# if it were possible ଏହାର ଅର୍ଥ ଯେ ଯଦି ଈଶ୍ବର ଏହା ଘଟିବାକୁ ଅନୁମତି ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଯଦି ଈଶ୍ବରଙ୍କ ଇଛା କରନ୍ତି” (ଦେଖ: [[rc://*/ta/man/translate/figs-explicit]]) # the hour might pass ଏଠାରେ “ଏହି ସମୟ” ଯୀଶୁଙ୍କ ଉଭୟ ବର୍ତ୍ତମାନ ଉଦ୍ୟାନରେ ଓ ପରବର୍ତ୍ତି :ଦୁଃଖଭୋଗର ସମୟ”କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେ ସେ ଏହି ଦୁଖଭୋଗର ସମୟ ମଧ୍ୟଦେଇ ଯିବା ପାଇଁ ତାହାଙ୍କର ଇଛା ନଥିଲା” (ଦେଖ: [[rc://*/ta/man/translate/figs-explicit]])