58 KiB
58 KiB
1 | Book | Chapter | Verse | ID | SupportReference | OrigQuote | Occurrence | GLQuote | OccurrenceNote |

2 | TIT | front | intro | m2jl | 0 | # ତିତସ ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ

### ତିତସ ପୁସ୍ତକର ରୂପରେଖ

1. ପାଉଲ ତିତସଙ୍କୁ ଈଶ୍ବର ପରାୟଣ ନେତାମାନଙ୍କୁ ନିଯୁକ୍ତ କରିବାକୁ ଉପଦେଶ ଦେଉଛନ୍ତି (୧:୧-୧୬)
1. ଲୋକମାନଙ୍କୁ ଈଶ୍ବର ପରାୟଣ ଜୀବନ ଯାପନ କରିବା ନିମନ୍ତେ ତାଲିମ ଦେବାକୁ ପାଉଲ ତିତସଙ୍କୁ ଉପଦେଶ ଦେଉଛନ୍ତି (୨:୧-୩:୧୧)
1. ଆପଣାର କିଛି ଯୋଜନାକୁ କହି ଓ ବିଶ୍ବାସୀମାନଙ୍କୁ ନମସ୍କାର ଜଣାଇ ପାଉଲ ପତ୍ରଟି ସମାପ୍ତ କରୁଛନ୍ତି (୩:୧୨-୧୫)

### ତିତସ ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ତିତସ ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

### ତିତସ ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ଆପଣା ସହକର୍ମୀ ତିତସଙ୍କୁ ଏହା ଲେଖିଥିଲେ, ଯେ କି କ୍ରୀତୀ ଦ୍ବୀପର ମଣ୍ଡଳୀ ଗୁଡିକର ନେତୃତ୍ବ ନେଉଥିଲେ I ପାଉଲ ତାହାଙ୍କୁ ମଣ୍ଡଳୀର ନେତାମାନଙ୍କୁ ବାଛିବା ନିମନ୍ତେ ଉପଦେଶ ଦେଇଥିଲେ I ପାଉଲ ମଧ୍ୟ ବର୍ଣ୍ଣନା କରିଥିଲେ ଯେ ବିଶ୍ବାସୀମାନେ କିପରି ପରସ୍ପରକୁ ବ୍ୟବହାର କରିବା ଉଚିତ I ଆଉ ସେ ସମସ୍ତଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ମାର୍ଗରେ ଜୀବନ ଯାପନ କରିବା ନିମନ୍ତେ ଉତ୍ସାହିତ କରିଥିଲେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକକୁ ନେଇ ଏହାକୁ “ତିତସ୍” ବୋଲି କହିପାରନ୍ତି I କିମ୍ବା ସେମାନେ “ତିତସ୍ ଙ୍କ ନିକଟକୁ ପାଉଲଙ୍କର ପତ୍ର” କିଅବା “ତିତସ୍ ଙ୍କ ନିକଟକୁ ଗୋଟିଏ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://en/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ମଣ୍ଡଳୀରେ ଲୋକମାନେ କିପରି ଭୂମିକା ନେଇ ସେବା କରିପାରିବେ?

ଜଣେ ସ୍ତ୍ରୀ ଲୋକ ଅବା ଜଣେ ଛାଡପତ୍ର ପାଇଥିବା ଲୋକ ମଣ୍ଡଳୀର ନେତୃତ୍ବ ସ୍ଥାନରେ ଥାଇ ସେବା କରିପାରିବ କି ନାହିଁ, ସେ ବିଷୟରେ ତିତସ୍ ପୁସ୍ତକରେ କିଛି ଶିକ୍ଷା ଅଛି I ପଣ୍ଡିତମାନେ ଏହି ଶିକ୍ଷାର ଅର୍ଥ ବିଷୟରେ ଏକମତ ନୁହନ୍ତି I ଏହି ପୁସ୍ତକ ଅନୁବାଦ କରିବା ପୂର୍ବରୁ ଏହି ବିଷୟଗୁଡିକ ଉପରେ ଅଧିକ କିଛି ଅଧ୍ୟୟନ କରିବା ଆବଶ୍ୟକ ହୋଇପାରେ I

## ତୃତୀୟ ଭାଗ:ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

### ଏକବଚନ ଓ ବହୁବଚନ “ତୁମ୍ଭେ”
ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଥାଇ ତିତସ୍ ଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୩:୧୫ I (ଦେଖ: [[rc://en/ta/man/translate/figs-exclusive]] ଓ [[rc://en/ta/man/translate/figs-you]])

### “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର”ର ଅର୍ଥ କଅଣ?

ଏହି ପତ୍ରରେ ଏହା ଗୋଟିଏ ସାଧାରଣ ବାକ୍ୟାଂଶ I ଈଶ୍ବର କିପରି ତାହାଙ୍କ ବିରୁଦ୍ଧରେ ପାପ କରିଥିବା ପାପୀମାନଙ୍କୁ ଖ୍ରୀଷ୍ଟଙ୍କଠାରେ କ୍ଷମା କଲେ, ତାହା ପାଠକମାନେ ଚିନ୍ତା କରନ୍ତୁ ବୋଲି ପାଉଲ ଏହା ଲେଖିଛନ୍ତି I ଆଉ ସେମାନଙ୍କୁ କ୍ଷମାକରି, ସେ ସମସ୍ତ ଲୋକଙ୍କ ବିଚାର କରିବା ସମୟରେ ସେମାନଙ୍କୁ ଦଣ୍ଡରୁ ଉଦ୍ଧାର କରିବେ I ଏହି ପତ୍ରରେ ଥିବା ସେହି ଏକାପରି ବାକ୍ୟାଂଶ ହେଉଛି, “ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ I”

3 | TIT | 1 | intro | c7me | 0 | # ତିତସ୍ ୦୧ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପାଉଲ ୧-୪ ପଦରେ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ଜଗତର ନିକଟବର୍ତ୍ତୀ ଉତ୍ତର ପୂର୍ବାଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାରଭାବରେ ଆରମ୍ଭ କରୁଥିଲେ I

୬-୯ ପଦରେ, ପାଉଲ ମଣ୍ଡଳୀର ଜଣେ ପ୍ରାଚୀନ ହେବା ନିମନ୍ତେ କି କି ଗୁଣର ଆବଶ୍ୟକ, ତା’ର ଏକ ତାଲିକା ଦେଉଛନ୍ତି I (ଦେଖ: rc://en/ta/man/translate/figs-abstractnouns) ପାଉଲ ସେହିପରି ଏକ ତାଲିକା ୧ ତୀମଥି ୩ ଅଧ୍ୟାୟରେ ଦେଉଛନ୍ତି I

## ଏହି ଅଧ୍ୟାୟର ବିଶେଷ ଧାରଣା

### ପ୍ରାଚୀନ

ମଣ୍ଡଳୀର ନେତାମାନଙ୍କ ନିମନ୍ତେ ମଣ୍ଡଳୀ ବିଭିନ୍ନ ଉପାଧି ବ୍ୟବହାର କରିଅଛି I କେତେକ ଉପାଧି ପ୍ରାଚୀନ, ସେବକ, ପାଳକ ଓ ଅଧ୍ୟକ୍ଷ ଭାବରେ ପରିଚିତ I

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### ଉଚିତ, ହୋଇପାରେ, ନିଶ୍ଚୟ ହେବା ଆବଶ୍ୟକ
ULT ବିଭିନ୍ନ ଆବଶ୍ୟକତା ଓ ଦାୟିତ୍ବକୁ ବୁଝାଇବାପାଇଁ ବିଭିନ୍ନ ଶବ୍ଦ ବ୍ୟବହାର କରିଥାଏ I ଏହି କ୍ରିୟାଗୁଡିକ ବିଷୟବସ୍ତୁକୁ ସେମାନଙ୍କ ସହିତ ସଂଯୁକ୍ତ ଥିବା ପ୍ରକାରେ ବିଭିନ୍ନ ସ୍ତରରେ ଗୁରୁତ୍ବ ଦେଇଥାଏ I ଏହି ପ୍ରକାର ସୁକ୍ଷ୍ମ ପାର୍ଥକ୍ୟକୁ ଅନୁବାଦ କରିବା କଷ୍ଟକର ହୋଇଥାଏ I UST ଏସବୁକୁ ଅଧିକ ସାଧାରଣ ଭାବରେ ଅନୁବାଦ କରିଥାଏ I

