translationCore-Create-BCS_.../Stage 1/or_tn_64-2JN.tsv

18 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
22JNfrontintrovpa90# ୨ଯୋହନର ପରିଚୟ
## ଭାଗ ୧: ସାମାନ୍ୟ ପରିଚୟ

### ୨ଯୋହନର ରୂପରେଖା

୧. ଅଭିବାଦନ (୧:୧-୩)
୧. ଉସ୍ଚାହ ଏବଂ ବଡ ଆଜ୍ଞା (୧:୪-୬)
୧: ମିଥ୍ୟା ଶିକ୍ଷକଙ୍କ ବିଷୟରେ ଚେତାବନୀ ଦିଅନ୍ତି (୧:୭-୧୧)
ସାଥୀ ବିଶ୍ବାସୀକଂ ଠାରୁ ଅଭିବାଦନ(୧:୧୨-୧୩)

### ୨ଯୋହନ ପୁସ୍ତକ କିଏ ଲେଖିଲେ?

ପତ୍ରରେ ଲେଖକକଂ ନାମ ନାହିଁ. ଲେଖକ କେବଳ ନିଜର “ବରିଷ୍ଠ” ରୂପରେ ପରିଚୟ ଦିଅନ୍ତି. ଏହି ପତ୍ର ସମ୍ଭବତଃ ପ୍ରେରିତ ଯୋହନ ନିଜ ଜୀବନର ଅନ୍ତିମ ସମୟରେ ଲେଖିଥିଲେ. ୨ଯୋହନର ସୁଚୀ ଯୋହନ ଲିଖିତ ସୁସମାଚାର ସହିତ ସମାନ.

### ୨ଯୋହନର ପୁସ୍ତକ କଣ ଅଟେ?

ଯୋହନ ଏହି ପତ୍ର କୌଣସି ଜଣକୁଂ ସମ୍ଭୋଧିତ କରନ୍ତି ଯେମିତି ସେ “ବାଛିଥିବା ମହିଳା” ଏବଂ “ତାହାର ପିଲାମାନେ” (୧:୧). ଏହା ଏକ ବିଶିଷ୍ଟ ବନ୍ଧୁ ଏବଂ ତାହାର ପିଲାମାନଂକୁ ଦର୍ଶାଇ ପାରେ. ଓ ଏହା ବିଶ୍ବାସୀମାନଂକର ଏକ ବିଶିଷ୍ଟ ସମୁହ ଓ ସାମାନ୍ୟ ବିଶ୍ବାସୀମାନଂକୁ ଦର୍ଶାଇ ପାରିବେ. ଯୋହନ ତାଂକର ଦର୍ଶକମାନଂକୁ ମିଥ୍ୟା ଶିକ୍ଷକଙ୍କ ବିଷୟରେ ଚେତାବନି ଦେବା ପାଇଁ ଏହି ପତ୍ର ଲେଖିବାର ଉଦ୍ଧେଶ୍ୟ ଥିଲା. ଯୋହନ ଚାହୁଁନଥିଲେ ବିଶ୍ବାସୀମାନେ ମିଥ୍ୟା ଶିକ୍ଷକମାନଂକୁ ସାହାଯ୍ୟ କରେ ଏବଂ ପଇସା ଦିଅନ୍ତୁ. (ଦେଖ:[[rc://en/ta/man/translate/figs-metaphor]])

### ଏହି ପୁସ୍ତକର ଶୀର୍ଷକର ଅନୁବାଦ କେମତି କରାଯିବା ଉଚିତ୍?

ଅନୁବାଦକ ଏହାର ପାମରମ୍ପରିକ ଶୀର୍ଷକ “୨ଯୋହନ” ଓ “ଦ୍ବିତୀୟ ଯୋହନ” ଦ୍ବାରା ଏହି ପୁସ୍ତକକୁ ଡାକିବା ପାଇଁ ବାଛି ପାରିବା ଓ ସେମାନେ ଏକ ସ୍ପଷ୍ଟ ଶୀର୍ଷକ ବାଛି ପାରିବେ, ଯେମିତିକି “ଯୋହନକଂ ଠାରୁ ଦ୍ବିତୀୟ ପତ୍ର” ଓ “ଦ୍ବିତୀୟ ପତ୍ର ଯୋହନ ଲେଖିଲେ”. (ଦେଖ: [[rc://en/ta/man/translate/translate-names]])

