or_tn_old/mrk/14/35.md

834 B

if it were possible

ଏହାର ଅର୍ଥ ଯେ ଯଦି ଈଶ୍ବର ଏହା ଘଟିବାକୁ ଅନୁମତି ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଯଦି ଈଶ୍ବରଙ୍କ ଇଛା କରନ୍ତି” (ଦେଖ: rc://*/ta/man/translate/figs-explicit)

the hour might pass

ଏଠାରେ “ଏହି ସମୟ” ଯୀଶୁଙ୍କ ଉଭୟ ବର୍ତ୍ତମାନ ଉଦ୍ୟାନରେ ଓ ପରବର୍ତ୍ତି :ଦୁଃଖଭୋଗର ସମୟ”କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେ ସେ ଏହି ଦୁଖଭୋଗର ସମୟ ମଧ୍ୟଦେଇ ଯିବା ପାଇଁ ତାହାଙ୍କର ଇଛା ନଥିଲା” (ଦେଖ: rc://*/ta/man/translate/figs-explicit)