4 | TIT | 1 | 1 | rtc9 | κατὰ πίστιν | 1 | for the faith of | ବିଶ୍ବାସକୁ ବଳବାନ୍ କରିବା ସକାଶେ | |
5 | TIT | 1 | 1 | fyf8 | τῆς κατ’ εὐσέβειαν | 1 | that agrees with godliness | ଯାହା ଈଶ୍ବରଙ୍କ ସମ୍ଭ୍ରମ ନିମନ୍ତେ ଯୋଗ୍ୟ | |
6 | TIT | 1 | 2 | r2gj | πρὸ χρόνων αἰωνίων | 1 | before all the ages of time | ସମୟର ଆରମ୍ଭ ପୂର୍ବରୁ | |
7 | TIT | 1 | 3 | b22h | καιροῖς ἰδίοις | 1 | At the right time | ଯଥା ସମୟରେ | |
8 | TIT | 1 | 3 | swi9 | figs-metaphor | ἐφανέρωσεν ... τὸν λόγον αὐτοῦ | 1 | he revealed his word | ପାଉଲ ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଦୃଶ୍ୟଭାବରେ ଲୋକମାନଙ୍କୁ ଦେଖାଯାଇପାରିବ I ବିକଳ୍ପ ଅନୁବାଦ: “ସେ ମୋତେ ତାହାଙ୍କର ସମ୍ବାଦ ବୁଝିବାକୁ ଦେଲେ” (ଦେଖ: [[rc://en/ta/man/translate/figs-metaphor]]) |
9 | TIT | 1 | 3 | m41u | ὃ ἐπιστεύθην ἐγὼ | 1 | he trusted me to deliver | ସେ ମୋ’ଠାରେ ଭରସା କଲେ କିମ୍ବା “ସେ ମୋତେ ପ୍ରଚାର କରିବାକୁ ଦାୟିତ୍ବ ଦେଲେ” | |
10 | TIT | 1 | 3 | dpn4 | τοῦ Σωτῆρος ἡμῶν Θεοῦ | 1 | God our Savior | ଆମ୍ଭମାନଙ୍କ ତ୍ରାଣକାର୍ତ୍ତା ଈଶ୍ବର | |
11 | TIT | 1 | 4 | gu55 | figs-metaphor | γνησίῳ τέκνῳ | 1 | a true son | ଯଦିଓ ତିତସ୍ ପାଉଲଙ୍କର ଜନ୍ମଗତ ପୁତ୍ର ନ ଥଲେ, ସେମାନେ ସାଧାରଣରେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିଲେ I ତେଣୁ, ଖ୍ରୀଷ୍ଟରେ, ପାଉଲ ତିତସ୍ ଙ୍କୁ ଆପଣାର ନିଜ ପୁତ୍ର ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋ ପ୍ରତି ଜଣେ ପୁତ୍ର ସଦୃଶ” (ଦେଖ: [[rc://en/ta/man/translate/figs-metaphor]]) |
12 | TIT | 1 | 4 | wx6c | κοινὴν πίστιν | 1 | our common faith | ପାଉଲ ସେହି ସମାନ ବିଶ୍ବାସକୁ ପ୍ରକାଶ କରୁଛନ୍ତି, ଯାହା ସେମାନଙ୍କ ଉଭୟଙ୍କଠାରେ ଥିଲା I ବିକଳ୍ପ ଅନୁବାଦ: “ଯେଉଁ ଶିକ୍ଷାକୁ ଆମ୍ଭେ ଉଭୟ ବିଶ୍ବାସ କରୁଥିଲୁ” | |
13 | TIT | 1 | 4 | h93t | figs-ellipsis | χάρις καὶ εἰρήνη | 1 | Grace and peace | ଏହା ପାଉଲ ବ୍ୟବହାର କରୁଥିବା ସାଧାରଣ ଅଭିବାଦନ I ତୁମେ ବୁଝିହେଉଥିବା ସୂଚନାକୁ ସ୍ପଷ୍ଟ କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଦୟା ଓ ଶାନ୍ତି ଅନୁଭବ କରୁଥାଅ” (ଦେଖ: [[rc://en/ta/man/translate/figs-ellipsis]]) |
14 | TIT | 1 | 4 | s3yr | Χριστοῦ Ἰησοῦ τοῦ Σωτῆρος ἡμῶν | 1 | Christ Jesus our Savior | ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ | |
15 | TIT | 1 | 5 | ew8h | τούτου χάριν | 1 | For this purpose | ସେଥିପାଇଁ | |
16 | TIT | 1 | 5 | lh9b | ἀπέλιπόν σε ἐν Κρήτῃ | 1 | I left you in Crete | ମୁଁ ତୁମ୍ଭକୁ କ୍ରୀତୀରେ ରହିବାକୁ କହିଥିଲି | |
17 | TIT | 1 | 5 | ga62 | ἵνα τὰ λείποντα ἐπιδιορθώσῃ | 1 | that you might set in order things not yet complete | ଯେପରି ତୁମ୍ଭେ ଆବଶ୍ୟକ ଥିବା କାର୍ଯ୍ୟକୁ ସମାପ୍ତ କରିବ | |
18 | TIT | 1 | 5 | b52u | καταστήσῃς ... πρεσβυτέρους | 1 | ordain elders | ପ୍ରାଚୀନମାନଙ୍କୁ ନିଯୁକ୍ତ ଅକାର କିମ୍ବା “ପ୍ରାଚୀନମାନଙ୍କୁ ମନୋନୀତ କର” | |
19 | TIT | 1 | 5 | p56w | πρεσβυτέρους | 1 | elders | ଆଦ୍ୟ ଖ୍ରୀଷ୍ଟିୟ ମଣ୍ଡଳୀରେ, ପ୍ରାଚୀନମାନେ ବିଶ୍ବାସୀମାନଙ୍କ ସମାବେଶକୁ ଆତ୍ମିକ ନେତୃତ୍ବ ଦେଉଥିଲେ | |
20 | TIT | 1 | 6 | wja4 | 0 | Connecting Statement: | କ୍ରୀତୀ ଦ୍ବୀପର ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ କହିଲାପରେ, ପାଉଲ ପ୍ରାଚୀନମାନଙ୍କ ଆବଶ୍ୟକ ଯୋଗ୍ୟତା ବିଷୟରେ କହୁଛନ୍ତି I | ||
21 | TIT | 1 | 6 | jen8 | εἴ τίς ἐστιν ἀνέγκλητος ... ἀνήρ | 1 | An elder must be without blame, the husband | “ନିର୍ଦ୍ଦୋଷ” ହେବାର ଅର୍ଥ ହେଉଛି କୌଣସି ମନ୍ଦ ବିଷୟ କରୁ ନ ଥିବା ଲୋକଭାବରେ ପରିଚିତ ଥିବା I ବିକଳ୍ପ ଅନୁବାଦ: “ଜଣେ ପ୍ରାଚୀନର କୁଖ୍ୟାତି ନ ଥିବା ଆବଶ୍ୟକ ଓ ସେ ଜଣେ ସ୍ବାମୀ ହେବା ଉଚିତ” | |
22 | TIT | 1 | 6 | q6uy | figs-explicit | μιᾶς γυναικὸς ἀνήρ | 1 | the husband of one wife | ଏହାର ଅର୍ଥ ହେଉଛି ଯେ ତାଙ୍କର ଏକ ମାତ୍ର ସ୍ତ୍ରୀ ଥିବ, ଅର୍ଥାତ୍, ତାଙ୍କର ଆଉ ଅନ୍ୟ ସ୍ତ୍ରୀ କି ଉପପତ୍ନୀ ନ ଥିବେ I ଏହା ମଧ୍ୟ ସୂଚିତ କରିପାରେ ଯେ ସେ ବ୍ୟଭିଚାର କରୁନାହିଁ କି କୌଣସି ପୂର୍ବ ସ୍ତ୍ରୀକୁ ଛାଡପତ୍ର ଦେଇନାହିଁ I ବିକଳ୍ପ ଅନୁବାଦ: “ଜଣେ ଲୋକ ଯାହାର କେବଳ ଗୋଟିଏ ମାତ୍ର ସ୍ତ୍ରୀ ଅଛି” କିମ୍ବା “ଜଣେ ଲୋକ ଯେ କି ଆପଣା ସ୍ତ୍ରୀ ପ୍ରତି ବିଶ୍ବସ୍ତ ଅଟେ” (ଦେଖ: [[rc://en/ta/man/translate/figs-explicit]]) |
23 | TIT | 1 | 6 | wd6q | τέκνα ... πιστά | 1 | faithful children | ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସନ୍ତାନମାନେ ୨) ଭରସାଯୋଗ୍ୟ ସନ୍ତାନମାନେ I | |
24 | TIT | 1 | 7 | lz7x | τὸν ἐπίσκοπον | 1 | overseer | ସେହି ସମାନ ଆତ୍ମିକ ନେତୃତ୍ବ ପଦପାଇଁ ଏହା ଆଉ ଗୋଟିଏ ନାମ, ଯାହାକୁ ପାଉଲ ୧:୬ରେ “ପ୍ରାଚୀନ” ବୋଲି ଉଲ୍ଲେଖ କରୁଛନ୍ତି I | |
25 | TIT | 1 | 7 | g2zf | figs-metaphor | Θεοῦ οἰκονόμον | 1 | God's household manager | ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଈଶ୍ବରଙ୍କ ପରିବାର ଓ ଅଧ୍ୟକ୍ଷଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ପରିବାରର ପରିଚାଳନା ଦାୟିତ୍ବରେ ଥିବା ଜଣେ ସେବକ ଅଟନ୍ତି I (ଦେଖ: [[rc://en/ta/man/translate/figs-metaphor]]) |
26 | TIT | 1 | 7 | d6l1 | μὴ πάροινον | 1 | not addicted to wine | ଜଣେ ମଦ୍ୟପାୟୀ ନୁହନ୍ତି କିମ୍ବା “ଯେ ଅଧିକ ମଦ୍ୟପାନ କରିବା ଲୋକ ନୁହଁ” | |
27 | TIT | 1 | 7 | j1qq | μὴ πλήκτην | 1 | not a brawler | ଆଶୁକ୍ରୋଧୀ ନୁହନ୍ତି କିମ୍ବା “ବିବାଦପ୍ରିୟ ନୁହନ୍ତି” | |
28 | TIT | 1 | 8 | i549 | ἀλλὰ | 1 | Instead | ପାଉଲ ଆପଣା ତର୍କ ଜଣେ ପ୍ରାଚୀନ କିପରି ହେବା ଉଚିତ ନୁହଁ ବୋଲି ଆରମ୍ଭକରି ଜଣେ ପ୍ରାଚୀନ କିପରି ହେବା ଉଚିତ ବୋଲିକୁ ପରିବର୍ତ୍ତନ କରୁଛନ୍ତି I | |
29 | TIT | 1 | 8 | vkq1 | φιλάγαθον | 1 | a friend of what is good | ଯେ ଉତ୍ତମ ବିଷୟର ଅନୁରାଗୀ | |
