or_tn_old/luk/12/58.md

20 lines
1.9 KiB
Markdown

# For when you are going ... into prison
ଲୋକସମୂହକୁ ଶିକ୍ଷା ଦେବା ପାଇଁ ଯୀଶୁ ଏକ ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତିକୁ ବ୍ୟବହାର କରନ୍ତି I ତାଙ୍କର କହିବାର ଅର୍ଥ ହେଉଛି ଯେ ସର୍ବସାଧାରଣ ନ୍ୟାୟାଳୟକୁ ଜଡିତ ନ କରି ସେମାନେ ଯେଉଁ ବିଷୟଗୁଡିକୁ ସମାଧାନ କରିବା ପାଇଁ ସମର୍ଥ ସେସବୁ ସମାଧାନ କରିବା ଉଚିତ୍ I ଏହାକୁ ସ୍ପଷ୍ଟ କରିବା ନିମନ୍ତେ ପୂନଃବ୍ୟକ୍ତ କରିହେବ ଯେପରି ତାହା ହେବ ନାହିଁ I ବିକଳ୍ପ ଅନୁବାଦ: “କାରଣ ତୁମକୁ ଯଦି ଯିବାକୁ ହେବ ...କାରାଗାର ମଧ୍ୟକୁ” (ଦେଖ: [[rc://*/ta/man/translate/figs-hypo]])
# when you are going
ଯଦିଓ ଯୀଶୁ ଏକ ଭିଡକୁ କହୁଛନ୍ତି, ତଥାପି ସେ ଯେଉଁ ପରିସ୍ଥିତିକୁ ଉପସ୍ଥାପନ କରୁଛନ୍ତି ତାହା ମଧ୍ୟ ଦେଇ କେବଳ ଜଣେ ବ୍ୟକ୍ତି ହିଁ ଯିବ I ତେଣୁ କେତେକ ଭାଷାରେ “ତୁମେ” ଶବ୍ଦ ଏକବଚନ ହେବ I (ଦେଖ: [[rc://*/ta/man/translate/figs-you]])
# to settle the matter with him
ତୁମର ପ୍ରତିବାଦୀ ସହିତ ବିବାଦର ସମାଧାନ କର
# the judge
ଏହା ମାଜିଷ୍ଟ୍ରେଟକୁ ସୂଚାଇ ଥାଏ, କିନ୍ତୁ ଏଠାରେ ଥିବା ପଦ ଅଧିକ ନିର୍ଦ୍ଧିଷ୍ଟ ଓ ଧମକପୂର୍ଣ୍ଣ ଅଟେ I
# deliver you
ତୁମକୁ ଘେନି ଯାଏ ନାହିଁ