# You are mistaken ଯୀଶୁ କହିବାର ଅର୍ଥ ଯେ ସେମାନେ ପୁନ୍ନରୁଥାନ ବିଷୟରେ ଭ୍ରାନ୍ତ ହୋଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ପୁନ୍ନରୁଥାନ ସମ୍ବନ୍ଧରେ ଭ୍ରାନ୍ତ ହୋଇଅଛ” (ଦେଖ: [[rc://*/ta/man/translate/figs-explicit]]) # the power of God ଈଶ୍ବର କଅଣ କରିବାକୁ ସମର୍ଥ ଅଟନ୍ତି