30 | TIT | 1 | 9 | xwy6 | figs-metaphor | ἀντεχόμενον | 1 | hold tightly to | ଖ୍ରୀଷ୍ଟିୟାନ ବିଶ୍ବାସ ପ୍ରତି ଅନୁରକ୍ତ ହେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ହାତରେ ବିଶ୍ବାସକୁ ଧରିଅଛି I ବିକଳ୍ପ ଅନୁବାଦ: “ଅନୁରକ୍ତ ହୁଅ” କିମ୍ବା “ଉତ୍ତମଭାବେ ଜାଣ” (ଦେଖ: [[rc://en/ta/man/translate/figs-metaphor]]) |
31 | TIT | 1 | 9 | pzi1 | τῇ διδασκαλίᾳ τῇ ὑγιαινούσῃ | 1 | good teaching | ସେ ଈଶ୍ବରଙ୍କ ବିଷୟରେ ଯାହା ସତ୍ୟ ଓ ଅନ୍ୟ ଆତ୍ମିକ ବିଷୟସବୁ ଶିକ୍ଷାଦେବା ଉଚିତ I | |
32 | TIT | 1 | 10 | xsq9 | 0 | Connecting Statement: | ଈଶ୍ବରଙ୍କ ବାକ୍ୟର ବିରୋଧ କରୁଥିବା ଲୋକମାନଙ୍କ ସକାଶୁ, ପାଉଲ ତିତସ୍ ଙ୍କୁ ଈଶ୍ବରଙ୍କ ବାକ୍ୟର ପ୍ରଚାର କରିବାର କାରଣସବୁ ଦେଉଛନ୍ତି ଓ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ କରାଉଛନ୍ତି I | ||
33 | TIT | 1 | 10 | w9kk | ἀνυπότακτοι | 1 | rebellious people | ଏମାନେ ବିଦ୍ରୋହୀ ଲୋକେ, ଯେଉଁମାନେ ପାଉଲଙ୍କ ସୁସମାଚାରର ବାକ୍ୟକୁ ବିରୋଧ କରୁଛନ୍ତି I | |
34 | TIT | 1 | 10 | ga6n | figs-metaphor | ματαιολόγοι, καὶ φρεναπάται | 1 | empty talkers and deceivers | ଏହି ବାକ୍ୟାଂଶ ପୂର୍ବ ବାକ୍ୟାଂଶରେ ଉଲ୍ଲେଖ କରାଯାଇଥିବା ବିଦ୍ରୋହୀ ଲୋକମାନଙ୍କ ବିଷୟ ବର୍ଣ୍ଣନା କରେ I ଏଠାରେ “ଅସାର” ମୂଲ୍ୟହୀନ ନିମନ୍ତେ ଗୋଟିଏ ରୂପକ, ଓ “ଅସାର ବାକ୍ୟବାଦୀ”ମାନେ ହେଉଛନ୍ତି, ଯେଉଁମାନେ ମୂଲ୍ୟହୀନ ବା ନିର୍ବୋଧ କଥା କହନ୍ତି I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ମୂଲ୍ୟହୀନ କଥାକହି ଅନ୍ୟମାନଙ୍କୁ ପ୍ରବଞ୍ଚିତ କରନ୍ତି” (ଦେଖ: [[rc://en/ta/man/translate/figs-metaphor]]) |
35 | TIT | 1 | 10 | pu74 | figs-metonymy | οἱ ἐκ τῆς περιτομῆς | 1 | those of the circumcision | ଏହା ଖ୍ରୀଷ୍ଟିୟାନ ଯିହୂଦୀମାନଙ୍କୁ ବୁଝାଏ, ଯେଉଁମାନେ ଶିକ୍ଷା ଦେଉଥିଲେ ଯେ ଖ୍ରୀଷ୍ଟଙ୍କର ଶିଷ୍ୟ ହେବାପାଇଁ ପୁରୁଷମାନେ ସୁନ୍ନତ ହେବା ଆବଶ୍ୟକ I (ଦେଖ: [[rc://en/ta/man/translate/figs-metonymy]]) |
36 | TIT | 1 | 11 | f4iy | οὓς δεῖ ἐπιστομίζειν | 1 | It is necessary to stop them | ସେମାନଙ୍କୁ ସେମାନଙ୍କ ଶିକ୍ଷା ବିସ୍ତାର କରିବାରୁ ନିବୃତ୍ତ କରାଯିବା ଆବଶ୍ୟକ କିମ୍ବା “ସେମାନଙ୍କ କଥା ଦ୍ବାରା ଅନ୍ୟମାନଙ୍କୁ ପ୍ରଭାବିତ କରିବାରୁ ସେମାନଙ୍କୁ ଅଟକାଇବା ଆବଶ୍ୟକ” | |
37 | TIT | 1 | 11 | tw4e | ἃ μὴ δεῖ | 1 | what they should not teach | ଖ୍ରୀଷ୍ଟ ଓ ବ୍ୟବସ୍ଥା ସମ୍ବନ୍ଧରେ ଏସବୁ ବିଷୟ ଶିକ୍ଷାଦେବା ଉପଯୁକ୍ତ ନୁହେଁ, କାରଣ ସେସବୁ ସତ୍ୟ ନୁହେଁ I | |
38 | TIT | 1 | 11 | at7c | αἰσχροῦ κέρδους χάριν | 1 | for shameful profit | ଯାହା ସମ୍ଭ୍ରମଯୁକ୍ତ ନୁହେଁ, ଲୋକମାନେ ତାହାକରି ଅର୍ଥଲାଭ କରୁଥିବା ବିଷୟକୁ ଏହା ବୁଝାଏ I | |
39 | TIT | 1 | 11 | aqi5 | ὅλους οἴκους ἀνατρέπουσιν | 1 | are upsetting whole families | ସମସ୍ତ ପରିବାରକୁ ପଥଭ୍ରଷ୍ଟ କରୁଅଛନ୍ତି I ସମସ୍ୟା ଥିଲା ଯେ ସେମାନେ ସେମାନଙ୍କ ବିଶ୍ବାସକୁ ନଷ୍ଟକରି ପରିବାର ଗୁଡିକୁ ବିଚଳିତ କରୁଥିଲେ I ଏହା ପରିବାରର ସଦସ୍ୟମାନଙ୍କୁ ପରସ୍ପର ସହିତ ବାଦାନୁବାଦ କରିବାକୁ ଘେନିଯାଇଥିବ I TIT 1 12 tr1j τις ἐξ αὐτῶν ἴδιος αὐτῶν προφήτης 1 One of their own prophets କ୍ରୀତୀର ହିଁ ଜଣେ ଭାବବାଦୀ କିମ୍ବା “ଆପଣାକୁ ଜଣେ ଭାବବାଦୀ ବୋଲାଉଥିବା ଜଣେ କ୍ରୀତୀବାସୀ” | |
40 | TIT | 1 | 12 | y3zb | figs-hyperbole | Κρῆτες ἀεὶ ψεῦσται | 1 | Cretans are always liars | କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ I ଏହା ଗୋଟିଏ ଅତିରଂଜନ, ଯାହାର ଅର୍ଥ ହେଉଛି ଯେ ଅନେକ କ୍ରୀତୀବାସୀମାନେ ମିଥ୍ୟା କହନ୍ତି I (ଦେଖ: [[rc://en/ta/man/translate/figs-hyperbole]]) TIT 1 12 h3jbfigs-metaphor κακὰ θηρία 1 evil beasts ଏହି ରୂପକ କ୍ରୀତୀବାସୀମାନଙ୍କୁ ହିଂସ୍ରକ ବନ୍ୟ ପଶୁଭାବରେ ତୁଳନା କରୁଅଛି I (ଦେଖ: [[rc://en/ta/man/translate/figs-metaphor]]) TIT 1 13 fif8 δι’ ἣν αἰτίαν ἔλεγχε αὐτοὺς ἀποτόμως 1 Therefore, correct them severely ସଂଶୋଧନ କରିବା ସମୟରେ ତୁମ୍ଭେ କଠୋର ଭାଷା ବ୍ୟବହାର କରିବା ଉଚିତ, ଯେପରି କ୍ରୀତୀବାସୀମାନେ ବୁଝିପାରିବେ I |
41 | TIT | 1 | 13 | je3r | ἵνα ὑγιαίνωσιν ἐν τῇ πίστει | 1 | so that they may be sound in the faith | ଯେପରି ସେମାନେ ଏକ ବଳିଷ୍ଠ ବିଶ୍ବାସ ଲାଭ କରିବେ କିମ୍ବା “ଯେପରି ସେମାନଙ୍କ ବିଶ୍ବାସ ପ୍ରକୃତ ହୋଇପାରିବ” | |
42 | TIT | 1 | 14 | p28i | Ἰουδαϊκοῖς μύθοις | 1 | Jewish myths | ଏହା ଯିହୂଦୀମାନଙ୍କର ଭ୍ରାନ୍ତ ଶିକ୍ଷାକୁ ବୁଝାଏ I | |
43 | TIT | 1 | 14 | m4a5 | figs-metaphor | ἀποστρεφομένων τὴν ἀλήθειαν | 1 | turn away from the truth | ପାଉଲ ସତ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯେଉଁଥିରୁ ଜଣେ ବିମୁଖ ହୋଇପାରିବ ବା ଯାହାକୁ ଜଣେ ଏଡାଇ ଦେଇପାରିବ I ବିକଳ୍ପ ଅନୁବାଦ: “ସତ୍ୟକୁ ଅଗ୍ରାହ୍ୟ କରନ୍ତି” (ଦେଖ: [[rc://en/ta/man/translate/figs-metaphor]]) |
44 | TIT | 1 | 15 | qtb9 | πάντα καθαρὰ τοῖς καθαροῖς | 1 | To those who are pure, all things are pure | ଯଦି ଲୋକମାନେ ଅନ୍ତରରେ ଶୁଚି ଅଟନ୍ତି, ସେମାନେ କରୁଥିବା ସବୁ ବିଷୟ ଶୁଚି ହେବ | |
45 | TIT | 1 | 15 | nx42 | τοῖς καθαροῖς | 1 | To those who are pure | ଯେଉଁମାନେ ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ | |
46 | TIT | 1 | 15 | n3wk | figs-metaphor | τοῖς ... μεμιαμμένοις καὶ ἀπίστοις, οὐδὲν καθαρόν | 1 | to those who are corrupt and unbelieving, nothing is pure | ପାଉଲ ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଶାରୀରିକଭାବରେ ମଇଳା ଅଟନ୍ତି I ବିକଳ୍ପ ଅନୁବାଦ: “ଯଦି ଲୋକମାନେ ନୈତିକଭାବରେ ଅଶୁଚି ଓ ବିଶ୍ବାସ କରୁନାହାନ୍ତି, ତେବେ ସେମାନେ କୌଣସି ଶୁଚି ବିଷୟ କରିପାରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]]) |
47 | TIT | 1 | 16 | i3l2 | τοῖς ... ἔργοις ἀρνοῦνται | 1 | they deny him by their actions | ସେମାନେ କିପରି ଜୀବନ ଯାପନ କରୁଛନ୍ତି, ତାହା ପ୍ରମାଣ କରିବ ଯେ ସେମାନେ ତାହାଙ୍କୁ ଜାଣନ୍ତି ନାହିଁ | |
48 | TIT | 1 | 16 | ja47 | βδελυκτοὶ ὄντες | 1 | They are detestable | ସେମାନେ ଘୃଣା ଯୋଗ୍ୟ ଅଟନ୍ତି | |
49 | TIT | 2 | intro | h3il | 0 | # ତିତସ୍ ୦୨ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଲିଂଗଗତ ଭୂମିକା

