# when I am removed from my management job ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ ମୁଁ ମୋ’ର ପରିଚାଳକ ଚାକିରୀ ହରାଇବି” ବା “ଯେତେବେଳେ ମୋହର ପ୍ରଭୁ ମୋର ପରିଚାଳକ ଚାକିରୀ ନେଇଯିବେ” (ଦେଖ: [[rc://*/ta/man/translate/figs-activepassive]]) # people will welcome me into their houses ଏହା ସୂଚାଏ ଯେ ସେହି ଲୋକମାନେ ଏକ ଚାକିରୀ ଯୋଗାଇବେ, ବା ବଞ୍ଚିବା ପାଇଁ ତାହାର ଆବଶ୍ୟକୀୟ ଅନ୍ୟ ବିଷୟଗୁଡିକ I (ଦେଖ: [[rc://*/ta/man/translate/figs-explicit]])