## ଭାଗ : ମହତୋପୁର୍ଣ୍ଣ ଧାର୍ମିକ ଏବଂ ସଂସ୍କୃତିକ ଧାରଣାଗୁଡିକ

### ଆତିଥ୍ୟ କଣ?

ପ୍ରାଚୀନ ପୁର୍ବ ନିକଟରେ ଆତିଥ୍ୟ ଏକ ମହାତୋପୁର୍ଣ୍ଣ ଧାରଣା ଥିଲା. ବିଦେଶୀୟମାନଂକ ଓ ବାହାରଲୋକକଂ ପ୍ରତି ମିତ୍ରତା ହେବା ମହତପୁର୍ଣ୍ଣ ଧାରଣା ଥିଲା ଏବଂ ଯଦି ସେମାନଂକୁ ଏହାର ଆବଶ୍ୟକତା ହେବ ସେମାନଂକୁ ସାହାଯ୍ୟ ପ୍ରଦାନ କରାଯିବ. ଯୋହନ ବିଶ୍ବାସୀମାନଂକୁ ଆତିଥ୍ୟ ପ୍ରଦାନ କରିବାକୁ ଚାହୁଁଥିଲେ. ଯଦ୍ୟପି, ସେ ମିଥ୍ୟା ଶିକ୍ଷକମାନଂକୁ ବିଶ୍ବାସୀମାନେ ଆତିଥ୍ୟ ପ୍ରଦାନ କରିବାକୁ ଚାହୁଁନଥିଲେ.

### କେଉଁ ଲୋକମାନେ ଥିଲେ ଯାହା ବିରୁଦ୍ଧରେ ଯୋହନ କହିଲେ?

ଯେଉଁ ଲୋକମାନେ ଯୋହନକଂ ବିରୁଦ୍ଧରେ କହୁଥିଲେ ସମ୍ଭବତଃ ସେମାନେ ଥିଲେ ଯେଉଁମାନଂକୁ ଜ୍ଞାନୀ ରୂପରେ ଜଣା ଯାଉଥିଲା. ଏହି ଲୋକମାନେ ବିଶ୍ବାସ କରୁଥିଲେ ଭୌତିକ ଦୁନିୟା ମନ୍ଦ ଅଟେ. ଯେପର୍ଯ୍ୟନ୍ତ ସେମାନେ ମାନୁଥିଲେ ଯୀଶୁ ଦିବ୍ୟ ଅଟନ୍ତି, ସେମାନେ ମନା କରିଦେଲେ କି ସେ ସତ୍ୟରେ ମନୁଷ୍ୟ ଥିଲେ. ଏହାର କାରଣ ସେମାନେ ଶିକ୍ଷିଲେ ଯେପର୍ଯ୍ୟନ୍ତ ଭୌତିକ ଶରୀର ମନ୍ଦ ଅଟେ ସେପର୍ଯ୍ୟନ୍ତ ଇଶ୍ବର ମାନବ ହୋଇ ପାରିବେ ନାହିଁ. (ଦେଖ: [[rc://en/tw/dict/bible/kt/evil]])