ଏହାର ଐତିହାସିକ ପ୍ରସଂଗ ପରିପ୍ରେକ୍ଷୀରେ ଏହି ଅନୁଚ୍ଛେଦକୁ ବୁଝିବା ନିମନ୍ତେ ପଣ୍ଡିତମାନେ ବିଭକ୍ତ ହୋଇଯାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କଲେ I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

### ଦାସତ୍ବ

ପାଉଲ ଏହି ଅଧ୍ୟାୟରେ ଦାସତ୍ବ ପ୍ରଥା ଭଲ କି ମନ୍ଦ, ସେ ବିଷୟରେ ଲେଖୁନାହାନ୍ତି I ପାଉଲ ଦାସମାନଙ୍କୁ ବିଶ୍ବସ୍ତଭାବରେ ଆପଣା କର୍ତ୍ତାମାନଙ୍କର ସେବା କରିବାକୁ ଶିକ୍ଷା ଦେଉଛନ୍ତି I ସେ ସବୁ ବିଶ୍ବାସୀମାନଙ୍କୁ ଈଶ୍ବରପରାୟଣ ହେବାକୁ ଓ ସବୁ ପରିସ୍ଥିତିରେ ଯଥାର୍ଥ ଜୀବନ କାଟିବାକୁ ଶିକ୍ଷା ଦେଉଛନ୍ତି I

