# (ପାଉଲ କହିଆସୁଅଛନ୍ତି|) # କିନ୍ତୁ ଈଶ୍ୱର ତାହାଙ୍କୁ ଉଠାଇଲେ “କିନ୍ତୁ ଈଶ୍ୱର ଯୀଶୁଙ୍କୁ ଉଠାଇଲେ” # ସେ ଦେଖାଦେଲେ “ଯୀଶୁ ଦେଖାଦେଲେ” # ବର୍ତ୍ତମାନ ଲୋକମାନଙ୍କ ନିକଟରେ ତାହାଙ୍କର ସାକ୍ଷୀ “ବର୍ତ୍ତମାନ ଲୋକମାନଙ୍କ ନିକଟରେ ଯୀଶୁଙ୍କର ସାକ୍ଷ୍ୟ ଦେଉଅଛନ୍ତି”