେଖ: [[rc://en/ta/man/translate/translate-names]])
JUD 1 1 m3v1 ἀδελφὸς ... Ἰακώβου 1 brother of James ଯାକୁବ ଓ ଯିହୂଦା ଯୀଶୁଙ୍କର ଭାଇ ଥିଲେ I
JUD 1 2 r5ae figs-abstractnouns ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη 1 May mercy and peace and love be multiplied to you "ଦୟା, ଶାନ୍ତି ଓ ପ୍ରେମ ତୁମ୍ଭମାନଙ୍କ ମଧ୍ୟରେ ବହୁଳରୂପେ ବୃଦ୍ଧି ହେଉ I ଏହି ଚିନ୍ତାଧାରାଗୁଡିକ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ କିଛି ପଦାର୍ଥ, ଯାହା ଆକାରରେ ଓ ସଂଖ୍ୟାରେ ବୃଦ୍ଧିପାଇବ I ଗୁଣବାଚକ ବିଶେଷ୍ୟ “ଦୟା,” ”ଶାନ୍ତି,” ଓ ପ୍ରେମ”କୁ ଏଡାଇବାପାଇଁ ଏହାକୁ ଅନ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟାଳୁ ହେଉଥାନ୍ତୁ, ଯେପରି ତୁମ୍ଭେମାନେ ଶାନ୍ତିପୂର୍ଣ୍ଣଭାବରେ ବାସ କରିବ ଓ ପରସ୍ପରକୁ ଅଧିକରୁ ଅଧିକ ପ୍ରେମ କରିବ I (ଦେଖ: [[rc://en/ta/man/translate/figs-abstractnouns]])
JUD 1 3 kjk6figs-inclusive 0 General Information: ଏହି ପତ୍ରରେ “ଆମ୍ଭମାନଙ୍କ” ଶବ୍ଦ ଉଭୟ ଯିହୂଦା ଓ ବିଶ୍ବାସୀମାନଙ୍କୁ ସାମିଲ କରେ I (ଦେଖ: [[rc://en/ta/man/translate/figs-inclusive]])
JUD 1 3 yfa8 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିବାର କାରଣ କହୁଛନ୍ତି I
JUD 1 3 mi3w τῆς κοινῆς ἡμῶν σωτηρίας 1 our common salvation ଆମ୍ଭେମାନେ ପାଇଥିବା ସାଧାରଣ ପରିତ୍ରାଣ"
JUD 1 3 si1u ἀνάγκην ἔσχον γράψαι 1 I had to write ମୁଁ ଲେଖିବାକୁ ଏକ ବଡ ଆବଶ୍ୟକ ମନେ କଲି କିମ୍ବା “ମୁଁ ଲେଖିବାକୁ ବଡ ଜରୁରୀ ମନେ କଲି”
JUD 1 3 yyf4 παρακαλῶν ἐπαγωνίζεσθαι τῇ ... πίστει 1 to exhort you to struggle earnestly for the faith ସତ୍ୟ ଶିକ୍ଷାର ପକ୍ଷ ନେବାକୁ ଉତ୍ସାହିତ କରିବା ନିମନ୍ତେ
JUD 1 3 j67u ἅπαξ 1 once for all ପରିଶେଷରେ ଓ ସମ୍ପୂର୍ଣ୍ଣ ଭାବରେ
JUD 1 4 v94i παρεισέδυσαν γάρ τινες ἄνθρωποι 1 For certain men have slipped in secretly among you କରଣ କେତେକ ଲୋକ ବିଶ୍ବାସୀମାନଙ୍କ ମଧ୍ୟକୁ ସେମାନଙ୍କର ଧ୍ୟାନ ନ ଥାଇ ପ୍ରବେଶ କରିଅଛନ୍ତି
JUD 1 4 wwz3 figs-activepassive οἱ ... προγεγραμμένοι εἰς ... τὸ κρίμα 1 men who were marked out for condemnation ଏହାକୁ କର୍ତ୍ତୃବାଚ୍ୟରେ ମଧ୍ୟ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନଙ୍କୁ ଈଶ୍ବର ଦଣ୍ଡ ଦେବାକୁ ମନୋନୀତ କରିଥିଲେ” (ଦେଖ: [[rc://en/ta/man/translate/figs-activepassive]])
JUD 1 4 c642 figs-metaphor τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν 1 who have changed the grace of our God into sensuality ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା କିଛି ଜିନିଷ, ଯାହାକୁ ଅନ୍ୟ କିଛି ଅତି ମନ୍ଦ ବିଷୟରେ ପରିଣତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ଶିକ୍ଷା ଦିଅନ୍ତି ଯେ ଈଶ୍ବରଙ୍କ ଅନୁଗ୍ରହ ଯୌନଗତ ପାପରେ ଜୀବନ କାଟିବାକୁ ଅନୁମତି ଦିଏ” (ଦେଖ: [[rc://en/ta/man/translate/figs-metaphor]])
JUD 1 4 ws1b τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι 1 deny our only Master and Lord, Jesus Christ ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ଶିକ୍ଷା ଦିଅନ୍ତି ଯେ ସେ ଈଶ୍ବର ନୁହନ୍ତି କିମ୍ବା ) ଏହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ମାନନ୍ତି ନାହିଁ I
JUD 1 5 fa5e 0 Connecting Statement: ଯିହୂଦା ଅତୀତରେ ପ୍ରଭୁଙ୍କର ବାଧ୍ୟ ହୋଇ ନ ଥିବା ଲୋକମାନଙ୍କର ଦୃଷ୍ଟାନ୍ତ ଦେଉଛନ୍ତି I
JUD 1 5 f4mm Ἰησοῦς λαὸν ἐκ γῆς Αἰγύπτου σώσας 1 Jesus saved a people out of the land of Egypt ପ୍ରଭୁ ବହୁକାଳ ପୂର୍ବେ ଇଶ୍ରାୟେଲୀୟ ମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ
JUD 1 6 pt1k τὴν ἑαυτῶν ἀρχὴν 1 their own position of authority ଯେଉଁ ଦାୟିତ୍ବ ଈଶ୍ବର ସେମାନଙ୍କୁ ସମର୍ପଣ କରିଥିଲେ
JUD 1 6 s3cn δεσμοῖς ἀϊδίοις ὑπὸ ζόφον τετήρηκεν 1 God has kept them in everlasting chains, in utter darkness ଈଶ୍ବର ଏହି ଦୂତମାନଙ୍କୁ ଏକ ଅନ୍ଧକାରମୟ ବନ୍ଧନରେ ରଖିଅଛନ୍ତି, ଯେଉଁଠାରୁ ସେମାନେ କଦାପି ରକ୍ଷା ପାଇବେ ନାହିଁ
JUD 1 6 s1j9 figs-metonymy ζόφον 1 utter darkness ଏଠାରେ “ଅନ୍ଧକାର” ରୂପକ ଭାବରେ ମୃତମାନଙ୍କର ସ୍ଥାନ ବା ନରକକୁ ବୁଝାଏ I ବିକଳ୍ପ ଅନୁବାଦ: “ନରକର ଘୋର ଅନ୍ଧକାରରେ” (ଦେଖ: [[rc://en/ta/man/translate/figs-metonymy]])
JUD 1 6 ccz6 μεγάλης ἡμέρας 1 the great day ଶେଷ ଦିନରେ ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ
JUD 1 7 yn36 figs-metonymy αἱ περὶ αὐτὰς πόλεις 1 the cities around them ଏଠାରେ “ନଗର” ସେଗୁଡିକରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-metonymy]])
JUD 1 7 r3e9 τὸν ὅμοιον τρόπον τούτοις ἐκπορνεύσασαι 1 also indulged themselves ସଦୋମ ଓ ଗମୋରାର ଯୌନଗତ ପାପସବୁ ଦୂତମାନଙ୍କ ମନ୍ଦ ମାର୍ଗ ସଦୃଶ ଏକା ପ୍ରକାର ବିଦ୍ରୋହର ପରିଣାମ ଥିଲା I
JUD 1 7 pi4t δεῖγμα ... δίκην ὑπέχουσαι 1 as examples of those who suffer the punishment ସଦୋମ ଓ ଗମୋରାର ଲୋକମାନଙ୍କ ବିନାଶ ଈଶ୍ବରଙ୍କୁ ଅଗ୍ରାହ୍ୟ କରୁଥିବା ସମସ୍ତ ଲୋକଙ୍କ ପରିଣାମର ଏକ ଦୃଷ୍ଟାନ୍ତ ଅଟେ I
JUD 1 8 ujs2 οὗτοι ἐνυπνιαζόμενοι 1 these dreamers ଯେଉଁ ଲୋକମାନେ ଈଶ୍ବରଙ୍କ ଅବାଧ୍ୟ ହୁଅନ୍ତି, କାରଣ ସମ୍ଭବତଃ ସେମାନେ ସେମାନଙ୍କୁ ସେସବୁ କରିବାକୁ ଅଧିକାର ଦେବା ସମ୍ବନ୍ଧୀୟ ଦର୍ଶନ ଦେଖିଛନ୍ତି ବୋଲି ଦାବୀ କରରୁଥିଲେ
JUD 1 8 ez4l figs-metaphor σάρκα μὲν μιαίνουσιν 1 pollute their bodies ରୂପକଟି କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ ଅର୍ଥାତ୍, ସେମାନଙ୍କ କାର୍ଯ୍ୟକୁ ଅଗ୍ରହଣୀୟ କରିଦିଏ, ଯେପରି ଆବର୍ଜନା ଗୋଟିଏ ଝରଣାର ଜଳକୁ ପାନକରିବା ନିମନ୍ତେ ଅଯୋଗ୍ୟ କରିଥାଏ I (ଦେଖ: [[rc://en/ta/man/translate/figs-metaphor]])
JUD 1 8 e73k βλασφημοῦσιν 1 say slanderous things ନିନ୍ଦା କଥା କହନ୍ତି
JUD 1 8 pn3j δόξας 1 glorious ones ଏହା ଦୂତଗଣ ସଦୃଶ ଆତ୍ମିକ ପ୍ରାଣୀକୁ ବୁଝାଏ I
JUD 1 9 rmg9 0 General Information: ବିଲିୟାମ ଜଣେ ଭାବବାଦୀ ଥିଲେ, ଯେ କି ଜଣେ ଶତ୍ରୁ ନିମନ୍ତେ ଇଶ୍ରାୟେଲକୁ ଅଭିଶାପ ଦେବାକୁ ମନା କରିଥିଲେ, କିନ୍ତୁ ସେହି ଶତ୍ରୁମାନଙ୍କୁ ଲୋକମାନଙ୍କୁ ଆଣି ଅବିଶ୍ବାସୀମାନଙ୍କ ସହିତ ବିବାହ କରିବାକୁ ଓ ପ୍ରତିମା ପୂଜକ ହେବାକୁ ଶିକ୍ଷା ଦେଇଥିଲେ I କୋରହ ଇଶ୍ରାୟେଲର ଜଣେ ଲୋକ ଥିଲେ, ଯେ କି ମୋଶାଙ୍କ ନେତୃତ୍ବ ଓ ହାରୋଣଙ୍କ ଯାଜକ ପଦ ବିରୁଦ୍ଧରେ ବିଦ୍ରୋହ କରିଥିଲା I
JUD 1 9 uzj1 οὐκ ἐτόλμησεν ... ἐπενεγκεῖν 1 did not dare to bring ଆପଣାକୁ ନିୟନ୍ତ୍ରଣ କରିଥିଲେ I ସେ ଆଣି ନ ଥିଲେ କିମ୍ବା “ଆଣିବାକୁ ଇଚ୍ଛା କରି ନ ଥିଲେ”
JUD 1 9 kib4 κρίσιν ... βλασφημίας 1 a slanderous judgment ଏକ ମନ୍ଦ କଥା କହିଥିବା ବିଚାର କିମ୍ବା “ଏକ ମନ୍ଦ ବିଚାର”
JUD 1 9 v9fh κρίσιν ἐπενεγκεῖν βλασφημίας 1 bring a slanderous judgment against ମନ୍ଦ, ଅସତ୍ୟ କଥା କହନ୍ତି
JUD 1 10 h6sq οὗτοι 1 these people ଅଧାର୍ମିକ ଲୋକମାନେ
JUD 1 10 fjm5 ὅσα μὲν οὐκ οἴδασιν 1 whatever they do not understand "ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେମାନେ ବୁଝୁ ନ ଥିବା ସବୁ ଉତ୍ତମ ବିଷୟ “ କିମ୍ବା ) “ସେମାନେ ବୁଝୁ ନ ଥିବା ଗୌରବମୟ ବିଷୟସବୁ” ([ଯିହୂଦା ୧:୮](../01/08.md))
JUD 1 11 j3g9figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ପଥରେ ଚାଲିଅଛନ୍ତି” ଗୋଟିଏ ରୂପକ, ଯାହାର ଅର୍ଥ “ସେହିପରି ଜୀବନ ଯାପନ କରିବା I” ବିକଳ୍ପ ଅନୁବାଦ: “କୟିନ ଯେପରି ଜୀବନ ଯାପନ କରୁଥିଲେ, ସେପରି ଜୀବନ ଯାପନ କଲେ” (ଦେଖ: [[rc://en/ta/man/translate/figs-metaphor]])
JUD 1 12 s4az 0 Connecting Statement: ଅଧାର୍ମିକ ଲୋକମାନଙ୍କୁ ବର୍ଣ୍ଣନା କରିବାପାଇଁ ଯିହୂଦା ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେମାନଙ୍କ ମଧ୍ୟରେ ଥିବା ସମୟରେ ଏହି ଲୋକମାନଙ୍କୁ କିପରି ଚିହ୍ନିବାକୁ ହେବ, ସେ ବିଷୟରେ ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି I
JUD 1 12 r875 οὗτοί εἰσιν οἱ 1 These are the ones “ସେମାନେ” ଶବ୍ଦ [ଯିହୂଦା ୧:୪](../01/04.md)ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I
JUD 1 12 e25dfigs-metaphor σπιλάδες 1 hidden reefs ପ୍ରବାଳ ଶ୍ରେଣୀ ହେଉଛି ସମୁଦ୍ରରେ ଜଳପତ୍ତନର ଅଳ୍ପ ତଳେ ରହିଥିବା ବୃହତ୍ କାୟ ପ୍ରସ୍ତର ଅଟେ I ଯେହେତୁ ନାବିକମାନେ ସେସବୁକୁ ଦେଖିପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଏହି ପ୍ରସ୍ତରଗୁଡିକରେ ଧକ୍କା ପାଇଲେ ଜାହଜଗୁଡିକ ସହଜରେ ଧ୍ବଂସ ପାଇଥାଏ I (ଦେଖ: [[rc://en/ta/man/translate/figs-metaphor]])
JUD 1 12 zk57figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://en/ta/man/translate/figs-metaphor]])
JUD 1 12 t28pfigs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣଭାବରେ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଜୀବନର ଉତ୍ସ ଯେ ଈଶ୍ବର, ତାହାଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି I (ଦେଖ: [[rc://en/ta/man/translate/figs-metaphor]])
JUD 1 13 e4rmfigs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୋଇଯାନ୍ତି I (ଦେଖ: [[rc://en/ta/man/translate/figs-metaphor]])
