1.9 KiB
1.9 KiB
ସେମାନେ ଉର୍ଦ୍ଧ୍ୱକୁ ଦେଖୁ ଦେଖୁ
“ପ୍ରେରିତମାନେ ଅକାଶରେ ଉର୍ଦ୍ଧ୍ୱକୁ ଦେଖୁ ଦେଖୁ”
ସେ ସେମାନଙ୍କ ଦୃଷ୍ଟିଗୋଚରରୁ ମେଘ ମଧ୍ୟରେ ସମ୍ପୂର୍ଣ୍ଣଭାବେ ଅଦୃଶ୍ୟ ହୋଇଗଲେ
“ସେ ଆକାଶ ମଧ୍ୟକୁ ନୀତ ହେଲେ, ଏବଂ ଏକ ମେଘ ସେମାନଙ୍କ ଦୃଷ୍ଟିଗୋଚରକୁ ବ୍ୟାଘାତ କଲା ଓ ସେମାନେ ତାହାଙ୍କୁ କୌଣସି ପ୍ରକାରେ ଆଉ ଦେଖି ପାରିଲେ ନାହିଁ|”
ସ୍ୱର୍ଗ ଆଡ଼କୁ ଏକ ଦୃଷ୍ଟିରେ ଚାହିଁଅଛନ୍ତି
“ଆକାଶ ଆଡ଼କୁ ଏକ ଲୟରେ ଚାହିଁଅଛନ୍ତି” କିମ୍ବା “ଆକାଶ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁଅଛନ୍ତି”
ହେ ଗାଲିଲୀୟ ଲୋକେ
ବିଶେଷ ଭାବରେ “ହେ ପ୍ରେରିତମାନେ”| ଯଦିଓ ସ୍ୱର୍ଗଦୂତମାନେ ପ୍ରେରିତମାନଙ୍କୁ କଥା କହିଲେ, ଅନ୍ୟ ପଦଗୁଡ଼ିକ ସୂଚିତ କରେ ଯାହା ଅନ୍ୟ ଶିଷ୍ୟମାନେ, ଉଭୟ ପୁରୁଷ ଓ ସ୍ତ୍ରୀ, ଏହି ଘଟଣାରେ ଉପସ୍ଥିତ ଥିଲେ|
କାହିଁକି ତୁମ୍ଭେମାନେ ସ୍ୱର୍ଗ ଆଡ଼କୁ ଚାହିଁ ଠିଆ ହୋଇଅଛ?
ଏହି ପ୍ରଭାବିତ ପ୍ରଶ୍ନ ୟୁଡିବୀରେ ଥିବା ସଦୃଶ ଏକ ବିବୃତି ରୂପେ ଅନୁବାଦ କରାଯାଇପାରେ| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)