15 lines
1.9 KiB
Markdown
15 lines
1.9 KiB
Markdown
|
# ସେମାନେ ଉର୍ଦ୍ଧ୍ୱକୁ ଦେଖୁ ଦେଖୁ
|
||
|
“ପ୍ରେରିତମାନେ ଅକାଶରେ ଉର୍ଦ୍ଧ୍ୱକୁ ଦେଖୁ ଦେଖୁ”
|
||
|
|
||
|
# ସେ ସେମାନଙ୍କ ଦୃଷ୍ଟିଗୋଚରରୁ ମେଘ ମଧ୍ୟରେ ସମ୍ପୂର୍ଣ୍ଣଭାବେ ଅଦୃଶ୍ୟ ହୋଇଗଲେ
|
||
|
“ସେ ଆକାଶ ମଧ୍ୟକୁ ନୀତ ହେଲେ, ଏବଂ ଏକ ମେଘ ସେମାନଙ୍କ ଦୃଷ୍ଟିଗୋଚରକୁ ବ୍ୟାଘାତ କଲା ଓ ସେମାନେ ତାହାଙ୍କୁ କୌଣସି ପ୍ରକାରେ ଆଉ ଦେଖି ପାରିଲେ ନାହିଁ|”
|
||
|
|
||
|
# ସ୍ୱର୍ଗ ଆଡ଼କୁ ଏକ ଦୃଷ୍ଟିରେ ଚାହିଁଅଛନ୍ତି
|
||
|
“ଆକାଶ ଆଡ଼କୁ ଏକ ଲୟରେ ଚାହିଁଅଛନ୍ତି” କିମ୍ବା “ଆକାଶ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁଅଛନ୍ତି”
|
||
|
|
||
|
# ହେ ଗାଲିଲୀୟ ଲୋକେ
|
||
|
ବିଶେଷ ଭାବରେ “ହେ ପ୍ରେରିତମାନେ”| ଯଦିଓ ସ୍ୱର୍ଗଦୂତମାନେ ପ୍ରେରିତମାନଙ୍କୁ କଥା କହିଲେ,
|
||
|
ଅନ୍ୟ ପଦଗୁଡ଼ିକ ସୂଚିତ କରେ ଯାହା ଅନ୍ୟ ଶିଷ୍ୟମାନେ, ଉଭୟ ପୁରୁଷ ଓ ସ୍ତ୍ରୀ, ଏହି ଘଟଣାରେ ଉପସ୍ଥିତ ଥିଲେ|
|
||
|
|
||
|
# କାହିଁକି ତୁମ୍ଭେମାନେ ସ୍ୱର୍ଗ ଆଡ଼କୁ ଚାହିଁ ଠିଆ ହୋଇଅଛ?
|
||
|
ଏହି ପ୍ରଭାବିତ ପ୍ରଶ୍ନ ୟୁଡିବୀରେ ଥିବା ସଦୃଶ ଏକ ବିବୃତି ରୂପେ ଅନୁବାଦ କରାଯାଇପାରେ| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
|