or_tn_old/mat/02/02.md

16 lines
1.8 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Where is he who was born King of the Jews?
ପଣ୍ଡିତମାନେ ତାରା ଗଣନା କରି ଜାଣି ପାରିଲେ ଯେ ଜଣେ ଯିଏ ରାଜା ହେବେ, ସେ ଜନ୍ମି ଅଛନ୍ତି I ସେମାନେ ଜାଣିବାକୁ ଚାହୁଥିଲେ ଯେ ସେ କେଉଁଠାରେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଜଣେ ଶିଶୁ ଯେ ଯିହୁଦୀମାନଙ୍କ ରାଜା ହେବେ ସେ ଜନ୍ମି ଅଛନ୍ତି, ସେ କେଉଁଠାରେ ?”
# his star
ସେମାନେ କହୁ ନଥିଲେ ଯେ ଶିଶୁଟି ତାରାର ପ୍ରକୃତ ଅଧିକାରୀ ଥିଲେ I ଅନ୍ୟ ଏକ ଅନୁବାଦରେ: “ତାରା ଯାହାଙ୍କ ବିଷୟରେ କହେ” କିମ୍ବା “ତାରା ତାହାଙ୍କ ଜନ୍ମ ସହିତ ସଂଶ୍ଲିଷ୍ଟ ଥିଲା”
# in the east
ଯେପରି ଏହା ପୂର୍ବଦିଗରେ ଦେଖାଦେଲା କିମ୍ବା “ଯେଉଁ ସମୟରେ ଆମ୍ଭେମାନେ ଆମ୍ଭମାନଙ୍କ ଦେଶରେ ଥିଲୁ”
# worship
ସାମ୍ଭାବିତ ଅର୍ଥ ଗୁଡିକ ୧)ସେମାନେ ଐଶ୍ବରିକ ଶିଶୁ ସଦୃଶ ଉପାସନା କରିବା ଇଛା ପ୍ରକାଶ କଲେ, କିମ୍ବା )ସେମାନେ ତାହାଙ୍କୁ ଜଣେ ମନୁଷ୍ୟମାନଙ୍କ ରାଜା ଭାବରେ ସମ୍ମାନିତ କରିବାକୁ ଚାହୁଁଥିଲେ I ଯଦି ତୁମର ଭାଷାରେ ଉଭୟ ଅର୍ଥକୁ ବୁଝୁଥିଵା ଶବ୍ଦ ଥାଏ, ତୁମେ ଏଠାରେ ଏହାକୁ ବ୍ୟବହାର କରିବା ଉଚିତ୍ I