or_tn_old/mat/11/28.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଲୋକସମୁହକୁ ଶିକ୍ଷା ଦେବା ସମାପ୍ତ କଲେ I
# all you
“ତୁମ୍ଭେ” ଶବ୍ଦର ସମସ୍ତ ବ୍ୟବହାର ବହୁବଚନ ଅଟେ I (ଦେଖ: [[rc://*/ta/man/translate/figs-you]])
# who labor and are heavy burdened
ଯୀଶୁ ହତୋତ୍ସାହ ହେଉଥିବା ଲୋକମାନଙ୍କୁ କହିଲେ ବ୍ୟବସ୍ଥାର ବାଧ୍ୟ ହେବା ନିମନ୍ତେ ପ୍ରଚେଷ୍ଟା କରି ଯଦି ସେହି ବ୍ୟବସ୍ଥା ଗୁଡିକ ବୋଝଗ୍ରସ୍ତ କରେ ଓ ଲୋକମାନେ ତାହାକୁ ବୋହିଵା ନିମନ୍ତେ ପରିଶ୍ରମ କରନ୍ତି I ଅନ୍ୟ ଏକ ଅନୁବାଦରେ: “ହେ ପରିଶ୍ରାନ୍ତ ହାତୋତ୍ସାହୀ ଲୋକମାନେ” କିମ୍ବା “ବ୍ୟବସ୍ଥା ନିର୍ଭୁଲରୁପ ପାଳନ କରୁଥିବା ନିରୁତ୍ସାହୀତ ଲୋକମାନେ” (ଦେଖ: [[rc://*/ta/man/translate/figs-metaphor]])
# I will give you rest
ମୁଁ ତୁମମାନଙ୍କୁ ତୁମ୍ଭର ପରିଶ୍ରମ ଓ ବୋଝରୁ ବିଶ୍ରାମ ଦେବି