or_tn_old/mat/11/19.md

3.8 KiB

The Son of Man came

ଯୀଶୁ ଆପଣାକୁ ପରିଚିତ କରନ୍ତି I ଅନ୍ୟ ଏକ ଅନୁବାଦରେ: ”ମୁଁ, ମନୁଷ୍ୟ ପୁତ୍ର, ଆସିଅଛି” (ଦେଖ: rc://*/ta/man/translate/figs-123person)

came eating and drinking

ଏହା ଯୋହନଙ୍କ ବ୍ୟବହାରର ବିପରିତ ଅଟେ I ଏହାର ଅର୍ଥ ସାଧାରଣ ଖାଦ୍ୟ ଠାରୁ ଅଧିକ ଖାଇଲେ ଓ ପାନ କଲେ I ଏହାର ଅର୍ଥ ଯୀଶୁ ଆନନ୍ଦ କରୁଥିଲେ ଓ ଉତ୍ତମ ଖାଦ୍ୟ ଭୋଜନପାନ କରୁଥିଲେ ଯେପରି ସାଧାରଣରେ ଅନ୍ୟ ଲୋକମାନେ କରୁଥିଲେ I

they say, 'Look, he is a gluttonous man and a drunkard ... sinners!'

ଏହାକୁ ପରୋକ୍ଷ ଉକ୍ତିରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ କହନ୍ତି ସେ ଜଣେ ପେଟୁକ ଓ ମଦୁଆ ଅଟନ୍ତି … ପାପୀମାନଙ୍କ “ କିମ୍ବା “ସେ ଭୋଜନପାନ କରୁଥିବାରୁ ସେମାନେ ଦୋଷାରୋପ କରନ୍ତି… ପାପିମାନଙ୍କ” ଯଦି ତୁମେ “ମନୁଷ୍ୟପୁତ୍ର” ଅନୁବାଦ କରିଅଛ ଯେପରି “ମୁଁ, ମନୁଷ୍ୟ ପୁତ୍ର”, ତୁମେ ଏହାକୁ ପରୋକ୍ଷ ଉକ୍ତିରେ ଓ ପ୍ରଥମ ବ୍ୟକ୍ତି ଭାବରେ ଅନୁବାଦ କରିପାର I ଅନ୍ୟ ଏକ ଅନୁବାଦରେ: “ସେମାନେ କହନ୍ତି ଯେ ମୁଁ ଜଣେ ପେଟୁକ ଓ ମଦୁଆ …ପାପିମାନଙ୍କ” (ଦେଖ: rc://*/ta/man/translate/figs-quotations)

he is a gluttonous man

ସେ ଜଣେ ଖାଦ୍ୟ ଲୋଭୀ କିମ୍ବା “ସେ ବହୁତ ଖାଉଛନ୍ତି”

a drunkard

ଜଣେ ମଦୁଆ କିମ୍ବା “ସେ ପ୍ରଚୁର ମାତ୍ରାରେ ନିଶା ସେବନ କରନ୍ତି”

But wisdom is justified by her deeds

ଏହି ଏକ ହିତବାଣୀ ଅଟେ ଯାହା ଯୀଶୁ ଏହି ପରିସ୍ଥିତିରେ ବିନିଯୋଗ କରୁଛନ୍ତି, କାରଣ ଯେଉଁଲୋକମାନେ ଉଭୟ ଯୋହନ ଓ ତାହାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେମାନେ ଜ୍ଞାନୀ ନୁହନ୍ତି I ବାପ୍ତିଜକ ଯୋହନ ଓ ଯୀଶୁ ଉଭୟ ଜ୍ଞାନୀ ଥିଲେ, ଓ ଆପଣା ଆପଣା କର୍ମ ଦ୍ବାରା ଯଥାର୍ଥ ବୋଲି ପ୍ରମାଣିତ ହେଲା I (ଦେଖ: rc://*/ta/man/translate/writing-proverbs)

wisdom is justified by her deeds

ଏଠାରେ “ଜ୍ଞାନ” ବର୍ଣ୍ଣନା କରାଯାଇଛି ଯେପରି ଜଣେ ମହିଳା ତାହାର କର୍ମ ଦ୍ବାରା ଯଥାର୍ଥ ପ୍ରମାଣିତ ହେଉ I ଯୀଶୁ କହିବାକୁ ଚାହାନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତିର କାର୍ଯ୍ୟ ପ୍ରମାଣିତ କରେ ଯେ ସେ ପ୍ରକୃତରେ ଜ୍ଞାନୀ ଅଟେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଜ୍ଞାନୀ ବ୍ୟକ୍ତିର କାର୍ଯ୍ୟର ପରିଣାମ ତାହାକୁ ଜ୍ଞାନୀ ଭାବେ ପ୍ରମାଣିତ କରେ” (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-activepassive]])