8 lines
867 B
Markdown
8 lines
867 B
Markdown
# Connecting Statement:
|
|
|
|
ଯୀଶୁ ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ କହିବା ଜାରି ରଖିଛନ୍ତି I
|
|
|
|
# all the prophets and the law have been prophesying until John
|
|
|
|
ଏଠାରେ “ଭାବବାଦୀ ଓ ବ୍ୟବସ୍ଥା ଶାସ୍ତ୍ର” ସେହି ବିଷୟକୁ ବୁଝାଏ ଯାହା ଭାବବାଦୀ ଓ ମୋଶା ଶାସ୍ତ୍ରରେ ଲେଖିଛନ୍ତି I ଅନ୍ୟ ଏକ ଅନୁବାଦରେ: “କାରଣ ଏହି ସମସ୍ତ ବିଷୟ ଯାହା ସମସ୍ତ ଭାବବାଦୀ ଓ ବ୍ୟବସ୍ଥା ଶାସ୍ତ୍ରରେ ଯୋହନଙ୍କ ପର୍ଯ୍ୟନ୍ତ ଭାବବାଣୀ କହିଥିଲେ” (ଦେଖ:[[rc://*/ta/man/translate/figs-metonymy]])
|