or_tn_old/mat/11/13.md

867 B

Connecting Statement:

ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ କହିବା ଜାରି ରଖିଛନ୍ତି I

all the prophets and the law have been prophesying until John

ଏଠାରେ “ଭାବବାଦୀ ଓ ବ୍ୟବସ୍ଥା ଶାସ୍ତ୍ର” ସେହି ବିଷୟକୁ ବୁଝାଏ ଯାହା ଭାବବାଦୀ ଓ ମୋଶା ଶାସ୍ତ୍ରରେ ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “କାରଣ ଏହି ସମସ୍ତ ବିଷୟ ଯାହା ସମସ୍ତ ଭାବବାଦୀ ଓ ବ୍ୟବସ୍ଥା ଶାସ୍ତ୍ରରେ ଯୋହନଙ୍କ ପର୍ଯ୍ୟନ୍ତ ଭାବବାଣୀ କହିଥିଲେ” (ଦେଖ:rc://*/ta/man/translate/figs-metonymy)