50 | TIT | 2 | 1 | lfu1 | 0 | Connecting Statement: | ପାଉଲ ତିତସ୍ ଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାର କାରଣ ଦେଉଛନ୍ତି ଓ ବୟୋଧିକ ପୁରୁଷମାନେ, ବୟୋଧିକା ସ୍ତ୍ରୀମାନେ, ଯୁବାମାନେ ଓ ଦାସ କି ସେବକମାନେ ବିଶ୍ବାସୀଭାବରେ କିପରି ଜୀବନ କାଟିବା ଉଚିତ, ତାହା ବୁଝାଉଛନ୍ତି I | ||
51 | TIT | 2 | 1 | tpi2 | figs-explicit | σὺ δὲ λάλει ἃ πρέπει | 1 | But you, speak what fits | ପାଉଲ ଏହାର ବିପରୀତ ବିଷୟକୁ ସୂଚାଉଛନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେ, ହେ ତିତସ୍, ଭଣ୍ଡ ଶିକ୍ଷକମାନଙ୍କ ବିପରୀତରେ, ଉପଯୁକ୍ତ ବିଷୟ କହିବାକୁ ନିଶ୍ଚିତ ହୁଅ” (ଦେଖ: [[rc://en/ta/man/translate/figs-explicit]]) |
52 | TIT | 2 | 1 | ph2j | τῇ ὑγιαινούσῃ διδασκαλίᾳ | 1 | with faithful instruction | ହିତଜନକ ଶିକ୍ଷା ସହ କିମ୍ବା “ସଠିକ୍ ଶିକ୍ଷା ସହ” | |
53 | TIT | 2 | 2 | xc6t | νηφαλίους εἶναι | 1 | to be temperate | ସୁବୁଦ୍ଧି ହେବାକୁ କିମ୍ବା “ଆତ୍ମ-ସଂଯତ ହେବାକୁ” | |
54 | TIT | 2 | 2 | y3j2 | εἶναι ... σώφρονας | 1 | to be ... sensible | ସେମାନଙ୍କ ଅଭିଳାଷ ନିୟନ୍ତ୍ରଣ ...କରିବାକୁ | |
55 | TIT | 2 | 2 | m14y | figs-abstractnouns | ὑγιαίνοντας τῇ πίστει, τῇ ἀγάπῃ, τῇ ὑπομονῇ | 1 | sound in faith, in love, and in perseverance | ଏଠାରେ “ହିତଜନକ”ର ଅର୍ଥ ଦୃଢ଼ ଓ ଅବିଚଳିତ I ଗୁଣବାଚକ ବିଶେଷ୍ୟ “ବିଶ୍ବାସ,” “ପ୍ରେମ” ଓ ଧୈର୍ଯ୍ୟ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ସେମାନେ ଈଶ୍ବରଙ୍କ ବିଷୟରେ ସତ୍ୟ ଶିକ୍ଷାକୁ ଦୃଢ଼ଭାବରେ ବିଶ୍ବାସ କରିବା ଆବଶ୍ୟକ, ଅନ୍ୟମାନଙ୍କୁ ସତ୍ୟରେ ପ୍ରେମ କରିବା ଆବଶ୍ୟକ ଓ ଏପରିକି କଷ୍ଟକର ପରିସ୍ଥିତିରେ ମଧ୍ୟ ନିରନ୍ତର ଈଶ୍ବରଙ୍କ ସେବା କରିବା ଆବଶ୍ୟକ” (ଦେଖ: [[rc://en/ta/man/translate/figs-abstractnouns]]) |
56 | TIT | 2 | 3 | gl8e | πρεσβύτιδας ὡσαύτως ἐν καταστήματι | 1 | Teach older women likewise | ସେହି ପ୍ରକାରେ, ବୟୋଧିକା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅ କିମ୍ବା “ମଧ୍ୟ ବୟୋଧିକା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅ” | |
57 | TIT | 2 | 3 | v9cp | διαβόλους | 1 | slanderers | ଏହି ଶବ୍ଦ ଅନ୍ୟଲୋକମାନଙ୍କ ବିଷୟରେ ମନ୍ଦ କଥା, ଅର୍ଥାତ୍, ତାହା ସତ ହୋଇଥାଉ କି ନ ଥାଉ, ତାହା କହୁଥିବା ଲୋକମାନଙ୍କୁ ବୁଝାଏ, | |
58 | TIT | 2 | 3 | g9re | figs-metaphor | οἴνῳ πολλῷ δεδουλωμένας | 1 | or being slaves to much wine | ନିଜକୁ ନିୟନ୍ତ୍ରଣ କରିପାରୁ ନ ଥିବା ଓ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକ ବିଷୟରେ କୁହାଯାଏ ଯେ ସତେ ଯେପରି ସେ ମଦ୍ୟପାନର ଦାସ ହୋଇଅଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଅତ୍ୟଧିକ ମଦ୍ୟପାନ କରେ ନାହିଁ” କିମ୍ବା “ମଦ୍ୟପାନ ପ୍ରତି ଆସକ୍ତ ନୁହେଁ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]]) |
59 | TIT | 2 | 5 | t5v6 | figs-activepassive | ἵνα μὴ ὁ λόγος τοῦ Θεοῦ βλασφημῆται | 1 | so that God's word may not be insulted | ଏଠାରେ ବାକ୍ୟ “ସମ୍ବାଦ”କୁ ବୁଝାଏ, ଯାହା ଅନ୍ୟପକ୍ଷରେ ଈଶ୍ବରଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେପରି କେହି ଈଶ୍ବରଙ୍କ ବାକ୍ୟର ନିନ୍ଦା ନ କରନ୍ତି” କିମ୍ବା “ଯେପରି କେହି ତାହାଙ୍କ ସମ୍ବାଦ ବିଷୟରେ ମନ୍ଦ କଥା କହି ଈଶ୍ବରଙ୍କ ନିନ୍ଦା ନ କରନ୍ତି” (ଦେଖ: [[rc://en/ta/man/translate/figs-activepassive]] ଓ [[rc://en/ta/man/translate/figs-metonymy]]) TIT 2 6 i3hv ὡσαύτως 1 In the same way ତିତସ୍ ବୟୋଧିକ ଲୋକମାନଙ୍କୁ ତାଲିମ ଦେବା ସଦୃଶ ଯୁବାମାନଙ୍କୁ ମଧ୍ୟ ତାଲିମ ଦେବା ଆବଶ୍ୟକ I TIT 2 7 x73u σεαυτὸν παρεχόμενος 1 present yourself as ଆପଣାକୁ ଦେଖାଅ |
60 | TIT | 2 | 7 | ym6x | τύπον καλῶν ἔργων | 1 | an example of good works | ସଠିକ୍ ଓ ଉପଯୁକ୍ତ ବିଷୟ କରୁଥିବା ଜଣେ ଲୋକର ଆଦର୍ଶ | |
61 | TIT | 2 | 8 | xt6v | figs-hypo | ἵνα ὁ ἐξ ἐναντίας ἐντραπῇ | 1 | so that anyone who opposes you may be ashamed | ଏହା ଗୋଟିଏ କାଳ୍ପନିକ ପରିସ୍ଥିତିକୁ ଦେଖାଏ, ଯେଉଁଠାରେ କେହି ଜଣେ ତିତସ୍ ଙ୍କୁ ବିରୋଧ କରୁଛି ଓ ପରେ ତାହା କରିଥିବାରୁ ଲଜ୍ଜିତ ଅନୁଭବ କରୁଛି I ବିକଳ୍ପ ଅନୁବାଦ: “ଯେପରି ଯଦି କେହି ତୁମ୍ଭକୁ ବିରୋଧ କରେ, ସେ ଲଜ୍ଜିତ ହୋଇପାରେ” କିମ୍ବା “ଯେପରି ଯଦି ଲୋକମାନେ ତୁମ୍ଭକୁ ବିରୋଧ କରନ୍ତି, ସେମାନେ ଲଜ୍ଜିତ ହେବେ” (ଦେଖ: [[rc://en/ta/man/translate/figs-hypo]]) |
62 | TIT | 2 | 9 | ntp7 | ἰδίοις δεσπόταις | 1 | their masters | ଆପଣା ଆପଣାର କର୍ତ୍ତା | |
63 | TIT | 2 | 9 | if6v | ἐν πᾶσιν | 1 | in everything | ପ୍ରତ୍ୟେକ ପରିସ୍ଥିତିରେ କିମ୍ବା “ସବୁବେଳେ” | |
64 | TIT | 2 | 9 | id15 | εὐαρέστους εἶναι | 1 | please them | ଆପଣା ଆପଣା କର୍ତ୍ତାମାନଙ୍କୁ ଖୁସି କରନ୍ତୁ କିମ୍ବା “ଆପଣା ଆପଣା କର୍ତ୍ତାମାନଙ୍କୁ ସନ୍ତୁଷ୍ଟ କରନ୍ତୁ” | |
65 | TIT | 2 | 10 | t87j | πᾶσαν πίστιν ἐνδεικνυμένους ἀγαθήν | 1 | demonstrate all good faith | ଦେଖାନ୍ତୁ ଯେ ସେମାନେ ଆପଣା ଆପଣା କର୍ତ୍ତାମାନଙ୍କ ଭରସା ଯୋଗ୍ୟ ଅଟନ୍ତି | |
66 | TIT | 2 | 10 | h2n6 | ἐν πᾶσιν | 1 | in every way | ସେମାନେ କରୁଥିବା ସବୁ ବିଷୟରେ | |
67 | TIT | 2 | 10 | f8jy | τὴν διδασκαλίαν τὴν τοῦ Σωτῆρος ἡμῶν Θεοῦ κοσμῶσιν | 1 | they may bring credit to the teaching about God our Savior | ସେମାନେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ବିଷୟକ ଶିକ୍ଷାକୁ ଆକର୍ଷଣୀୟ କରିପାରିବେ କିମ୍ବା “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ବିଷୟକ ଶିକ୍ଷା ଉତ୍ତମ ବୋଲି ଲୋକମାନଙ୍କୁ ବୁଝିବାକୁ ଦେବେ” | |
68 | TIT | 2 | 10 | pn93 | τὴν τοῦ Σωτῆρος ἡμῶν Θεοῦ | 1 | God our Savior | ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର | |
69 | TIT | 2 | 11 | y44u | 0 | Connecting Statement: | ପାଉଲ ତିତସ୍ ଙ୍କୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିବାକୁ ଓ ଯୀଶୁଙ୍କ ଦ୍ବାରା ପ୍ରାପ୍ତ ଅଧିକାରକୁ ସ୍ମରଣ କରିବାକୁ ଉତ୍ସାହିତ କରୁଛନ୍ତି I | ||
70 | TIT | 2 | 11 | gp2z | figs-personification | ἐπεφάνη ... ἡ χάρις τοῦ Θεοῦ | 1 | the grace of God has appeared | ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଅନ୍ୟ ଲୋକମାନଙ୍କ ନିକଟକୁ ଯାଉଥିବା ଜଣେ ବ୍ୟକ୍ତି ଅଟନ୍ତି I (ଦେଖ: [[rc://en/ta/man/translate/figs-personification]]) |
71 | TIT | 2 | 12 | qy8k | figs-personification | παιδεύουσα ἡμᾶς | 1 | trains us | ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ([ତିତସ୍ ୨:୧୧] (./11.md)) ଯେ ସତେ ଯେପରି ଏହା ଅନ୍ୟ ଲୋକମାନଙ୍କ ନିକଟକୁ ଯାଇ ପବିତ୍ର ଜୀବନ ଯାପନ ନିମନ୍ତେ ସେମାନଙ୍କୁ ତାଲିମ ଦେଉଥିବା ବ୍ୟକ୍ତି ଅଟନ୍ତି I (ଦେଖ: [[rc://en/ta/man/translate/figs-personification]]) |
72 | TIT | 2 | 12 | lxb3 | παιδεύουσα ἡμᾶς, ἵνα ἀρνησάμενοι τὴν ἀσέβειαν | 1 | trains us to reject godlessness | ଈଶ୍ବରଙ୍କୁ ଅସମ୍ମାନ କରିବାକୁ ଶିକ୍ଷା ଦିଏ ନାହିଁ | |
73 | TIT | 2 | 12 | n3k5 | τὰς κοσμικὰς ἐπιθυμίας | 1 | worldly passions | ଏହି ଜଗତର ବିଷୟ ନିମନ୍ତେ ଦୃଢ଼ ଅଭିଳାଷ କିମ୍ବା “ପାପପୂର୍ଣ୍ଣ କାମନା ନିମନ୍ତେ ଦୃଢ଼ ଅଭିଳାଷ” | |
74 | TIT | 2 | 12 | fk8j | ἐν τῷ νῦν αἰῶνι | 1 | in this age | ଏହି ଜଗତରେ ବାସ କରୁଥିବା ସମୟରେ କିମ୍ବା “ଏହି ସମୟରେ” | |
75 | TIT | 2 | 13 | rz93 | προσδεχόμενοι | 1 | we look forward to receiving | ସ୍ବାଗତ କରିବାକୁ ଆମ୍ଭେମାନେ ଅପେକ୍ଷା କରୁଅଛୁ | |
76 | TIT | 2 | 13 | pss7 | figs-metonymy | τὴν μακαρίαν ἐλπίδα, καὶ ἐπιφάνειαν τῆς δόξης τοῦ μεγάλου Θεοῦ καὶ Σωτῆρος ἡμῶν, Ἰησοῦ Χριστοῦ | 1 | our blessed hope, the appearance of the glory of our great God and Savior Jesus Christ | ଏଠାରେ “ଗୌରବ” ସ୍ବୟଂ ଯୀଶୁଙ୍କୁ ବୁଝାଏ ଯେ କି ଗୌରବମୟ ଭାବରେ ପ୍ରକାଶିତ ହେବେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଭରସା କରୁଥିବା ଉତ୍ତମ ବିଷୟ ନିମନ୍ତେ, ଅର୍ଥାତ୍, ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରକାଶନ ନିମନ୍ତେ” (ଦେଖ: [[rc://en/ta/man/translate/figs-metonymy]]) |
77 | TIT | 2 | 14 | niu4 | figs-explicit | ἔδωκεν ἑαυτὸν ὑπὲρ ἡμῶν | 1 | gave himself for us | ଏହା ଯୀଶୁଙ୍କର ସ୍ବେଚ୍ଛାକୃତ ମୃତ୍ୟୁଭୋଗକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ମୃତ୍ୟୁଭୋଗ କରିବାକୁ ଦେଲେ” (ଦେଖ: [[rc://en/ta/man/translate/figs-explicit]]) |
78 | TIT | 2 | 14 | gxe7 | figs-metaphor | λυτρώσηται ἡμᾶς ἀπὸ πάσης ἀνομίας | 1 | to redeem us from all lawlessness | ପାଉଲ ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଦାସମାନଙ୍କୁ ସେମାନଙ୍କ କର୍ତ୍ତା ମାନଙ୍କଠାରୁ ମୁକ୍ତ କରୁଅଛନ୍ତି I (ଦେଖ: [[rc://en/ta/man/translate/figs-metaphor]]) |
79 | TIT | 2 | 14 | fjy1 | λαὸν περιούσιον | 1 | a special people | ସେ ସଂଚୟ କରୁଥିବା ଗୋଟିଏ ଲୋକ ଦଳକୁ | |
80 | TIT | 2 | 14 | ii18 | ζηλωτὴν | 1 | are eager | ଏକ ଦୃଢ଼ ଇଚ୍ଛା ରଖ | |
81 | TIT | 2 | 15 | b94z | figs-explicit | ἔλεγχε μετὰ πάσης ἐπιταγῆς | 1 | give correction with all authority | ଏହି ଉକ୍ତିଟିକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସବୁ କାର୍ଯ୍ୟ କରୁ ନ ଥିବା ଲୋକମାନଙ୍କୁ ସମସ୍ତ ଅଧିକାର ସହ ସଂଶୋଧନ କର” (ଦେଖ: [[rc://en/ta/man/translate/figs-explicit]]) |
82 | TIT | 2 | 15 | h15y | μηδείς ... περιφρονείτω | 1 | Let no one | କାହାକୁ ନ ଦିଅ | |
83 | TIT | 2 | 15 | jbu1 | figs-explicit | σου περιφρονείτω | 1 | disregard you | ଏହି ଉକ୍ତିଟିକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରିବେ” କିମ୍ବା “ତୁମ୍ଭର ସମ୍ମାନ କରିବାକୁ ଅଗ୍ରାହ୍ୟ କରିବେ” (ଦେଖ: [[rc://en/ta/man/translate/figs-explicit]]) |
84 | TIT | 3 | intro | zh6x | 0 | # ତିତସ୍ ୦୩ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ ପାଉଲ ତିତସ୍ ଙ୍କୁ ବ୍ୟକ୍ତିଗତ ଉପଦେଶ ଦେଉଛନ୍ତି I