JUD 1 13 fgr9figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦ୍ଗାର କରାଇଥାଏ–ସେପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାମାନଙ୍କୁ ଲଜ୍ଜା ଦିଅନ୍ତି I ବିକଳ୍ପ ଅନୁବାଦ: “ଆଉ ଯେପରି ତରଙ୍ଗସବୁ ଫେଣ ଓ ମଇଳା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି” (ଦେଖ: [[rc://en/ta/man/translate/figs-metaphor]])
JUD 1 13 r6rjfigs-metaphor ἀστέρες πλανῆται 1 They are wandering stars ପ୍ରାଚୀନ କାଳରେ ଯେଉଁମାନେ ତାରାଗଣର ଅଧ୍ୟୟନ କରୁଥିଲେ, ସେମାନେ ଜାଣିବାକୁ ପାଇଥିଲେ ଯେ ତାରାଗଣ ଯେପରି ବୁଲନ୍ତି, ଆମ୍ଭେମାନେ ଯାହାକୁ ଗ୍ରହ ବୋଲି କହୁ, ସେସବୁ ବୁଲନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେମାନେ ଭ୍ରମଣ’କାରୀ ତାରାଗଣ ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
JUD 1 13 djm4figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ରୂପକଭାବରେ ମୃତମାନଙ୍କର ସ୍ଥାନ ବା ନରକକୁ ବୁଝାଏ I ଏଠାରେ “ଘୋର ଅନ୍ଧକାର” ଗୋଟିଏ ରୂଢ଼ି, ଯାହାର ଅର୍ଥ ଅତିଶୟ ଅନ୍ଧାର I” “ରଖାଯାଇଅଛି” ଶବ୍ଦଟିକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://en/ta/man/translate/figs-metonymy]] ଓ [[rc://en/ta/man/translate/figs-idiom]] ଓ [[rc://en/ta/man/translate/figs-activepassive]])
JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ପ୍ରଥମ ପୁରୁଷ ବୋଲି ଗଣନା କରାଯାଏ, ହନୋକ ସପ୍ତମ ଅଟନ୍ତି I ଯଦି ଆଦମଙ୍କ ପୁତ୍ରଙ୍କୁ ପ୍ରଥମ ବୋଲି ଗଣନା କରାଯିବ, ହନୋକ ହିସାବରେ ଷଷ୍ଠ ହେବେ I
JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”"
JUD 1 15 bl4q ποιῆσαι κρίσιν κατὰ 1 to execute judgment on ବିଚାରବାଣୀ ଶୁଣାଇବାକୁ କିମ୍ବା “ବିଚାର କରିବାକୁ”
JUD 1 16 zs28 γογγυσταί μεμψίμοιροι 1 grumblers, complainers ଯେଉଁ ଲୋକମାନେ ବାଧ୍ୟ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କହନ୍ତି I “ବଚସାକାରୀମାନେ” ଧୀର ସ୍ବରରେ କହିଥାନ୍ତି, କିନ୍ତୁ “ଅଭିଯୋଗକାରୀମାନେ” ପ୍ରକାଶ୍ୟରେ କହନ୍ତି I
JUD 1 16 eaf2 λαλεῖ ὑπέρογκα 1 loud boasters ଆପଣା ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣିପାରିବେ
JUD 1 16 j8rh θαυμάζοντες πρόσωπα 1 flatter others ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜା ସଦୃଶ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ବିକଳ୍ପ ଅନୁବାଦ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ତ୍ୟାଗ କରୁନାହାନ୍ତି “ (ଦେଖ: [[rc://en/ta/man/translate/figs-metaphor]])
JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଅଧାର୍ମିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକ ଗୋଟିଏ ପଥ ଯାହା ଜଣେ ଅବଲମ୍ବନ କରିପାରିବ I (ଦେଖ: [[rc://en/ta/man/translate/figs-metaphor]])
JUD 1 19 r28j οὗτοί εἰσιν 1 It is these ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ”
JUD 1 19 ba6u figs-metaphor ψυχικοί 1 are worldly ଅନ୍ୟ ଅଧାର୍ମିକ ଲୋକମାନଙ୍କ ପରି ଭାବନ୍ତି, ଅବିଶ୍ବାସୀମାନେ ଗୁରୁତ୍ବ ଦେଉଥିବା ବିଷୟସବୁକୁ ଗୁରୁତ୍ବ ଦିଅନ୍ତି (ଦେଖ: [[rc://en/ta/man/translate/figs-metaphor]])
JUD 1 19 qn4p Πνεῦμα μὴ ἔχοντες 1 they do not have the Spirit ପବିତ୍ର ଆତ୍ମା ବିଷୟରେ କୁହାଯାଏ ଯେ ସତେ ଯେପରି ସେ କିଛି ଜିନିଷ, ଯାହାକୁ ଲୋକେ ଅଧିକାର କରିପାରିବେ I ବିକଳ୍ପ ଅନୁବାଦ: “ଆତ୍ମା ସେମାନଙ୍କ ମଧ୍ୟରେ ନାହାନ୍ତି”
JUD 1 20 e3ga 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନ ଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I
JUD 1 20 xm93 ὑμεῖς δέ, ἀγαπητοί 1 But you, beloved ହେ ପ୍ରିୟମାନେ. ସେମାନଙ୍କ ପରି ହୁଅ ନାହିଁ I ତା’ ପରିବର୍ତ୍ତେ
JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଈଶ୍ବରଙ୍କଠାରେ ଭରସା କରିବାକୁ ଅଧିକଭାବରେ ସମର୍ଥ ହେବା ଓ ତାହାଙ୍କର ବାଧ୍ୟହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ଗୃହ ନିର୍ମାଣ କରିବାର ପ୍ରକ୍ରିୟା I (ଦେଖ: [[rc://en/ta/man/translate/figs-metaphor]])
JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଈଶ୍ବରଙ୍କ ପ୍ରେମ ପାଇବାକୁ ସକ୍ଷମହୋଇ ରହିବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ନିଜକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖୁଛି I (ଦେଖ: [[rc://en/ta/man/translate/figs-metaphor]])
