or_tn_old/mat/11/28.md

1.3 KiB

Connecting Statement:

ଯୀଶୁ ଲୋକସମୁହକୁ ଶିକ୍ଷା ଦେବା ସମାପ୍ତ କଲେ I

all you

“ତୁମ୍ଭେ” ଶବ୍ଦର ସମସ୍ତ ବ୍ୟବହାର ବହୁବଚନ ଅଟେ I (ଦେଖ: rc://*/ta/man/translate/figs-you)

who labor and are heavy burdened

ଯୀଶୁ ହତୋତ୍ସାହ ହେଉଥିବା ଲୋକମାନଙ୍କୁ କହିଲେ ବ୍ୟବସ୍ଥାର ବାଧ୍ୟ ହେବା ନିମନ୍ତେ ପ୍ରଚେଷ୍ଟା କରି ଯଦି ସେହି ବ୍ୟବସ୍ଥା ଗୁଡିକ ବୋଝଗ୍ରସ୍ତ କରେ ଓ ଲୋକମାନେ ତାହାକୁ ବୋହିଵା ନିମନ୍ତେ ପରିଶ୍ରମ କରନ୍ତି I ଅନ୍ୟ ଏକ ଅନୁବାଦରେ: “ହେ ପରିଶ୍ରାନ୍ତ ହାତୋତ୍ସାହୀ ଲୋକମାନେ” କିମ୍ବା “ବ୍ୟବସ୍ଥା ନିର୍ଭୁଲରୁପ ପାଳନ କରୁଥିବା ନିରୁତ୍ସାହୀତ ଲୋକମାନେ” (ଦେଖ: rc://*/ta/man/translate/figs-metaphor)

I will give you rest

ମୁଁ ତୁମମାନଙ୍କୁ ତୁମ୍ଭର ପରିଶ୍ରମ ଓ ବୋଝରୁ ବିଶ୍ରାମ ଦେବି