or_tn_old/mrk/14/19.md

853 B
Raw Permalink Blame History

one by one

ଏହାର ଅର୍ଥ ଯେ “ଥରକୁ ଜଣେ” ଶିଷ୍ୟ ତାହାଙ୍କୁ ପଚାରିଲେ I

Surely not I?

ସାମ୍ଭାବିତ ଅର୍ଥଗୁଡିକ ୧) ଏହି ପ୍ରଶ୍ନର ଉତ୍ତର ନାଁ ହେବ ବୋଲି ଶିଷ୍ୟମାନେ ଆଶା କରି ଏହା କରିଥିଲେ କିମ୍ବା ) ଏହା ଏକ ବ୍ୟାଖ୍ୟାମୁଳକ ପ୍ରଶ୍ନ ଯାହାର ଉତ୍ତର ଆଶା କରାଗଲା ନାହି I ଅନ୍ୟଏକ ଅନୁବାଦରେ: “ନିଶ୍ଚିତ ମୁଁ କ’ଣ ପ୍ରଭୁ ତୁମକୁ ଶତ୍ରୁ ହସ୍ତରେ ସମର୍ପଣ କରିବି !” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-explicit]])