JUD 1 21 s6w6 προσδεχόμενοι 1 wait for ଆଗ୍ରହର ସହିତ ଅପେକ୍ଷା କରୁଅଛୁ
JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ କି ତାହାଙ୍କ ସହିତ ବିଶ୍ବାସୀମାନଙ୍କୁ ଅନନ୍ତକାଳ ବାସ କରିବାକୁ ଦେଇ ଆପଣା ଦୟା ଦେଖାଇବେ I (ଦେଖ: [[rc://en/ta/man/translate/figs-metonymy]])
JUD 1 22 wbr5 οὓς ... διακρινομένους 1 those who doubt ଯୀଶୁ ଈଶ୍ବର ବୋଲି ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ
JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଚିତ୍ରଟି ହେଉଛି ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣିଆଣିବା I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରିବା I ଏହା ସେମାନଙ୍କୁ ଟାଣିଆଣିବା ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେ ପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ
JUD 1 23 u4px figs-hyperbole μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα 1 Hate even the garment stained by the flesh ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବାପାଇଁ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇଯିବେ I ବିକଳ୍ପ ଅନୁବାଦ: “ସେମାନଙ୍କୁ ଏପରି ବ୍ୟବହାର କର ଯେ ସତେ ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇଯାଇପାର” (ଦେଖ: [[rc://en/ta/man/translate/figs-hyperbole]])
JUD 1 24 r3jx 0 Connecting Statement: ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି
JUD 1 24 w1dc figs-metaphor στῆσαι κατενώπιον τῆς δόξης αὐτοῦ 1 to cause you to stand before his glorious presence ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ, ଯାହା ତାହାଙ୍କର ମହାନତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆଉ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବାକୁ ତୁମ୍ଭମାନଙ୍କୁ ଦେବେ” (ଦେଖ: [[rc://en/ta/man/translate/figs-metaphor]])
JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ଏଠାରେ ପାପ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଜଣକ ଶରୀରରେ ମଇଳା ବା ଗୋଟିଏ କଳଙ୍କ ସଦୃଶ I ବିକଳ୍ପ ଅନୁବାଦ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ” (ଦେଖ: [[rc://en/ta/man/translate/figs-metaphor]])
JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord "ଏକମାତ୍ର ଈଶ୍ବରଙ୍କୁ, ଯେ କି ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବ ଦେଉଛି ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I
JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଈଶ୍ବରଙ୍କ ଗୌରବ ସର୍ବଦା ଥିଲା, ବର୍ତ୍ତମାନ ଅଛି ଓ ସର୍ବଦା ଗୌରବ, ନିରଙ୍କୁଶ ନେତୃତ୍ବ ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ I"
1 Book Chapter Verse ID SupportReference OrigQuote Occurrence GLQuote OccurrenceNote
2 JUD front intro xh5n 0 # ଯିହୂଦା ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ

### ଯିହୂଦା ପୁସ୍ତକର ରୂପରେଖ

1. ପରିଚୟ (୧:୧-୨)
1. ଭଣ୍ଡ ଶିକ୍ଷକ ବିରୁଦ୍ଧରେ ସତର୍କ ବାଣୀ (୧:୩-୪)
1. ପୁରାତନ ନିୟମର ଦୃଷ୍ଟାନ୍ତ (୧:୫-୧୬)
1. ଉପଯୁକ୍ତ ପ୍ରତ୍ୟୁତ୍ତର (୧:୧୭-୨୩)
1. ଈଶ୍ବରଙ୍କ ପ୍ରତି ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକକୁ କିଏ ଲେଖିଥିଲେ?

ଲେଖକ ଆପଣାକୁ ଯାକୁବଙ୍କ ଭାଇ ବୋଲି କହୁଛନ୍ତି I ଉଭୟ ଯିହୂଦା ଓ ଯାକୁବ ଯୀଶୁଙ୍କର ଭାଇ ଥିଲେ I ଏହି ପତ୍ର କୌଣସି ନିର୍ଦ୍ଦିଷ୍ଟ ମଣ୍ଡଳୀକୁ ଲେଖାହୋଇଥିଲା କି ନାହିଁ, ଏହା ଜଣାପଡ଼େ ନାହିଁ I

### ଯିହୂଦା ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ଯିହୂଦା ଭଣ୍ଡ ଶିକ୍ଷକମାନଙ୍କ ବିରୁଦ୍ଧରେ ସତର୍କ କରାଇବାପାଇଁ ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିଥିଲେ I ଯିହୂଦା ବାରମ୍ବାର ପୁରାତନ ନିୟମକୁ ଉଲ୍ଲେଖ କରିଛନ୍ତି I ଏହା ସୂଚାଇପାରେ ଯେ ଯିହୂଦା ଯିହୂଦୀ ଖ୍ରୀଷ୍ଟିୟାନ ଶ୍ରୋତାମାନଙ୍କୁ ଲେଖିଥିଲେ I ଏହି ପତ୍ର ଓ ୨ ପିତର ପୁସ୍ତକର ବିଷୟବସ୍ତୁ ଏକାପରି ଅଟେ I ଉଭୟ ପୁସ୍ତକ ଦୂତ, ସଦୋମ ଓ ଗମୋରା ଏବଂ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ କହେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “ ଯିହୂଦା” ବୋଲି କହିପାରନ୍ତି I କିମ୍ବା ସେମାନେ “ଯିହୂଦାଙ୍କ ପତ୍ର” କିଅବା “ଯିହୂଦା ଲେଖିଥିବା ପ୍ରଥମ ପତ୍ର”ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://en/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ଯିହୂଦା କେଉଁମାନଙ୍କ ବିରୁଦ୍ଧରେ କହୁଛନ୍ତି?

ଏହା ସମ୍ଭବ ଯେ ଯେଉଁମାନଙ୍କ ବିରୁଦ୍ଧରେ ଯିହୂଦା ଲେଖିଥିଲେ, ସେମାନେ ବିଶେଷ ଜ୍ଞାନବାଦୀ (Gnostics) ଥିଲେ I ଏହି ଶିକ୍ଷକମାନେ ସେମାନଙ୍କ ନିଜର ଲାଭପାଇଁ ଶାସ୍ତ୍ରର ଶିକ୍ଷାକି ବିକୃତ କରୁଥିଲେ I ସେମାନେ କାମୁକତାରେ ଜୀବନ କାଟୁଥିଲେ ଓ ସେହି ପ୍ରକାର ଜୀବନ କାଟିବାକୁ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲେ I