32JN11ma4cfigs-you0General Information:ପରମ୍ପରା ଏହି ପତ୍ରର ଲେଖକ ରୂପରେ ପ୍ରେରିତ ଯୋହନକଂ ପରିଚୟ କରାଏ. ଯଦିଓ ସମ୍ଭବତଃ ଏକ ବ୍ୟକ୍ତିଗତ ମହିଳାକୁ ସମ୍ବୋଧନା କରାଯାଏ,କାରଣ ସେ ଲେଖନ୍ତି କି ସେମାନେ “ପରସ୍ପରକୁ ପ୍ରେମ କରିବା ଉଚିତ୍,” ସମ୍ଭବତଃ ଏହା ଏକ ମଣ୍ଡଳୀକୁ.ଏହି ପତ୍ରରେ “ତୁମେ” ଓ “ତୁମର” ର ସବୁ ଉଦାହରଣ ବହୁବଚନ ଅଟେ ଯେପର୍ଯ୍ୟନ୍ତ ଅନ୍ୟଥାରେ ଉଲ୍ଲେଖ କରାଯାଇ ନାହିଁ. ଏହି ପତ୍ରରେ, ଯୋହନ “ଆମ୍ଭମାନଂକୁ” ଏବଂ “ଆମ୍ଭମାନଂକ” ଶବ୍ଦର ବ୍ୟବହାର କରି ନିଜକୁ ଏବଂ ତାଂକର ପାଠକମାନଂକୁ ସାମିଲ କରନ୍ତି. (ଦେଖ:[[rc://en/ta/man/translate/figs-you]] ଏବଂ[[rc://en/ta/man/translate/figs-inclusive]])
42JN11z4tkfigs-explicitὁ πρεσβύτερος; ἐκλεκτῇ κυρίᾳ καὶ τοῖς τέκνοις αὐτῆς1From the elder to the chosen lady and her childrenଏହି ପ୍ରକାର ପତ୍ରଗୁଡିକର ଆରମ୍ଭ ହେଲା. ଲେଖକର ନାମ ସ୍ପଷ୍ଟ କରାଯାଇ ପାରିବ. ଏକାନ୍ତରିକ ଅନୁବାଦ: “ମୁଁ, ବରିଷ୍ଟ ଯୋହନ, ସ୍ଥିରୀକୃତ ହୋଇଥିବା ମହିଳାମାନଂକୁ ଏବଂ ତାଂକର ପିଲାମାମାନଂକୁ ଏହି ପତ୍ର ଲେଖୁଅଛି” (ଦେଖ:[[rc://en/ta/man/translate/figs-explicit]])
52JN11z9f1ὁ πρεσβύτερος1the elderଏହା ଯୋହନ, ପ୍ରେରିତ ଏବଂ ଯୀଶୁକଂର ଶିଶ୍ୟକୁ ଦର୍ଶାଏ. ସେ ନିଜକୁ “ବରିଷ୍ଟ” ରୂପରେ ଦର୍ଶାନ୍ତି ଅଥବା ତାଂକର ବୃଦ୍ଧ ବୟସ ପାଇଁ ଓ କାରଣ ସେ ମଣ୍ଡଳୀର ନେତା.
62JN11y7hwfigs-metaphorἐκλεκτῇ κυρίᾳ καὶ τοῖς τέκνοις αὐτῆς1to the chosen lady and her childrenଏହା ସମ୍ଭବତଃ ଏହା ଭିଡକୁ ଦର୍ଶାଏ ଏବଂ ଯେଉଁ ବିଶ୍ବାସୀମାନେ ଏଥିରେ ଭୁକ୍ତ ଅଟନ୍ତି. (ଦେଖ:[[rc://en/ta/man/translate/figs-metaphor]])
72JN13vpl9guidelines-sonofgodprinciplesΠατρός ... Υἱοῦ1Father ... Sonଏହିଗୁଡିକ ମହାତୋପୁର୍ଣ୍ଣ ଶୀର୍ଷକ ଅଟେ ଯାହା ଇଶ୍ବର ଏବଂ ଯୀଶୁକଂ ମଧ୍ୟରେ ସଂପର୍କକୁ ବର୍ଣ୍ଣନା କରେ.(ଦେଖ:[[rc://en/ta/man/translate/guidelines-sonofgodprinciples]])
82JN13w6trfigs-hendiadysἐν ἀληθείᾳ καὶ ἀγάπῃ1in truth and love“ସତ୍ୟ” ଶବ୍ଦ “ପ୍ରେମ” ର ବର୍ଣ୍ଣନା କରେ. ସମ୍ଭବତଃ ଏହାର ଅର୍ଥ “ସତ୍ୟ ପ୍ରେମରେ.” (ଦେଖ୍:[[rc://en/ta/man/translate/figs-hendiadys]])