୧୫ ପଦ ଔପଚାରିକ ଭାବରେ ପତ୍ରଟିକୁ ସମାପ୍ତ କରୁଛି I ଏହା ପ୍ରାଚୀନ ଜଗତର ନିକଟବର୍ତ୍ତୀ ପୂର୍ବାଞ୍ଚଳରେ ପତ୍ରଗୁଡିକୁ ସମାପ୍ତି କରିବାର ଏକ ସାଧାରଣ ଧାରା I

## ଏହି ଅଧ୍ୟାୟର ବିଶେଷ ଧାରଣା

### ବଂଶାବଳୀ

ବଂଶାବଳୀ ହେଉଛି ଗୋଟିଏ ତାଲିକା ଯାହା ଜଣେ ଲୋକର ପୂର୍ବପୁରୁଷ ବା ପିତୃପୁରୁଷ ମାନଙ୍କୁ ଲିପିବଦ୍ଧ କରେ I ରାଜା ହେବାକୁ ଜଣେ ଠିକ୍ ଲୋକକୁ ବାଛିବା ନିମନ୍ତେ ଯିହୂଦୀମାନେ ବଂଶାବଳୀ ବ୍ୟବହାର କରୁଥିଲେ I ସେମାନେ ଏହା କରୁଥିଲେ, କାରଣ ଜଣେ ରାଜାଙ୍କର ପୁତ୍ର ହିଁ ସାଧାରଣତଃ ରାଜା ହୋଇପାରିବ I ସେଥିରୁ ମଧ୍ୟ ଜଣାପଡୁଥିଲା ଯେ ସେମାନେ କେଉଁ ଗୋଷ୍ଠୀ ଓ ପରିବାରରୁ ଆସିଥିଲେ I ଉଦାହରଣ ସ୍ବରୂପ, ଯାଜକ ମାନେ ଲେବୀ ଗୋଷ୍ଠୀରୁ ଓ ହାରୋଣଙ୍କ ପରିବାରରୁ ଆସୁଥିଲେ I

