# ସେହି ଦିନରେ “ସେହି ଦିନରେ ଅଳ୍ପ ସମୟ ପରେ ଯୀଶୁ ସ୍ଵର୍ଗକୁ ଫେରିଗଲେ” # ଭାଇମାନଙ୍କ ମଧ୍ୟରେ “ଭାଇମାନଙ୍କ” ଅନେକ ସମୟରେ ସହବିଶ୍ଵାସୀମାନଙ୍କୁ ଦର୍ଶାଏ ଏବଂ ଏହା ଉଭୟେ ପୁରୁଷ ଓ ସ୍ତ୍ରୀ ଅନ୍ତର୍ଭୁକ୍ତ ହୋଇପାରନ୍ତି| # ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା ପିତର ବିଶେଷତଃ ଯିହୁଦା ସମ୍ବନ୍ଧୀୟ ଭାବବାଣୀ କହୁଥିଲେ| # ଦାଉଦଙ୍କ ମୁଖ ଦ୍ୱାରା “ଦାଉଦଙ୍କ ବାକ୍ୟ|” ଦାଉଦ ସେଗୁଡ଼ିକ ଲେଖିବା ସତ୍ଵେ ମଧ୍ୟ ଏହି ଶବ୍ଦ “ମୁଖ” ବ୍ୟବହାର କରାଯାଉଛି “ବାକ୍ୟ” କୁ ଦର୍ଶାଇବା ନିମନ୍ତେ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)