or_tn_old/mat/15/26.md

1.1 KiB

It is not right to take the children's bread and throw it to the little dogs

ଯୀଶୁ ସ୍ତ୍ରୀ ଲୋକଟିକୁ ପ୍ରବାଦ (ହିତବାଣୀ) ମାଧ୍ୟମରେ ଉତ୍ତର ଦେଲେ I ଏହାର ମୁଳ ଅର୍ଥ ଏହା ଯେ ଏହା ଯିହୁଦୀମାନଙ୍କ ନିମନ୍ତେ ଯାହା ଉଦ୍ଧିଷ୍ଟ ତାହା ସେମାନଙ୍କୁ ନଦେଇ ଜଣେ ଅଣ-ଯିହୁଦୀଙ୍କୁ ଦେବା ଅଟେ I (ଦେଖ: rc://*/ta/man/translate/writing-proverbs)

the children's bread

ଏଠାରେ “ଆହାର” ସାଧାରଣ ଖାଦ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସନ୍ତାନଗଣଙ୍କ ଆହାର” (ଦେଖ: rc://*/ta/man/translate/figs-synecdoche)

the little dogs

ଯିହୁଦୀମାନେ କୁକୁରକୁ ଅଶୁଚି ପ୍ରାଣୀ ମନେ କରନ୍ତି I ଏଠାରେ ସେଗୁଡିକ ଅଣ-ଯିହୁଦୀମାନଙ୍କ ନିମନ୍ତେ ଏକ ଚିତ୍ର ସଦୃଶ ବ୍ୟବହାର ହୋଇଛି I