3 JUD 1 1 ek3q figs-you 0 General Information: ଯିହୂଦା ଏହି ପତ୍ରର ଲେଖକ ଭାବରେ ଆପଣାକୁ ପ୍ରକାଶ କରନ୍ତି ଓ ଆପଣା ପାଠକମାନଙ୍କୁ ନମସ୍କାର ଜଣାଉଛନ୍ତି I ସେ ସମ୍ଭବତଃ ଯୀଶୁଙ୍କର ଭାଇ ଥିଲେ I ନୂତନ ନିୟମରେ ଆଉ ଦୁଇଜଣ ଯିହୂଦାଙ୍କ ବିଷୟ ଉଲ୍ଲେଖ ଅଛି I ଏହି ପତ୍ରରେ “ତୁମ୍ଭେମାନେ” ଶବ୍ଦ ଯିହୂଦା ଲେଖୁଥିବା ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଓ ଏହା ସବୁବେଳେ ବହୁବଚନ ଅଟେ I
4 JUD 1 1 npc3 translate-names Ἰούδας, Ἰησοῦ Χριστοῦ δοῦλος 1 Jude, a servant of ଯିହୂଦା ଯାକୁବଙ୍କ ଭାଇ ଥିଲେ I ବିକଳ୍ପ ଅନୁବାଦ: “ମୁଁ ଯିହୂଦା, ଜଣେ ଦାସ” (ଦେଖ: [[rc://en/ta/man/translate/translate-names]])
5 JUD 1 1 m3v1 ἀδελφὸς ... Ἰακώβου 1 brother of James ଯାକୁବ ଓ ଯିହୂଦା ଯୀଶୁଙ୍କର ଭାଇ ଥିଲେ I
6 JUD 1 2 r5ae figs-abstractnouns ἔλεος ὑμῖν, καὶ εἰρήνη, καὶ ἀγάπη πληθυνθείη 1 May mercy and peace and love be multiplied to you ଦୟା, ଶାନ୍ତି ଓ ପ୍ରେମ ତୁମ୍ଭମାନଙ୍କ ମଧ୍ୟରେ ବହୁଳରୂପେ ବୃଦ୍ଧି ହେଉ I ଏହି ଚିନ୍ତାଧାରାଗୁଡିକ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ କିଛି ପଦାର୍ଥ, ଯାହା ଆକାରରେ ଓ ସଂଖ୍ୟାରେ ବୃଦ୍ଧିପାଇବ I ଗୁଣବାଚକ ବିଶେଷ୍ୟ “ଦୟା,” ”ଶାନ୍ତି,” ଓ ପ୍ରେମ”କୁ ଏଡାଇବାପାଇଁ ଏହାକୁ ଅନ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟାଳୁ ହେଉଥାନ୍ତୁ, ଯେପରି ତୁମ୍ଭେମାନେ ଶାନ୍ତିପୂର୍ଣ୍ଣଭାବରେ ବାସ କରିବ ଓ ପରସ୍ପରକୁ ଅଧିକରୁ ଅଧିକ ପ୍ରେମ କରିବ I (ଦେଖ: [[rc://en/ta/man/translate/figs-abstractnouns]]) JUD 1 3 kjk6figs-inclusive 0 General Information: ଏହି ପତ୍ରରେ “ଆମ୍ଭମାନଙ୍କ” ଶବ୍ଦ ଉଭୟ ଯିହୂଦା ଓ ବିଶ୍ବାସୀମାନଙ୍କୁ ସାମିଲ କରେ I (ଦେଖ: [[rc://en/ta/man/translate/figs-inclusive]]) JUD 1 3 yfa8 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ ଏହି ପତ୍ର ଲେଖିବାର କାରଣ କହୁଛନ୍ତି I JUD 1 3 mi3w τῆς κοινῆς ἡμῶν σωτηρίας 1 our common salvation ଆମ୍ଭେମାନେ ପାଇଥିବା ସାଧାରଣ ପରିତ୍ରାଣ
7 JUD 1 3 si1u ἀνάγκην ἔσχον γράψαι 1 I had to write ମୁଁ ଲେଖିବାକୁ ଏକ ବଡ ଆବଶ୍ୟକ ମନେ କଲି କିମ୍ବା “ମୁଁ ଲେଖିବାକୁ ବଡ ଜରୁରୀ ମନେ କଲି”
8 JUD 1 3 yyf4 παρακαλῶν ἐπαγωνίζεσθαι τῇ ... πίστει 1 to exhort you to struggle earnestly for the faith ସତ୍ୟ ଶିକ୍ଷାର ପକ୍ଷ ନେବାକୁ ଉତ୍ସାହିତ କରିବା ନିମନ୍ତେ
9 JUD 1 3 j67u ἅπαξ 1 once for all ପରିଶେଷରେ ଓ ସମ୍ପୂର୍ଣ୍ଣ ଭାବରେ
10 JUD 1 4 v94i παρεισέδυσαν γάρ τινες ἄνθρωποι 1 For certain men have slipped in secretly among you କରଣ କେତେକ ଲୋକ ବିଶ୍ବାସୀମାନଙ୍କ ମଧ୍ୟକୁ ସେମାନଙ୍କର ଧ୍ୟାନ ନ ଥାଇ ପ୍ରବେଶ କରିଅଛନ୍ତି
11 JUD 1 4 wwz3 figs-activepassive οἱ ... προγεγραμμένοι εἰς ... τὸ κρίμα 1 men who were marked out for condemnation ଏହାକୁ କର୍ତ୍ତୃବାଚ୍ୟରେ ମଧ୍ୟ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନଙ୍କୁ ଈଶ୍ବର ଦଣ୍ଡ ଦେବାକୁ ମନୋନୀତ କରିଥିଲେ” (ଦେଖ: [[rc://en/ta/man/translate/figs-activepassive]])
12 JUD 1 4 c642 figs-metaphor τὴν τοῦ Θεοῦ ἡμῶν χάριτα μετατιθέντες εἰς ἀσέλγειαν 1 who have changed the grace of our God into sensuality ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା କିଛି ଜିନିଷ, ଯାହାକୁ ଅନ୍ୟ କିଛି ଅତି ମନ୍ଦ ବିଷୟରେ ପରିଣତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ଶିକ୍ଷା ଦିଅନ୍ତି ଯେ ଈଶ୍ବରଙ୍କ ଅନୁଗ୍ରହ ଯୌନଗତ ପାପରେ ଜୀବନ କାଟିବାକୁ ଅନୁମତି ଦିଏ” (ଦେଖ: [[rc://en/ta/man/translate/figs-metaphor]])
13 JUD 1 4 ws1b τὸν μόνον Δεσπότην καὶ Κύριον ἡμῶν, Ἰησοῦν Χριστὸν, ἀρνούμενοι 1 deny our only Master and Lord, Jesus Christ ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ଶିକ୍ଷା ଦିଅନ୍ତି ଯେ ସେ ଈଶ୍ବର ନୁହନ୍ତି କିମ୍ବା ୨) ଏହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ମାନନ୍ତି ନାହିଁ I
14 JUD 1 5 fa5e 0 Connecting Statement: ଯିହୂଦା ଅତୀତରେ ପ୍ରଭୁଙ୍କର ବାଧ୍ୟ ହୋଇ ନ ଥିବା ଲୋକମାନଙ୍କର ଦୃଷ୍ଟାନ୍ତ ଦେଉଛନ୍ତି I