92JN14ir6vfigs-youτῶν τέκνων σου1your children“ତୁମର” ଶବ୍ଦ ଏକବଚନ ଅଟେ. (ଦେଖ:[[rc://en/ta/man/translate/figs-you]])
102JN14s7hrκαθὼς ἐντολὴν ἐλάβομεν παρὰ τοῦ Πατρός1just as we have received this commandment from the Fatherଯେମିତି ପିତା ଇଶ୍ବର ଆମକୁ ଆଜ୍ଞା ଦେଇଥିଲେ
112JN15c9xifigs-youσε, κυρία ... γράφων σοι1you, lady ... writing to you“ତୁମେ” ଏହି ଉଦାହରଣଗୁଡିକରେ ଏକବଚନ ଅଟେ. (ଦେଖ:[[rc://en/ta/man/translate/figs-you]])
122JN15u38fοὐχ ὡς ἐντολὴν καινὴν γράφων σοι1not as though I were writing to you a new commandmentଏମିତି ନୁହେଁ କି ମୁଁ ତୁମକୁ କିଛି ନୂଆ କରିବାକୁ ଆଜ୍ଞା ଦେଉଥିଲି
132JN15uhs8figs-explicitἀλλὰ ἣν εἴχαμεν ἀπ’ ἀρχῆς1but one that we have had from the beginningଏଠାରେ, “ଆରମ୍ଭ” “ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ” କୁ ଦର୍ଶାଏ. ଏକାନ୍ତରିକ ଅନୁବାଦ: “କିନ୍ତୁ ମୁଁ ତୁମକୁ ଲେଖୁଅଛି କି ଯେତେବେଳେ ଆମ୍ଭେମାନେ ପ୍ରଥମେ ବିଶ୍ବାସ କଲୁ ତେବେ ଖ୍ରୀଷ୍ଟ ଆମକୁ କଣ କରିବାକୁ ଆଜ୍ଞା ଦେଇଥିଲେ. (ଦେଖ୍:[[rc://en/ta/man/translate/figs-explicit]])
142JN15vmm8ἀρχῆς, ἵνα ἀγαπῶμεν ἀλλήλους1beginning—that we should love one anotherଏହାର ଅନୁବାଦ ଏକ ନୂଆ ବାକ୍ୟ ରୂପରେ କରାଯାଇ ପାରିବ. ଏକାନ୍ତରିକ ଅନୁବାଦ: “ଆରମ୍ଭରେ. ସେ ଆଜ୍ଞା ଦେଲେ କି ଆମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଉଚିତ୍”
152JN16nw4gfigs-metaphorαὕτη ἡ ἐντολή ἐστιν, καθὼς ἠκούσατε ἀπ’ ἀρχῆς, ἵνα ἐν αὐτῇ περιπατῆτε1This is the commandment, just as you heard from the beginning, that you should walk in itପରମେଶ୍ବରକଂ ଆଦେଶ ଅନୁଶାରେ ଆମର ଜୀବନର ସଂଚାଳନ କରିବାର କଥା କୁହାଯାଉଛି ଯେମିତିକି ଆମ୍ଭେମାନେ ସେଥିରେ ଚାଲୁଥିଲେ. “ଏହା” ଶବ୍ଦ ପ୍ରେମକୁ ଦର୍ଶାଏ. “ଏବଂ ସେ ତୁମକୁ ଆଜ୍ଞା ଦେଇଛନ୍ତି, ଯେବେଠୁ ତୁମେ ପ୍ରଥମେ ବିଶ୍ବାସ କରିଲ, କି ପରସ୍ପରକୁ ପ୍ରେମ କରିବାକୁ” (ଦେଖ:[[rc://en/ta/man/translate/figs-metaphor]])
