or_tn/ACT/01/15.md

11 lines
1.1 KiB
Markdown

# ସେହି ଦିନରେ
“ସେହି ଦିନରେ ଅଳ୍ପ ସମୟ ପରେ ଯୀଶୁ ସ୍ଵର୍ଗକୁ ଫେରିଗଲେ”
# ଭାଇମାନଙ୍କ ମଧ୍ୟରେ
“ଭାଇମାନଙ୍କ” ଅନେକ ସମୟରେ ସହବିଶ୍ଵାସୀମାନଙ୍କୁ ଦର୍ଶାଏ ଏବଂ ଏହା ଉଭୟେ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ ହୋଇପାରନ୍ତି|
# ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା
ପିତର ବିଶେଷତଃ ଯିହୁଦା ସମ୍ବନ୍ଧୀୟ ଭାବବାଣୀ କହୁଥିଲେ|
# ଦାଉଦଙ୍କ ମୁଖ ଦ୍ୱାରା
“ଦାଉଦଙ୍କ ବାକ୍ୟ|” ଦାଉଦ ସେଗୁଡ଼ିକ ଲେଖିବା ସତ୍ଵେ ମଧ୍ୟ ଏହି ଶବ୍ଦ “ମୁଖ” ବ୍ୟବହାର କରାଯାଉଛି “ବାକ୍ୟ” କୁ ଦର୍ଶାଇବା ନିମନ୍ତେ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)