85 | TIT | 3 | 1 | y9tr | 0 | Connecting Statement: | କ୍ରୀତୀରେ ତାହାଙ୍କ ଦାୟିତ୍ବରେ ଥିବା ପ୍ରାଚୀନମାନଙ୍କୁ ଓ ଲୋକମାନଙ୍କୁ କିପରି ଶିକ୍ଷା ଦେବାକୁ ହେବ, ସେ ବିଷୟରେ ପାଉଲ ତିତସ୍ ଙ୍କୁ ଉପଦେଶ ଦେବା ଜାରିରଖିଛନ୍ତି I | ||
86 | TIT | 3 | 1 | j2sa | ὑπομίμνῃσκε αὐτοὺς ... ὑποτάσσεσθαι | 1 | Remind them to submit | ସେମାନେ ପୂର୍ବରୁ ଜାଣିଥିବା ବିଷୟକୁ, ବଶୀଭୂତ ହେବାକୁ କିମ୍ବା “ବଶୀଭୂତ ହେବା ନିମନ୍ତେ ସ୍ମରଣ କରାଇ ଦେବାକୁ” ଆମ୍ଭର ଲୋକମାନଙ୍କୁ ପୁନର୍ବାର କୁହ | |
87 | TIT | 3 | 1 | w3fy | ἀρχαῖς, ἐξουσίαις, ὑποτάσσεσθαι, πειθαρχεῖν | 1 | submit to rulers and authorities, to obey them | ରାଜନୈତିକ ଓ ସରକାରୀ ଅଧିକାରୀ କହିବା ପ୍ରକାରେ ସେମାନଙ୍କର ବାଧ୍ୟ ହୁଅ ଏବଂ କାର୍ଯ୍ୟ କର | |
88 | TIT | 3 | 1 | wa9x | ἀρχαῖς ἐξουσίαις | 1 | rulers and authorities | ଏହି ପଦଗୁଡିକର ଅର୍ଥ ଏକାପରି ଓ ସରକାରରେ ଅଧିକାର ପଦ ପ୍ରାପ୍ତ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଏଠାରେ ଏକତ୍ର ଭାବରେ ବ୍ୟବହାର କରାଯାଇଛି I | |
89 | TIT | 3 | 1 | in7u | πρὸς πᾶν ἔργον ἀγαθὸν ἑτοίμους εἶναι | 1 | be ready for every good work | ସୁଯୋଗ ଥିବା ସମୟରେ ସତ୍କର୍ମ କରିବାପାଇଁ ପ୍ରସ୍ତୁତ ରୁହ | |
90 | TIT | 3 | 2 | lug7 | βλασφημεῖν | 1 | to revile | ମନ୍ଦ କଥା କହିବାକୁ | |
91 | TIT | 3 | 3 | m9zd | γάρ ποτε καὶ ἡμεῖς | 1 | For once we ourselves | ଏହାର କାରଣ ହେଉଛି, ଆମ୍ଭେମାନେ ମଧ୍ୟ ପୂର୍ବେ | |
92 | TIT | 3 | 3 | me7b | ποτε | 1 | once | ପୂର୍ବ ସମୟରେ ବା “କୌଣସି ସମୟରେ” କିମ୍ବା “ଆଗରୁ” | |
93 | TIT | 3 | 3 | bl8e | ἡμεῖς | 1 | we ourselves | ଏପରିକି ଆମ୍ଭେମାନେ କିମ୍ବା “ଆମ୍ଭେମାନେ ମଧ୍ୟ” | |
94 | TIT | 3 | 3 | rrx9 | ἦμεν ... ἀνόητοι | 1 | were thoughtless | ନିର୍ବୋଧ ଥିଲୁ କିମ୍ବା “ଅଜ୍ଞାନ ଥିଲୁ” | |
95 | TIT | 3 | 3 | qt8f | figs-personification | πλανώμενοι, δουλεύοντες ἐπιθυμίαις καὶ ἡδοναῖς ποικίλαις | 1 | We were led astray and enslaved by various passions and pleasures | କୁଅଭିଳାଷ ଓ ସୁଖଭୋଗ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଲୋକମାନଙ୍କ ଉପରେ କର୍ତ୍ତା ଅଟନ୍ତି ଓ ସେମାନଙ୍କୁ ମିଥ୍ୟାକହି ସେମାନଙ୍କୁ ଆପଣାର ଦାସ କରିଅଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଭିନ୍ନ ପ୍ରକାର କୁଅଭିଳାଷ ଓ ସୁଖଭୋଗ ଆମ୍ଭମାନଙ୍କୁ ମିଥ୍ୟା କହି ଆମ୍ଭମାନଙ୍କୁ ଭ୍ରାନ୍ତ ପଥରେ ନେଇଯାଇଥିଲା” କିମ୍ବା “ଆମ୍ଭେମାନେ ଆପଣା ଆପଣାକୁ ବିଭିନ୍ନ ପ୍ରକାର କୁଅଭିଳାଷ ଓ ସୁଖଭୋଗର ମିଥ୍ୟାକୁ ବିଶ୍ବାସ କରିବାକୁ ଦେଇଥିଲୁ ଓ ତା’ପରେ ଆମ୍ଭମାନଙ୍କ ଅନୁଭବକୁ ଆୟତ୍ତ କରିପାରି ନ ଥିଲୁ କି ଆମ୍ଭମାନଙ୍କୁ ସୁଖ ଦେବ ବୋଲି ଭାବିଥିବା ବିଷୟକୁ ଅଟକାଇ ପାରି ନ ଥିଲୁ” (ଦେଖ: [[rc://en/ta/man/translate/figs-personification]] ଓ [[rc://en/ta/man/translate/figs-activepassive]]) |
96 | TIT | 3 | 3 | tl5n | ἐπιθυμίαις | 1 | passions | କୁଅଭିଳାଷ କିମ୍ବା “ଅଭିଳାଷ” | |
97 | TIT | 3 | 3 | dec4 | figs-hendiadys | ἐν κακίᾳ καὶ φθόνῳ διάγοντες | 1 | We lived in evil and envy | ଏଠାରେ “ମନ୍ଦତା” ଓ “ଈର୍ଷା” ପାପ ନିମନ୍ତେ ଏକାପରି ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ମନ୍ଦ କାର୍ଯ୍ୟ କରୁଥିଲୁ ଓ ଅନ୍ୟମାନଙ୍କର ଯାହା ଅଛି, ତାହା ପାଇବାକୁ ଚାହୁଁଥିଲୁ” (ଦେଖ: [[rc://en/ta/man/translate/figs-hendiadys]]) |
98 | TIT | 3 | 3 | y5lp | στυγητοί | 1 | We were detestable | ଆମ୍ଭେମାନେ ଅନ୍ୟମାନଙ୍କ ଘୃଣାର ପାତ୍ର ଥିଲୁ | |
99 | TIT | 3 | 4 | ba5a | figs-personification | ὅτε ... ἡ χρηστότης καὶ ἡ φιλανθρωπία ἐπεφάνη τοῦ Σωτῆρος ἡμῶν, Θεοῦ | 1 | when the kindness of God our Savior and his love for mankind appeared | ଈଶ୍ବରଙ୍କ ଦୟା ଓ ପ୍ରେମ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ଆମ୍ଭମାନଙ୍କ ଦୃଷ୍ଟିକୁ ଆସିଥିବା ଲୋକମାନେ ଅଟନ୍ତି I (ଦେଖ: [[rc://en/ta/man/translate/figs-personification]]) |
100 | TIT | 3 | 5 | n4ug | κατὰ τὸ αὐτοῦ ἔλεος | 1 | by his mercy | ଯେହେତୁ ସେ ଆମ୍ଭମାନଙ୍କ ପ୍ରତି ଦୟା କଲେ | |
101 | TIT | 3 | 5 | k1a6 | figs-metaphor | λουτροῦ παλινγενεσίας | 1 | washing of new birth | ପାପୀମାନଙ୍କପାଇଁ ଈଶ୍ବରଙ୍କ କ୍ଷମା ବିଷୟରେ ପାଉଲ ସମ୍ଭବତଃ କହୁଛନ୍ତି ଯେ ସତେ ଯେପରି ସେ ଆକ୍ଷରିକଭାବରେ ସେମାନଙ୍କୁ ଧୋଇଦେଉଛନ୍ତି I ସେ ମଧ୍ୟ ଈଶ୍ବରଙ୍କ ନିକଟକୁ ଫେରୁଥିବା ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ପୁନର୍ଜନ୍ମ ପ୍ରାପ୍ତ ହୋଇଛନ୍ତି I (ଦେଖ: [[rc://en/ta/man/translate/figs-metaphor]]) |
102 | TIT | 3 | 6 | fby9 | figs-metaphor | οὗ ἐξέχεεν ἐφ’ ἡμᾶς πλουσίως | 1 | whom God richly poured on us | ନୂତନ ନିୟମର ଲେଖକ ମାନଙ୍କ ନିମନ୍ତେ ପବିତ୍ର ଆତ୍ମା ବିଷୟରେ ଏହା କହିବା ଏକ ସାଧାରଣ ବିଷୟ ଯେ ସେ ଗୋଟିଏ ତରଳ ପଦାର୍ଥ ସଦୃଶ, ଯାହାଙ୍କୁ ଈଶ୍ବର ବହୁ ପରିମାଣରେ ଢାଳିଦେବେ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ପ୍ରଚୁରରୂପେ ଦେଇଅଛନ୍ତି” (ଦେଖ: [[rc://en/ta/man/translate/figs-metaphor]]) |
103 | TIT | 3 | 6 | q9ze | διὰ Ἰησοῦ Χριστοῦ τοῦ Σωτῆρος ἡμῶν | 1 | through our Savior Jesus Christ | ଯେତେବେଳେ ଯୀଶୁ ଆମ୍ଭମାନଙ୍କୁ ପରିତ୍ରାଣ କଲେ | |
104 | TIT | 3 | 7 | di3g | figs-activepassive | δικαιωθέντες | 1 | having been justified | ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଆମ୍ଭମାନଙ୍କୁ ପାପରହିତ ବୋଲି ଘୋଷଣା କଲେ” (ଦେଖ: [[rc://en/ta/man/translate/figs-activepassive]]) |