162JN17u3vi0Connecting Statement:ଯୋହନ ସେମାନଂକୁ ଧୋକାବାଜର ଚେତାବନୀ ଦିଅନ୍ତି, କି ଖ୍ରୀଷ୍ଟକଂ ଶିକ୍ଷାରେ ଲାଗି ରହିବା ପାଇଁ ମନେ ପକାଇ ଦିଅନ୍ତି, ଏବଂ ସେମାନଂକୁ ଚେତାବନୀ ଦିଅନ୍ତି କି ସେ ସେହି ଲୋକକଂ ଠାରୁ ଦୂରରେ ରୁହନ୍ତୁ ଯେଉଁମାନେ ଖ୍ରୀଷ୍ଟକଂ ଶିକ୍ଷାରୁ ଦୂରରେ ରହନ୍ତି.
172JN17w25mὅτι πολλοὶ πλάνοι ἐξῆλθαν εἰς τὸν κόσμον1For many deceivers have gone out into the worldଅନେକ ମିଥ୍ୟା ଶିକ୍ଷକ ଭିଡକୁ ଛାଡି ଚାଲିଗଲେ ଓ “ଦୁନିୟରେ ଅନେକ ଧୋକାବାଜମାନେ ଅଛନ୍ତି”
182JN17f9e2πολλοὶ πλάνοι1many deceiversଅନେକ ମିଥ୍ୟା ଶିକ୍ଷକମାନେ ଓ “ଅନେକ ଭଣ୍ଡମାନେ”
192JN17x8ylfigs-metonymyἸησοῦν Χριστὸν ἐρχόμενον ἐν σαρκί1Jesus Christ came in the fleshଶରୀରରେ ଆସି ଏକ ବାସ୍ତବିକ ବ୍ୟକ୍ତି ହେବା ପାଇଁ ଏକ ଉପମାନ ଅଟେ. ଏକାନ୍ତରିକ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଏକ ବାସ୍ତବିକ ମାନବ ରୂପରେ ଆସିଲେ” (ଦେଖ:[[rc://en/ta/man/translate/figs-metonymy]])
202JN17wbp6οὗτός ἐστιν ὁ πλάνος καὶ ὁ ἀντίχριστος1This is the deceiver and the antichristସେମାନେ ସେହି ଥିଲେ ଯେ ଅନ୍ୟମାନଂକୁ ଧୋକା ଦେଉଛନ୍ତି ଏବଂ ସ୍ବୟଂ ଖ୍ରୀଷ୍ଟକୁ ବିରୋଦ୍ଧ କରନ୍ତି
212JN18it9tβλέπετε ἑαυτούς1Look to yourselvesଧ୍ୟାନ ଦିଅ ଓ “ଧ୍ୟାନ ଦିଅ”
222JN18b91rἀπολέσητε ἃ1lose the thingsସ୍ବର୍ଗରେ ତୁମର ଭବିଷ୍ୟତର ପୁରସ୍କାର ହରାଇ ଦିଅନ୍ତି
232JN18eu46μισθὸν πλήρη1full rewardସ୍ବର୍ଗରେ ସମ୍ପୁର୍ଣ୍ଣ ପୁରସ୍କାର
242JN19mn3vπᾶς ὁ προάγων1Whoever goes on aheadଏହା ଏକ ଏମିତି ବ୍ୟକ୍ତିକୁ ଦର୍ଶାଏ ଯେ ପ୍ରତେକକଂ ତୁଳନାରେ ଇଶ୍ବର ଏବଂ ସତ୍ୟ ବିଷୟରେ ଅଧିକ ଜାଣିବାର ଦାବି କରେ. ଏକାନ୍ତରିକ ଅନୁବାଦ: “ଯେକେହି ଇଶ୍ବରକଂ ବିଷୟରେ ଅଧିକ ଜାଣିବାର ଦାବି କରେ” ଓ “ଯେକେହି ସତ୍ୟକୁ ଅବଜ୍ଞା କରେ”
252JN19xty9Θεὸν οὐκ ἔχει1does not have Godଇଶ୍ବରକଂର ଭୁକ୍ତ ନୁହେଁ
262JN19x523ὁ μένων ἐν τῇ διδαχῇ, οὗτος καὶ τὸν Πατέρα καὶ τὸν Υἱὸν ἔχει1The one who remains in the teaching, this one has both the Father and the Sonକୌଣସି ଜଣେ ଖ୍ରୀଷ୍ଟକଂର ଶିକ୍ଷାକୁ ଅନୁଶରଣ କରେ ସେ ପିତା ଏବଂ ପୁତ୍ର ଉଭୟକଂ ଭୁକ୍ତ ଅଟେ
