# Where is he who was born King of the Jews? ପଣ୍ଡିତମାନେ ତାରା ଗଣନା କରି ଜାଣି ପାରିଲେ ଯେ ଜଣେ ଯିଏ ରାଜା ହେବେ, ସେ ଜନ୍ମି ଅଛନ୍ତି I ସେମାନେ ଜାଣିବାକୁ ଚାହୁଥିଲେ ଯେ ସେ କେଉଁଠାରେ ଥିଲେ I ଅନ୍ୟ ଏକ ଅନୁବାଦରେ: “ଜଣେ ଶିଶୁ ଯେ ଯିହୁଦୀମାନଙ୍କ ରାଜା ହେବେ ସେ ଜନ୍ମି ଅଛନ୍ତି, ସେ କେଉଁଠାରେ ?” # his star ସେମାନେ କହୁ ନଥିଲେ ଯେ ଶିଶୁଟି ତାରାର ପ୍ରକୃତ ଅଧିକାରୀ ଥିଲେ I ଅନ୍ୟ ଏକ ଅନୁବାଦରେ: “ତାରା ଯାହାଙ୍କ ବିଷୟରେ କହେ” କିମ୍ବା “ତାରା ତାହାଙ୍କ ଜନ୍ମ ସହିତ ସଂଶ୍ଲିଷ୍ଟ ଥିଲା” # in the east ଯେପରି ଏହା ପୂର୍ବଦିଗରେ ଦେଖାଦେଲା କିମ୍ବା “ଯେଉଁ ସମୟରେ ଆମ୍ଭେମାନେ ଆମ୍ଭମାନଙ୍କ ଦେଶରେ ଥିଲୁ” # worship ସାମ୍ଭାବିତ ଅର୍ଥ ଗୁଡିକ ୧)ସେମାନେ ଐଶ୍ବରିକ ଶିଶୁ ସଦୃଶ ଉପାସନା କରିବା ଇଛା ପ୍ରକାଶ କଲେ, କିମ୍ବା ୨)ସେମାନେ ତାହାଙ୍କୁ ଜଣେ ମନୁଷ୍ୟମାନଙ୍କ ରାଜା ଭାବରେ ସମ୍ମାନିତ କରିବାକୁ ଚାହୁଁଥିଲେ I ଯଦି ତୁମର ଭାଷାରେ ଉଭୟ ଅର୍ଥକୁ ବୁଝୁଥିଵା ଶବ୍ଦ ଥାଏ, ତୁମେ ଏଠାରେ ଏହାକୁ ବ୍ୟବହାର କରିବା ଉଚିତ୍ I