or_tn_old/mat/07/13.md

2.5 KiB
Raw Permalink Blame History

General Information:

ଏହି ଚିତ୍ର ସର୍ବନାଶକୁ ନେଇଯିବା ଦ୍ବାର ଓସାର କିମ୍ବା ଆଉ ଜୀବନକୁ ଘେନି ଯିବା ଦ୍ବାର ସଂକୀର୍ଣ୍ଣ ତାହା ସୁଚିତ କରେ ଯେପରି ଲୋକମାନେ ଜୀବନଯାପନ କରୁଛନ୍ତି ଓ ସେମାନେ କିପରି ଜୀବନଯାପନ କରିବେ ଏହାର ପରିଣାମ ଅଟେ I ଯେତେବେଳେ ତୁମେ ଅନୁବାଦ କରିବ, ଉପଯୁକ୍ତ ଶୁବ୍ଦ “ଓସାର” ଓ “ପ୍ରଶସ୍ତ” ବ୍ୟବହାର କର ଯାହା ମଧ୍ୟରେ “ସଂକୀର୍ଣ୍ଣ” ଠାରୁ ପ୍ରଭେଦ ଥିବା ଦର୍ଶାଇବ ଯାହାଫଳରେ ଦୁଇଟି ରାସ୍ତା ଓ ପଥ ମଧ୍ୟରେ ଥିବା ପାର୍ଥକ୍ୟ ଜଣା ପଡୁଥିବ I

Enter through the narrow gate ... many people who go through it

ଏହା ଲୋକମାନେ ପଥ ମଧ୍ୟଦେଇ ଯାତ୍ରା କରୁଥିବାର ଏକ ଚିତ୍ର ଅଟେ ଯାହା ଈଶ୍ବରଙ୍କ ରାଜ୍ୟର ଦ୍ବାର ଦେଇ ଯିବାକୁ ପଡିବ I ଗୋଟିଏ ରାଜ୍ୟରେ ପ୍ରବେଶ କରିବା ସହଜ; କିନ୍ତୁ ଅନ୍ୟଟିରେ ପ୍ରବେଶ କରିବା ସହଜ ନୁହେଁ I (ଦେଖ: rc://*/ta/man/translate/figs-metaphor)

Enter through the narrow gate

ତୁମେ ହୁଏତ ଏହାକୁ ୧୪ ପଦର ଶେଷ ଆଡକୁ ନେବାକୁ ପଡିପାରେ I “ଅତଏବ, ସଂକୀର୍ଣ୍ଣ ଦ୍ବାର ଦେଇ ପ୍ରବେଶ କର I”

the gate ... the way

ସାମ୍ଭାବିତ ଅର୍ଥଗୁଡିକ ୧) “ପଥ” ଦ୍ବାରକୁ ବୁଝାଏ ଯାହା ଈଶ୍ବରଙ୍କ ରାଜ୍ୟର ଦ୍ବାରକୁ କଢେଇ ନିଏ, କିମ୍ବା ) “ଦ୍ବାର” ଓ “ପଥ” ଉଭୟ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ବୁଝାଏ I

to destruction

ଏହି ବିଶେଷ୍ୟ କ୍ରିୟାରେ ଅନୁବାଦ କରାଯାଇ ପାରିବା I ଅନ୍ୟ ଏକ ଅନୁବାଦରେ:” ସେହି ସ୍ଥାନ ଯେଉଁଠି ଲୋକମାନେ ମୃତ୍ୟୁବରଣ କରନ୍ତି” (ଦେଖ: rc://*/ta/man/translate/figs-abstractnouns)