15 JUD 1 5 f4mm Ἰησοῦς λαὸν ἐκ γῆς Αἰγύπτου σώσας 1 Jesus saved a people out of the land of Egypt ପ୍ରଭୁ ବହୁକାଳ ପୂର୍ବେ ଇଶ୍ରାୟେଲୀୟ ମାନଙ୍କୁ ମିସର ଦେଶରୁ ଉଦ୍ଧାର କରିଥିଲେ
16 JUD 1 6 pt1k τὴν ἑαυτῶν ἀρχὴν 1 their own position of authority ଯେଉଁ ଦାୟିତ୍ବ ଈଶ୍ବର ସେମାନଙ୍କୁ ସମର୍ପଣ କରିଥିଲେ
17 JUD 1 6 s3cn δεσμοῖς ἀϊδίοις ὑπὸ ζόφον τετήρηκεν 1 God has kept them in everlasting chains, in utter darkness ଈଶ୍ବର ଏହି ଦୂତମାନଙ୍କୁ ଏକ ଅନ୍ଧକାରମୟ ବନ୍ଧନରେ ରଖିଅଛନ୍ତି, ଯେଉଁଠାରୁ ସେମାନେ କଦାପି ରକ୍ଷା ପାଇବେ ନାହିଁ
18 JUD 1 6 s1j9 figs-metonymy ζόφον 1 utter darkness ଏଠାରେ “ଅନ୍ଧକାର” ରୂପକ ଭାବରେ ମୃତମାନଙ୍କର ସ୍ଥାନ ବା ନରକକୁ ବୁଝାଏ I ବିକଳ୍ପ ଅନୁବାଦ: “ନରକର ଘୋର ଅନ୍ଧକାରରେ” (ଦେଖ: [[rc://en/ta/man/translate/figs-metonymy]])
19 JUD 1 6 ccz6 μεγάλης ἡμέρας 1 the great day ଶେଷ ଦିନରେ ଯେତେବେଳେ ଈଶ୍ବର ସମସ୍ତଙ୍କ ବିଚାର କରିବେ
20 JUD 1 7 yn36 figs-metonymy αἱ περὶ αὐτὰς πόλεις 1 the cities around them ଏଠାରେ “ନଗର” ସେଗୁଡିକରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-metonymy]])
21 JUD 1 7 r3e9 τὸν ὅμοιον τρόπον τούτοις ἐκπορνεύσασαι 1 also indulged themselves ସଦୋମ ଓ ଗମୋରାର ଯୌନଗତ ପାପସବୁ ଦୂତମାନଙ୍କ ମନ୍ଦ ମାର୍ଗ ସଦୃଶ ଏକା ପ୍ରକାର ବିଦ୍ରୋହର ପରିଣାମ ଥିଲା I
22 JUD 1 7 pi4t δεῖγμα ... δίκην ὑπέχουσαι 1 as examples of those who suffer the punishment ସଦୋମ ଓ ଗମୋରାର ଲୋକମାନଙ୍କ ବିନାଶ ଈଶ୍ବରଙ୍କୁ ଅଗ୍ରାହ୍ୟ କରୁଥିବା ସମସ୍ତ ଲୋକଙ୍କ ପରିଣାମର ଏକ ଦୃଷ୍ଟାନ୍ତ ଅଟେ I
23 JUD 1 8 ujs2 οὗτοι ἐνυπνιαζόμενοι 1 these dreamers ଯେଉଁ ଲୋକମାନେ ଈଶ୍ବରଙ୍କ ଅବାଧ୍ୟ ହୁଅନ୍ତି, କାରଣ ସମ୍ଭବତଃ ସେମାନେ ସେମାନଙ୍କୁ ସେସବୁ କରିବାକୁ ଅଧିକାର ଦେବା ସମ୍ବନ୍ଧୀୟ ଦର୍ଶନ ଦେଖିଛନ୍ତି ବୋଲି ଦାବୀ କରରୁଥିଲେ
24 JUD 1 8 ez4l figs-metaphor σάρκα μὲν μιαίνουσιν 1 pollute their bodies ରୂପକଟି କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ – ଅର୍ଥାତ୍, ସେମାନଙ୍କ କାର୍ଯ୍ୟକୁ – ଅଗ୍ରହଣୀୟ କରିଦିଏ, ଯେପରି ଆବର୍ଜନା ଗୋଟିଏ ଝରଣାର ଜଳକୁ ପାନକରିବା ନିମନ୍ତେ ଅଯୋଗ୍ୟ କରିଥାଏ I (ଦେଖ: [[rc://en/ta/man/translate/figs-metaphor]])
25 JUD 1 8 e73k βλασφημοῦσιν 1 say slanderous things ନିନ୍ଦା କଥା କହନ୍ତି
26 JUD 1 8 pn3j δόξας 1 glorious ones ଏହା ଦୂତଗଣ ସଦୃଶ ଆତ୍ମିକ ପ୍ରାଣୀକୁ ବୁଝାଏ I
27 JUD 1 9 rmg9 0 General Information: ବିଲିୟାମ ଜଣେ ଭାବବାଦୀ ଥିଲେ, ଯେ କି ଜଣେ ଶତ୍ରୁ ନିମନ୍ତେ ଇଶ୍ରାୟେଲକୁ ଅଭିଶାପ ଦେବାକୁ ମନା କରିଥିଲେ, କିନ୍ତୁ ସେହି ଶତ୍ରୁମାନଙ୍କୁ ଲୋକମାନଙ୍କୁ ଆଣି ଅବିଶ୍ବାସୀମାନଙ୍କ ସହିତ ବିବାହ କରିବାକୁ ଓ ପ୍ରତିମା ପୂଜକ ହେବାକୁ ଶିକ୍ଷା ଦେଇଥିଲେ I କୋରହ ଇଶ୍ରାୟେଲର ଜଣେ ଲୋକ ଥିଲେ, ଯେ କି ମୋଶାଙ୍କ ନେତୃତ୍ବ ଓ ହାରୋଣଙ୍କ ଯାଜକ ପଦ ବିରୁଦ୍ଧରେ ବିଦ୍ରୋହ କରିଥିଲା I
28 JUD 1 9 uzj1 οὐκ ἐτόλμησεν ... ἐπενεγκεῖν 1 did not dare to bring ଆପଣାକୁ ନିୟନ୍ତ୍ରଣ କରିଥିଲେ I ସେ ଆଣି ନ ଥିଲେ କିମ୍ବା “ଆଣିବାକୁ ଇଚ୍ଛା କରି ନ ଥିଲେ”
29 JUD 1 9 kib4 κρίσιν ... βλασφημίας 1 a slanderous judgment ଏକ ମନ୍ଦ କଥା କହିଥିବା ବିଚାର କିମ୍ବା “ଏକ ମନ୍ଦ ବିଚାର”
30 JUD 1 9 v9fh κρίσιν ἐπενεγκεῖν βλασφημίας 1 bring a slanderous judgment against ମନ୍ଦ, ଅସତ୍ୟ କଥା କହନ୍ତି
31 JUD 1 10 h6sq οὗτοι 1 these people ଅଧାର୍ମିକ ଲୋକମାନେ
32 JUD 1 10 fjm5 ὅσα μὲν οὐκ οἴδασιν 1 whatever they do not understand ଯାହାର ଅର୍ଥ ସେମାନେ ଜାଣନ୍ତି ନାହିଁ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସେମାନେ ବୁଝୁ ନ ଥିବା ସବୁ ଉତ୍ତମ ବିଷୟ “ କିମ୍ବା ୨) “ସେମାନେ ବୁଝୁ ନ ଥିବା ଗୌରବମୟ ବିଷୟସବୁ” ([ଯିହୂଦା ୧:୮](../01/08.md)) JUD 1 11 j3g9figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ “ପଥରେ ଚାଲିଅଛନ୍ତି” ଗୋଟିଏ ରୂପକ, ଯାହାର ଅର୍ଥ “ସେହିପରି ଜୀବନ ଯାପନ କରିବା I” ବିକଳ୍ପ ଅନୁବାଦ: “କୟିନ ଯେପରି ଜୀବନ ଯାପନ କରୁଥିଲେ, ସେପରି ଜୀବନ ଯାପନ କଲେ” (ଦେଖ: [[rc://en/ta/man/translate/figs-metaphor]]) JUD 1 12 s4az 0 Connecting Statement: ଅଧାର୍ମିକ ଲୋକମାନଙ୍କୁ ବର୍ଣ୍ଣନା କରିବାପାଇଁ ଯିହୂଦା ରୂପକର ଏକ ପର୍ଯ୍ୟାୟ ବ୍ୟବହାର କରୁଛନ୍ତି I ସେମାନଙ୍କ ମଧ୍ୟରେ ଥିବା ସମୟରେ ଏହି ଲୋକମାନଙ୍କୁ କିପରି ଚିହ୍ନିବାକୁ ହେବ, ସେ ବିଷୟରେ ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି I JUD 1 12 r875 οὗτοί εἰσιν οἱ 1 These are the ones “ସେମାନେ” ଶବ୍ଦ [ଯିହୂଦା ୧:୪](../01/04.md)ର “ଅଧାର୍ମିକ ଲୋକମାନଙ୍କୁ” ବୁଝାଏ I JUD 1 12 e25dfigs-metaphor σπιλάδες 1 hidden reefs ପ୍ରବାଳ ଶ୍ରେଣୀ ହେଉଛି ସମୁଦ୍ରରେ ଜଳପତ୍ତନର ଅଳ୍ପ ତଳେ ରହିଥିବା ବୃହତ୍ କାୟ ପ୍ରସ୍ତର ଅଟେ I ଯେହେତୁ ନାବିକମାନେ ସେସବୁକୁ ଦେଖିପାରନ୍ତି ନାହିଁ, ସେଗୁଡିକ ଅତି ବିପଜ୍ଜନକ ଅଟେ I ଏହି ପ୍ରସ୍ତରଗୁଡିକରେ ଧକ୍କା ପାଇଲେ ଜାହଜଗୁଡିକ ସହଜରେ ଧ୍ବଂସ ପାଇଥାଏ I (ଦେଖ: [[rc://en/ta/man/translate/figs-metaphor]]) JUD 1 12 zk57figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://en/ta/man/translate/figs-metaphor]]) JUD 1 12 t28pfigs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣଭାବରେ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଜୀବନର ଉତ୍ସ ଯେ ଈଶ୍ବର, ତାହାଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି I (ଦେଖ: [[rc://en/ta/man/translate/figs-metaphor]]) JUD 1 13 e4rmfigs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୋଇଯାନ୍ତି I (ଦେଖ: [[rc://en/ta/man/translate/figs-metaphor]]) JUD 1 13 fgr9figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦ୍ଗାର କରାଇଥାଏ–ସେପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାମାନଙ୍କୁ ଲଜ୍ଜା ଦିଅନ୍ତି I ବିକଳ୍ପ ଅନୁବାଦ: “ଆଉ ଯେପରି ତରଙ୍ଗସବୁ ଫେଣ ଓ ମଇଳା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି” (ଦେଖ: [[rc://en/ta/man/translate/figs-metaphor]]) JUD 1 13 r6rjfigs-metaphor ἀστέρες πλανῆται 1 They are wandering stars ପ୍ରାଚୀନ କାଳରେ ଯେଉଁମାନେ ତାରାଗଣର ଅଧ୍ୟୟନ କରୁଥିଲେ, ସେମାନେ ଜାଣିବାକୁ ପାଇଥିଲେ ଯେ ତାରାଗଣ ଯେପରି ବୁଲନ୍ତି, ଆମ୍ଭେମାନେ ଯାହାକୁ ଗ୍ରହ ବୋଲି କହୁ, ସେସବୁ ବୁଲନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେମାନେ ଭ୍ରମଣ’କାରୀ ତାରାଗଣ ସଦୃଶ” (ଦେଖ: [[rc://en/ta/man/translate/figs-metaphor]]) JUD 1 13 djm4figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ରୂପକଭାବରେ ମୃତମାନଙ୍କର ସ୍ଥାନ ବା ନରକକୁ ବୁଝାଏ I ଏଠାରେ “ଘୋର ଅନ୍ଧକାର” ଗୋଟିଏ ରୂଢ଼ି, ଯାହାର ଅର୍ଥ ଅତିଶୟ ଅନ୍ଧାର I” “ରଖାଯାଇଅଛି” ଶବ୍ଦଟିକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://en/ta/man/translate/figs-metonymy]] ଓ [[rc://en/ta/man/translate/figs-idiom]] ଓ [[rc://en/ta/man/translate/figs-activepassive]]) JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ପ୍ରଥମ ପୁରୁଷ ବୋଲି ଗଣନା କରାଯାଏ, ହନୋକ ସପ୍ତମ ଅଟନ୍ତି I ଯଦି ଆଦମଙ୍କ ପୁତ୍ରଙ୍କୁ ପ୍ରଥମ ବୋଲି ଗଣନା କରାଯିବ, ହନୋକ ହିସାବରେ ଷଷ୍ଠ ହେବେ I JUD 1 14 lu2y ἰδοὺ 1 Look ଶୁଣ କିମ୍ବା “ମୁଁ କହିବାକୁ ଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଅ”
33 JUD 1 15 bl4q ποιῆσαι κρίσιν κατὰ 1 to execute judgment on ବିଚାରବାଣୀ ଶୁଣାଇବାକୁ କିମ୍ବା “ବିଚାର କରିବାକୁ”
34 JUD 1 16 zs28 γογγυσταί μεμψίμοιροι 1 grumblers, complainers ଯେଉଁ ଲୋକମାନେ ବାଧ୍ୟ ହେବାକୁ ଚାହାନ୍ତି ନାହିଁ ଓ ଐଶ୍ବରିକ ଅଧିକାର ବିରୁଦ୍ଧରେ କହନ୍ତି I “ବଚସାକାରୀମାନେ” ଧୀର ସ୍ବରରେ କହିଥାନ୍ତି, କିନ୍ତୁ “ଅଭିଯୋଗକାରୀମାନେ” ପ୍ରକାଶ୍ୟରେ କହନ୍ତି I
35 JUD 1 16 eaf2 λαλεῖ ὑπέρογκα 1 loud boasters ଆପଣା ଆପଣାକୁ ପ୍ରଶଂସା କରନ୍ତି, ଯେପରି ଅନ୍ୟମାନେ ଶୁଣିପାରିବେ
36 JUD 1 16 j8rh θαυμάζοντες πρόσωπα 1 flatter others ଅନ୍ୟମାନଙ୍କୁ ମିଥ୍ୟା ପ୍ରଶଂସା କରନ୍ତି
37 JUD 1 18 w1mx figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଏହି ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନଙ୍କ ଅଭିଳାଷଗୁଡିକ ରାଜା ସଦୃଶ ସେମାନଙ୍କ ଉପରେ ରାଜତ୍ବ କରନ୍ତି I ବିକଳ୍ପ ଅନୁବାଦ: “ସେମାନେ ଚାହୁଁଥିବା ମନ୍ଦ କାର୍ଯ୍ୟସବୁ କରି ଈଶ୍ବରଙ୍କ ଅଗୌରବ କରିବା କଦାପି ତ୍ୟାଗ କରୁନାହାନ୍ତି “ (ଦେଖ: [[rc://en/ta/man/translate/figs-metaphor]])
38 JUD 1 18 j5m4 figs-metaphor κατὰ τὰς ἑαυτῶν ἐπιθυμίας πορευόμενοι” τῶν ἀσεβειῶν 1 will follow their own ungodly desires ଅଧାର୍ମିକ ଅଭିଳାଷ ଗୁଡିକ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକ ଗୋଟିଏ ପଥ ଯାହା ଜଣେ ଅବଲମ୍ବନ କରିପାରିବ I (ଦେଖ: [[rc://en/ta/man/translate/figs-metaphor]])
39 JUD 1 19 r28j οὗτοί εἰσιν 1 It is these ଏହି ପରିହାସକମାନେ କିମ୍ବା “ଏ ସେହି ପରିହାସକମାନେ”
40 JUD 1 19 ba6u figs-metaphor ψυχικοί 1 are worldly ଅନ୍ୟ ଅଧାର୍ମିକ ଲୋକମାନଙ୍କ ପରି ଭାବନ୍ତି, ଅବିଶ୍ବାସୀମାନେ ଗୁରୁତ୍ବ ଦେଉଥିବା ବିଷୟସବୁକୁ ଗୁରୁତ୍ବ ଦିଅନ୍ତି (ଦେଖ: [[rc://en/ta/man/translate/figs-metaphor]])
