or_tn_old/mat/22/29.md

523 B

You are mistaken

ଯୀଶୁ କହିବାର ଅର୍ଥ ଯେ ସେମାନେ ପୁନ୍ନରୁଥାନ ବିଷୟରେ ଭ୍ରାନ୍ତ ହୋଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ପୁନ୍ନରୁଥାନ ସମ୍ବନ୍ଧରେ ଭ୍ରାନ୍ତ ହୋଇଅଛ” (ଦେଖ: rc://*/ta/man/translate/figs-explicit)

the power of God

ଈଶ୍ବର କଅଣ କରିବାକୁ ସମର୍ଥ ଅଟନ୍ତି