272JN19k8cvguidelines-sonofgodprinciplesτὸν Πατέρα καὶ τὸν Υἱὸν1the Father and the Sonଏହିଗୁଡିକ ମହାତୋପୁର୍ଣ୍ଣ ଶୀର୍ଷକ ଅଟେ ଯାହା ଇଶ୍ବର ଏବଂ ଯୀଶୁକଂ ମଧ୍ୟରେ ସଂପର୍କକୁ ବର୍ଣ୍ଣନା କରେ.(ଦେଖ:[[rc://en/ta/man/translate/guidelines-sonofgodprinciples]])
282JN110ls1cλαμβάνετε αὐτὸν εἰς οἰκίαν1receive him into your houseଏଠାରେ ଏହାର ଅର୍ଥ ତାଂକର ସ୍ବାଗତ କରିବା ଏବଂ ତାଂକ ସହିତ ଏକ ସମ୍ପର୍କ ବନାଇଵ ପାଇଁ ସମ୍ମାନର ସହିତ ବ୍ୟବହାର କରିବ.
292JN111n7ztκοινωνεῖ τοῖς ἔργοις αὐτοῦ τοῖς πονηροῖς1participates in his evil deedsତାହାର ମନ୍ଦ କାର୍ଯ୍ୟଗୁଡିକରେ ତାଂକ ସହିତ ବାଣ୍ଟ ହୁଏ ଓ “ତାହାର ମନ୍ଦ କାର୍ଯ୍ୟଗୁଡିକରେ ତାଂକର ସାହାଯ୍ୟ କରନ୍ତି”
302JN112nx77figs-you0General Information:ପଦ ୧୨ ରେ “ତୁମେ” ଶବ୍ଦଗୁଡିକ ଏକବଚନ ଅଟେ. ପଦ ୧୩ ରେ “ତୁମ୍ଭର” ଶବ୍ଦଗୁଡିକ ବହୁବଚନ ଅଟେ. (ଦେଖ:[[rc://en/ta/man/translate/figs-you]])
312JN112y4gw0Connecting Statement:ଯୋହନକଂ ପତ୍ର ସେମାନକୁଂ ପରିଦର୍ଶନ କରିବାର ତାଂକର ଇଚ୍ଛାର ସହିତ ବନ୍ଦ ହୁଏ ଏବଂ ଅନ୍ୟ ମଣ୍ଡଳୀଠାରୁ ଅଭିବାଦନ ଦିଅନ୍ତି.
322JN112gq26οὐκ ἐβουλήθην διὰ χάρτου καὶ μέλανος1I did not wish to write them with paper and inkଯୋହନ ଏହି ଅନ୍ୟ ବିଷୟଗୁଡିକୁ ଲେଖିବାକୁ ଇଚ୍ଛା ନଥିଲା କିନ୍ତୁ ଆସି ସେମାନଂକୁ ଶବ୍ଦକୁ କହିବାକୁ ଚାହୁଁଥିଲେ. ସେ ଏହା କହୁନାହାନ୍ତି କି ସେ ସେମାନଂକୁ କାଗଜ ଏବଂ ସ୍ୟାହିର ସହିତ କିଛି ଅନ୍ୟ ବିଷୟ ଲେଖିବେ.
332JN112v4v2figs-idiomστόμα πρὸς στόμα λαλῆσαι1speak face to faceଏଠାରେ ମୁହାଁ ମୁହିଁ ଏକ ରୁଢୀ ଅଟେ, ଯାହାର ଅର୍ଥ ସେମାନଂକ ଉପସ୍ଥିତିରେ. ଏକାନ୍ତରିକ ଅନୁବାଦ: “ତୁମର ଉପସ୍ଥିତିରେ କୁହ” ଓ “ବ୍ୟକ୍ତିରେ ତୁମକୁ କହୁଛି” (ଦେଖ:[[rc://en/ta/man/translate/figs-idiom]]) 2JN 1 13 fh6jfigs-metaphor τὰ τέκνα τῆς ἀδελφῆς σου τῆς ἐκλεκτῆς 1 The children of your chosen sister ଏଠାରେ ଯୋହନ ଅନ୍ୟ ମଣ୍ଡଳୀର କଥା କହନ୍ତି ଯେମିତିକି ଏହି ପାଠକମାନେ ମଣ୍ଡଳୀର ଏକ ଭଉଣୀ ଏବଂ ବିଶ୍ବାସୀମାନେ ସେହି ମଣ୍ଡଳୀର ଏକ ଅଂଶ ଅଟନ୍ତି ଯେମିତିକି ସେମାନେ ସେହି ମଣ୍ଡଳୀର ପିଲା ଥିଲେ. ରହା ଏହି କଥାରେ ଗୁରୁତୋ ଦିଅନ୍ତି କି ସବୁ ବିଶ୍ବାସୀମାନେ ଏକ ଆଧ୍ୟାତ୍ମିକ ପରିବାର ଅଟନ୍ତି. (ଦେଖ:[[rc://en/ta/man/translate/figs-metaphor]])