# The Son of Man came ଯୀଶୁ ଆପଣାକୁ ପରିଚିତ କରନ୍ତି I ଅନ୍ୟ ଏକ ଅନୁବାଦରେ: ”ମୁଁ, ମନୁଷ୍ୟ ପୁତ୍ର, ଆସିଅଛି” (ଦେଖ: [[rc://*/ta/man/translate/figs-123person]]) # came eating and drinking ଏହା ଯୋହନଙ୍କ ବ୍ୟବହାରର ବିପରିତ ଅଟେ I ଏହାର ଅର୍ଥ ସାଧାରଣ ଖାଦ୍ୟ ଠାରୁ ଅଧିକ ଖାଇଲେ ଓ ପାନ କଲେ I ଏହାର ଅର୍ଥ ଯୀଶୁ ଆନନ୍ଦ କରୁଥିଲେ ଓ ଉତ୍ତମ ଖାଦ୍ୟ ଭୋଜନପାନ କରୁଥିଲେ ଯେପରି ସାଧାରଣରେ ଅନ୍ୟ ଲୋକମାନେ କରୁଥିଲେ I # they say, 'Look, he is a gluttonous man and a drunkard ... sinners!' ଏହାକୁ ପରୋକ୍ଷ ଉକ୍ତିରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ କହନ୍ତି ସେ ଜଣେ ପେଟୁକ ଓ ମଦୁଆ ଅଟନ୍ତି … ପାପୀମାନଙ୍କ “ କିମ୍ବା “ସେ ଭୋଜନପାନ କରୁଥିବାରୁ ସେମାନେ ଦୋଷାରୋପ କରନ୍ତି… ପାପିମାନଙ୍କ” ଯଦି ତୁମେ “ମନୁଷ୍ୟପୁତ୍ର” ଅନୁବାଦ କରିଅଛ ଯେପରି “ମୁଁ, ମନୁଷ୍ୟ ପୁତ୍ର”, ତୁମେ ଏହାକୁ ପରୋକ୍ଷ ଉକ୍ତିରେ ଓ ପ୍ରଥମ ବ୍ୟକ୍ତି ଭାବରେ ଅନୁବାଦ କରିପାର I ଅନ୍ୟ ଏକ ଅନୁବାଦରେ: “ସେମାନେ କହନ୍ତି ଯେ ମୁଁ ଜଣେ ପେଟୁକ ଓ ମଦୁଆ …ପାପିମାନଙ୍କ” (ଦେଖ: [[rc://*/ta/man/translate/figs-quotations]]) # he is a gluttonous man ସେ ଜଣେ ଖାଦ୍ୟ ଲୋଭୀ କିମ୍ବା “ସେ ବହୁତ ଖାଉଛନ୍ତି” # a drunkard ଜଣେ ମଦୁଆ କିମ୍ବା “ସେ ପ୍ରଚୁର ମାତ୍ରାରେ ନିଶା ସେବନ କରନ୍ତି” # But wisdom is justified by her deeds ଏହି ଏକ ହିତବାଣୀ ଅଟେ ଯାହା ଯୀଶୁ ଏହି ପରିସ୍ଥିତିରେ ବିନିଯୋଗ କରୁଛନ୍ତି, କାରଣ ଯେଉଁଲୋକମାନେ ଉଭୟ ଯୋହନ ଓ ତାହାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେମାନେ ଜ୍ଞାନୀ ନୁହନ୍ତି I ବାପ୍ତିଜକ ଯୋହନ ଓ ଯୀଶୁ ଉଭୟ ଜ୍ଞାନୀ ଥିଲେ, ଓ ଆପଣା ଆପଣା କର୍ମ ଦ୍ବାରା ଯଥାର୍ଥ ବୋଲି ପ୍ରମାଣିତ ହେଲା I (ଦେଖ: [[rc://*/ta/man/translate/writing-proverbs]]) # wisdom is justified by her deeds ଏଠାରେ “ଜ୍ଞାନ” ବର୍ଣ୍ଣନା କରାଯାଇଛି ଯେପରି ଜଣେ ମହିଳା ତାହାର କର୍ମ ଦ୍ବାରା ଯଥାର୍ଥ ପ୍ରମାଣିତ ହେଉ I ଯୀଶୁ କହିବାକୁ ଚାହାନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତିର କାର୍ଯ୍ୟ ପ୍ରମାଣିତ କରେ ଯେ ସେ ପ୍ରକୃତରେ ଜ୍ଞାନୀ ଅଟେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ଜ୍ଞାନୀ ବ୍ୟକ୍ତିର କାର୍ଯ୍ୟର ପରିଣାମ ତାହାକୁ ଜ୍ଞାନୀ ଭାବେ ପ୍ରମାଣିତ କରେ” (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-activepassive]])