or_tn_old/mrk/14/19.md

8 lines
853 B
Markdown
Raw Permalink Normal View History

2020-11-19 00:15:53 +00:00
# one by one
ଏହାର ଅର୍ଥ ଯେ “ଥରକୁ ଜଣେ” ଶିଷ୍ୟ ତାହାଙ୍କୁ ପଚାରିଲେ I
# Surely not I?
ସାମ୍ଭାବିତ ଅର୍ଥଗୁଡିକ ୧) ଏହି ପ୍ରଶ୍ନର ଉତ୍ତର ନାଁ ହେବ ବୋଲି ଶିଷ୍ୟମାନେ ଆଶା କରି ଏହା କରିଥିଲେ କିମ୍ବା ) ଏହା ଏକ ବ୍ୟାଖ୍ୟାମୁଳକ ପ୍ରଶ୍ନ ଯାହାର ଉତ୍ତର ଆଶା କରାଗଲା ନାହି I ଅନ୍ୟଏକ ଅନୁବାଦରେ: “ନିଶ୍ଚିତ ମୁଁ କ’ଣ ପ୍ରଭୁ ତୁମକୁ ଶତ୍ରୁ ହସ୍ତରେ ସମର୍ପଣ କରିବି !” (ଦେଖ: [[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-explicit]])