or_tn_old/mat/15/27.md

1.0 KiB

even the little dogs eat some of the crumbs that fall from their masters' tables

ସେହି ସମାନ ଚିତ୍ରକୁ ନେଇ ସ୍ତ୍ରୀଲୋକଟି ଯୀଶୁଙ୍କୁ ଉତ୍ତର ଦେଲେ ଯେଉଁ ଚିତ୍ର ଯୀଶୁ ପ୍ରବାଦରେ ବ୍ୟବହାର କରିଥିଲେ I ସେ କହିବାର ଅର୍ଥ ଅଣ-ଯିହୁଦୀମାନଙ୍କର କିଛି ଭଲ ବିଷୟ ଅଛି ଯାହାକୁ ଯିହୁଦୀମାନେ ଫୋପାଡି ଦିଅନ୍ତି I (ଦେଖ: rc://*/ta/man/translate/figs-metaphor)

little dogs

ଏଠାରେ ବ୍ୟବହୃତ ହୋଇଥିବା କୁକୁର ଶବ୍ଦକୁ ଏପରି ବ୍ୟବହାର କର ଯେପରି ଲୋକମାନେ କୁକୁରକୁ ଗୃହପାଳିତ ପଶୁ ପରି ରଖନ୍ତି I ଦେଖ ତୁମେ ଏଅହକୁ ମାଥିଉ ୧୫:୨୬ରେ କିପରି ଅନୁବାଦ କରିଅଚ୍ଛ I