or_tn/ACT/13/30.md

10 lines
588 B
Markdown

# (ପାଉଲ କହିଆସୁଅଛନ୍ତି|)
# କିନ୍ତୁ ଈଶ୍ୱର ତାହାଙ୍କୁ ଉଠାଇଲେ
“କିନ୍ତୁ ଈଶ୍ୱର ଯୀଶୁଙ୍କୁ ଉଠାଇଲେ”
# ସେ ଦେଖାଦେଲେ
“ଯୀଶୁ ଦେଖାଦେଲେ”
# ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ
“ବର୍ତ୍ତମାନ ଲୋକମାନଙ୍କ ନିକଟରେ ଯୀଶୁଙ୍କର ସାକ୍ଷ୍ୟ ଦେଉଅଛନ୍ତି”