or_tn_old/mat/07/13.md

20 lines
2.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏହି ଚିତ୍ର ସର୍ବନାଶକୁ ନେଇଯିବା ଦ୍ବାର ଓସାର କିମ୍ବା ଆଉ ଜୀବନକୁ ଘେନି ଯିବା ଦ୍ବାର ସଂକୀର୍ଣ୍ଣ ତାହା ସୁଚିତ କରେ ଯେପରି ଲୋକମାନେ ଜୀବନଯାପନ କରୁଛନ୍ତି ଓ ସେମାନେ କିପରି ଜୀବନଯାପନ କରିବେ ଏହାର ପରିଣାମ ଅଟେ I ଯେତେବେଳେ ତୁମେ ଅନୁବାଦ କରିବ, ଉପଯୁକ୍ତ ଶୁବ୍ଦ “ଓସାର” ଓ “ପ୍ରଶସ୍ତ” ବ୍ୟବହାର କର ଯାହା ମଧ୍ୟରେ “ସଂକୀର୍ଣ୍ଣ” ଠାରୁ ପ୍ରଭେଦ ଥିବା ଦର୍ଶାଇବ ଯାହାଫଳରେ ଦୁଇଟି ରାସ୍ତା ଓ ପଥ ମଧ୍ୟରେ ଥିବା ପାର୍ଥକ୍ୟ ଜଣା ପଡୁଥିବ I
# Enter through the narrow gate ... many people who go through it
ଏହା ଲୋକମାନେ ପଥ ମଧ୍ୟଦେଇ ଯାତ୍ରା କରୁଥିବାର ଏକ ଚିତ୍ର ଅଟେ ଯାହା ଈଶ୍ବରଙ୍କ ରାଜ୍ୟର ଦ୍ବାର ଦେଇ ଯିବାକୁ ପଡିବ I ଗୋଟିଏ ରାଜ୍ୟରେ ପ୍ରବେଶ କରିବା ସହଜ; କିନ୍ତୁ ଅନ୍ୟଟିରେ ପ୍ରବେଶ କରିବା ସହଜ ନୁହେଁ I (ଦେଖ: [[rc://*/ta/man/translate/figs-metaphor]])
# Enter through the narrow gate
ତୁମେ ହୁଏତ ଏହାକୁ ୧୪ ପଦର ଶେଷ ଆଡକୁ ନେବାକୁ ପଡିପାରେ I “ଅତଏବ, ସଂକୀର୍ଣ୍ଣ ଦ୍ବାର ଦେଇ ପ୍ରବେଶ କର I”
# the gate ... the way
ସାମ୍ଭାବିତ ଅର୍ଥଗୁଡିକ ୧) “ପଥ” ଦ୍ବାରକୁ ବୁଝାଏ ଯାହା ଈଶ୍ବରଙ୍କ ରାଜ୍ୟର ଦ୍ବାରକୁ କଢେଇ ନିଏ, କିମ୍ବା ) “ଦ୍ବାର” ଓ “ପଥ” ଉଭୟ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ବୁଝାଏ I
# to destruction
ଏହି ବିଶେଷ୍ୟ କ୍ରିୟାରେ ଅନୁବାଦ କରାଯାଇ ପାରିବା I ଅନ୍ୟ ଏକ ଅନୁବାଦରେ:” ସେହି ସ୍ଥାନ ଯେଉଁଠି ଲୋକମାନେ ମୃତ୍ୟୁବରଣ କରନ୍ତି” (ଦେଖ: [[rc://*/ta/man/translate/figs-abstractnouns]])