105 | TIT | 3 | 7 | q1cm | figs-metaphor | κληρονόμοι γενηθῶμεν κατ’ ἐλπίδα ζωῆς αἰωνίου | 1 | we might become heirs with the certain hope of eternal life | ଈଶ୍ବର ପ୍ରତିଜ୍ଞା କରିଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଜଣେ ପରିବାରର ସଦସ୍ୟଙ୍କଠାରୁ ଧନ ଓ ସମ୍ପତ୍ତି ଅଧିକାର କରିବେ I (ଦେଖ: [[rc://en/ta/man/translate/figs-metaphor]]) |
106 | TIT | 3 | 8 | j8md | ὁ λόγος | 1 | This message | ଏହା ଈଶ୍ବର ଯୀଶୁଙ୍କ ଦ୍ବାରା [ତିତସ୍ ୩:୭](../03/07.md) ବିଶ୍ବାସୀମାନଙ୍କୁ ପବିତ୍ର ଆତ୍ମା ଦେବା ବିଷୟକୁ ବୁଝାଏ I | |
107 | TIT | 3 | 8 | kqm6 | φροντίζωσιν καλῶν ἔργων προΐστασθαι | 1 | may be careful to engage themselves in good works | ଯେପରି ସତ୍କର୍ମ କରିବାକୁ ଚାହିଁବେ | |
108 | TIT | 3 | 9 | tzh9 | 0 | Connecting Statement: | ପାଉଲ ତିତସଙ୍କୁ ବୁଝାଉଛନ୍ତି ଯେ ସେ କଅଣ ଏଡାଇବା ଉଚିତ ଓ ବିଶ୍ବାସୀମାନଙ୍କ ମଧ୍ୟରେ କଳହ ସୃଷ୍ଟି କରୁଥିବା ଲୋକମାନଙ୍କ ପ୍ରତି କିପରି ବ୍ୟବହାର କରିବା ଆବଶ୍ୟକ I | ||
109 | TIT | 3 | 9 | j1hf | δὲ περιΐστασο | 1 | But avoid | ସେଥିପାଇଁ ଏଡ଼ାଅ କିମ୍ବା “ଅତଏବ, ଏଡ଼ାଅ” | |
110 | TIT | 3 | 9 | xnf9 | μωρὰς ζητήσεις | 1 | foolish debates | ଗୁରୁତ୍ବହୀନ ବିଷୟ ଗୁଡିକ ସମ୍ବନ୍ଧରେ ବାଦାନୁବାଦ | |
111 | TIT | 3 | 9 | qk66 | γενεαλογίας | 1 | genealogies | ଏହା ପରିବାର ଜ୍ଞାତି ସମ୍ପର୍କର ଅଧ୍ୟୟନ | |
112 | TIT | 3 | 9 | xu7f | ἔρεις | 1 | strife | ବାଦାନୁବାଦ ବା କଳହ | |
113 | TIT | 3 | 9 | ky3n | νομικὰς | 1 | the law | ମୋଶାଙ୍କ ବ୍ୟବସ୍ଥା | |
114 | TIT | 3 | 10 | x3fh | ἄνθρωπον ... παραιτοῦ | 1 | Reject anyone | ସେମାନଙ୍କଠାରୁ ଅନ୍ତର ହୁଅ | |
115 | TIT | 3 | 10 | xzx1 | μετὰ μίαν καὶ δευτέραν νουθεσίαν | 1 | after one or two warnings | ଠାରେ କିମ୍ବା ଦୁଇଥର ସେହି ଲୋକକୁ ସତର୍କ କରାଇଲା ଉତ୍ତାରେ | |
116 | TIT | 3 | 11 | r7pc | ὁ τοιοῦτος | 1 | such a person | ଏହିପରି ଲୋକ | |
117 | TIT | 3 | 11 | inh5 | figs-metaphor | ἐξέστραπται | 1 | has turned from the right way | ଦୋଷ କରୁଥିବା ଲୋକ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପଥ ଭ୍ରଷ୍ଟ ହୋଇଅଛି I (ଦେଖ: [[rc://en/ta/man/translate/figs-metaphor]]) |
118 | TIT | 3 | 11 | p81k | ὢν αὐτοκατάκριτος | 1 | condemns himself | ସେ ଆପଣା ଉପରକୁ ଦଣ୍ଡ ଆଣିଅଛି | |
119 | TIT | 3 | 12 | z7i4 | 0 | Connecting Statement: | କ୍ରୀତୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କଲାପରେ କଅଣ କରିବାକୁ ହେବ, ପାଉଲ ତାହା ତିତସଙ୍କୁ କହି ଓ ତାହାଙ୍କ ସହିତ ଥିବା ଲୋକମାନଙ୍କଠାରୁ ନମସ୍କାର ଦେଇ ପତ୍ରଟିକୁ ସମାପ୍ତ କରୁଛନ୍ତି I | ||
120 | TIT | 3 | 12 | mba6 | ὅταν πέμψω | 1 | When I send | ମୁଁ ପଠାଇଲା ପରେ | |
121 | TIT | 3 | 12 | c32w | translate-names | Ἀρτεμᾶν ... Τυχικόν | 1 | Artemas ... Tychicus | ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]]) |
122 | TIT | 3 | 12 | knt1 | σπούδασον ἐλθεῖν | 1 | hurry and come | ଶୀଘ୍ର ଆସ | |
123 | TIT | 3 | 12 | gdw9 | παραχειμάσαι | 1 | spend the winter | ଶୀତ କାଳ କ୍ଷେପଣ କରିବି | |
124 | TIT | 3 | 13 | a46f | translate-names | Ζηνᾶν | 1 | Zenas | ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]]) |
125 | TIT | 3 | 13 | j496 | σπουδαίως πρόπεμψο | 1 | Do everything you can to send | ପଠାଇବାକୁ ବିଳମ୍ବ କର ନାହିଁ | |
126 | TIT | 3 | 13 | s757 | καὶ Ἀπολλῶν | 1 | and Apollos | ଆଉ ମଧ୍ୟ ଆପଲ୍ଲଙ୍କୁ ପଠାଇଦିଅ | |
127 | TIT | 3 | 14 | v7wg | 0 | Connecting Statement: | ଜୀନା ଓ ଆପଲ୍ଲଙ୍କ ଅଭାବ ପୂରଣ କରିବା କାହିଁକି ଗୁରୁତ୍ବପୂର୍ଣ୍ଣ, ପାଉଲ ତାହା ବୁଝାଉଛନ୍ତି I | ||
128 | TIT | 3 | 14 | fw98 | οἱ ἡμέτεροι | 1 | Our people | ପାଉଲ କ୍ରୀତୀରେ ଥିବା ବିଶ୍ବାସୀମାନଙ୍କୁ ଉଲ୍ଲେଖ କରୁଛନ୍ତି I | |
129 | TIT | 3 | 14 | tn24 | εἰς τὰς ἀναγκαίας χρείας | 1 | that provide for urgent needs | ଯେଉଁ ଲୋକମାନଙ୍କର ଅତି ଶୀଘ୍ର ଗୁରୁତ୍ବପୂର୍ଣ୍ଣ ବିଷୟ ଗୁଡିକର ପ୍ରୟୋଜନ, ତାହା ସେମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ କରିବ | |
130 | TIT | 3 | 14 | mji4 | figs-doublenegatives | εἰς τὰς ἀναγκαίας χρείας, ἵνα μὴ ὦσιν ἄκαρποι | 1 | needs, and so not be unfruitful | ଲୋକମାନେ ସତ୍କର୍ମ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଫଳ ଧାରଣ କରୁଥିବା ବୃକ୍ଷ I ଏହି ଦୈତ ନକାରାତ୍ମକ ବିଷୟର ଅର୍ଥ ହେଉଛି ସେମାନେ ଫଳବାନ୍ ବା ଉପକାରୀ ହେବା ଉଚିତ I ବିକଳ୍ପ ଅନୁବାଦ: “ପ୍ରୟୋଜନୀୟ ବିଷୟ; ଏହିପ୍ରକାରେ ସେମାନେ ଫଳବାନ୍ ହେବେ” କିମ୍ବା “ପ୍ରୟୋଜନୀୟ ବିଷୟ, ଆଉ ସେମାନେ ସତ୍କର୍ମ କରିବେ” (ଦେଖ: [[rc://en/ta/man/translate/figs-doublenegatives]]) |
131 | TIT | 3 | 15 | j3y2 | 0 | General Information: | ପାଉଲ ତିତସଙ୍କୁ ଲେଖୁଥିବା ପତ୍ର ଶେଷ କରୁଛନ୍ତି I | ||
132 | TIT | 3 | 15 | k1sa | οἱ μετ’ πάντες | 1 | All those | ସମସ୍ତେ | |
133 | TIT | 3 | 15 | f4vc | τοὺς φιλοῦντας ἡμᾶς ἐν πίστει | 1 | those who love us in faith | ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କୁ ପ୍ରେମ କରୁଥିବା ବିଶ୍ବାସୀମାନେ” କିମ୍ବା ୨) “ଆମ୍ଭମାନଙ୍କୁ ପ୍ରେମ କରୁଥିବା ବିଶ୍ବାସୀମାନେ, କାରଣ ଆମ୍ଭେମାନେ ସମାନ ବିଷୟକୁ ବିଶ୍ବାସ କରୁଅଛୁ” | |
134 | TIT | 3 | 15 | kx83 | ἡ χάρις μετὰ πάντων ὑμῶν | 1 | Grace be with all of you | ଏହା ଗୋଟିଏ ସାଧାରଣ ଖ୍ରୀଷ୍ଟିୟାନ ନମସ୍କାର I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଅନୁଗ୍ରହ ତୁମ୍ଭର ସହବର୍ତ୍ତୀ ହେଉ” କିମ୍ବା “ମୁଁ ପ୍ରାର୍ଥନା କରୁଅଛି ଯେ ଈଶ୍ବର ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ କରିବେ” |