or_tn_old/luk/16/04.md

8 lines
831 B
Markdown

# when I am removed from my management job
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ମୋ’ର ପରିଚାଳକ ଚାକିରୀ ହରାଇବି” ବା “ଯେତେବେଳେ ମୋହର ପ୍ରଭୁ ମୋର ପରିଚାଳକ ଚାକିରୀ ନେଇଯିବେ” (ଦେଖ: [[rc://*/ta/man/translate/figs-activepassive]])
# people will welcome me into their houses
ଏହା ସୂଚାଏ ଯେ ସେହି ଲୋକମାନେ ଏକ ଚାକିରୀ ଯୋଗାଇବେ, ବା ବଞ୍ଚିବା ପାଇଁ ତାହାର ଆବଶ୍ୟକୀୟ ଅନ୍ୟ ବିଷୟଗୁଡିକ I (ଦେଖ: [[rc://*/ta/man/translate/figs-explicit]])