41 JUD 1 19 qn4p Πνεῦμα μὴ ἔχοντες 1 they do not have the Spirit ପବିତ୍ର ଆତ୍ମା ବିଷୟରେ କୁହାଯାଏ ଯେ ସତେ ଯେପରି ସେ କିଛି ଜିନିଷ, ଯାହାକୁ ଲୋକେ ଅଧିକାର କରିପାରିବେ I ବିକଳ୍ପ ଅନୁବାଦ: “ଆତ୍ମା ସେମାନଙ୍କ ମଧ୍ୟରେ ନାହାନ୍ତି”
42 JUD 1 20 e3ga 0 Connecting Statement: ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନ ଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I
43 JUD 1 20 xm93 ὑμεῖς δέ, ἀγαπητοί 1 But you, beloved ହେ ପ୍ରିୟମାନେ. ସେମାନଙ୍କ ପରି ହୁଅ ନାହିଁ I ତା’ ପରିବର୍ତ୍ତେ
44 JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଈଶ୍ବରଙ୍କଠାରେ ଭରସା କରିବାକୁ ଅଧିକଭାବରେ ସମର୍ଥ ହେବା ଓ ତାହାଙ୍କର ବାଧ୍ୟହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ଗୃହ ନିର୍ମାଣ କରିବାର ପ୍ରକ୍ରିୟା I (ଦେଖ: [[rc://en/ta/man/translate/figs-metaphor]])
45 JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଈଶ୍ବରଙ୍କ ପ୍ରେମ ପାଇବାକୁ ସକ୍ଷମହୋଇ ରହିବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ନିଜକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖୁଛି I (ଦେଖ: [[rc://en/ta/man/translate/figs-metaphor]])
46 JUD 1 21 s6w6 προσδεχόμενοι 1 wait for ଆଗ୍ରହର ସହିତ ଅପେକ୍ଷା କରୁଅଛୁ
47 JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ କି ତାହାଙ୍କ ସହିତ ବିଶ୍ବାସୀମାନଙ୍କୁ ଅନନ୍ତକାଳ ବାସ କରିବାକୁ ଦେଇ ଆପଣା ଦୟା ଦେଖାଇବେ I (ଦେଖ: [[rc://en/ta/man/translate/figs-metonymy]])
48 JUD 1 22 wbr5 οὓς ... διακρινομένους 1 those who doubt ଯୀଶୁ ଈଶ୍ବର ବୋଲି ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ
49 JUD 1 23 wkj9 figs-metaphor ἐκ πυρὸς ἁρπάζοντες 1 snatching them out of the fire ଚିତ୍ରଟି ହେଉଛି ଯେ ସେମାନେ ଦଗ୍ଧ ହେବାକୁ ଆରମ୍ଭ କରିବା ପୂର୍ବରୁ ଲୋକମାନଙ୍କୁ ଅଗ୍ନିରୁ ଟାଣିଆଣିବା I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ବିହୀନ ହୋଇ ମୃତ୍ୟୁଭୋଗ କରିବାଠାରୁ ସେମାନଙ୍କୁ ରକ୍ଷା କରିବାକୁ ସେମାନଙ୍କ ନିମନ୍ତେ ଯାହା ଆବଶ୍ୟକ, ତାହା କରିବା I ଏହା ସେମାନଙ୍କୁ ଟାଣିଆଣିବା ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
50 JUD 1 23 ign7 οὓς ... ἐλεᾶτε ἐν φόβῳ 1 To others be merciful with fear ଅନ୍ୟମାନଙ୍କ ପ୍ରତି ଦୟାଳୁ ହୁଅ, କିନ୍ତୁ ସେମାନେ ଯେ ପ୍ରକାରେ ପାପ କଲେ, ସେପରି କରିବାକୁ ଭୟଭୀତ ହୁଅ
51 JUD 1 23 u4px figs-hyperbole μισοῦντες καὶ τὸν ἀπὸ τῆς σαρκὸς ἐσπιλωμένον χιτῶνα 1 Hate even the garment stained by the flesh ଯିହୂଦା ଆପଣା ପାଠକମାନଙ୍କୁ ସତର୍କ କରାଇବାପାଇଁ ଅତିରଞ୍ଜନ କରୁଛନ୍ତି ଯେ ସେମାନେ ସେହି ପାପୀମାନଙ୍କ ସଦୃଶ ହୋଇଯିବେ I ବିକଳ୍ପ ଅନୁବାଦ: “ସେମାନଙ୍କୁ ଏପରି ବ୍ୟବହାର କର ଯେ ସତେ ଯେପରି ସେମାନଙ୍କ ବସ୍ତ୍ର ସ୍ପର୍ଶ କରିବା ଦ୍ବାରା ତୁମ୍ଭେମାନେ ପାପର ଦୋଷୀ ହୋଇଯାଇପାର” (ଦେଖ: [[rc://en/ta/man/translate/figs-hyperbole]])
52 JUD 1 24 r3jx 0 Connecting Statement: ଯିହୂଦା ଆଶୀର୍ବାଦ ସହ ଶେଷ କରୁଛନ୍ତି
53 JUD 1 24 w1dc figs-metaphor στῆσαι κατενώπιον τῆς δόξης αὐτοῦ 1 to cause you to stand before his glorious presence ତାହାଙ୍କ ଗୌରବ ଦିପ୍ତୀମୟ ଆଲୋକ ସଦୃଶ, ଯାହା ତାହାଙ୍କର ମହାନତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଆଉ ତାହାଙ୍କ ଗୌରବକୁ ଉପଭୋଗ ଓ ଉପାସନା କରିବାକୁ ତୁମ୍ଭମାନଙ୍କୁ ଦେବେ” (ଦେଖ: [[rc://en/ta/man/translate/figs-metaphor]])
54 JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ଏଠାରେ ପାପ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଜଣକ ଶରୀରରେ ମଇଳା ବା ଗୋଟିଏ କଳଙ୍କ ସଦୃଶ I ବିକଳ୍ପ ଅନୁବାଦ: “ଗୌରବମୟ ଉପସ୍ଥିତି, ଯେଉଁଠାରେ ତୁମ୍ଭେମାନେ ପାପରହିତ ହେବ” (ଦେଖ: [[rc://en/ta/man/translate/figs-metaphor]])
55 JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord ଏକମାତ୍ର ଈଶ୍ବରଙ୍କୁ, ଯେ କି ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବ ଦେଉଛି ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଈଶ୍ବରଙ୍କ ଗୌରବ ସର୍ବଦା ଥିଲା, ବର୍ତ୍ତମାନ ଅଛି ଓ ସର୍ବଦା ଗୌରବ, ନିରଙ୍କୁଶ ନେତୃତ୍ବ ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ I

1062
Stage 1/or_tn_67-REV.tsv Normal file

File diff suppressed because one or more lines are too long