or_tn_old/luk/12/58.md

1.9 KiB

For when you are going ... into prison

ଲୋକସମୂହକୁ ଶିକ୍ଷା ଦେବା ପାଇଁ ଯୀଶୁ ଏକ ପରିକଳ୍ପନା ଉପରେ ଆଧାରିତ ପରିସ୍ଥିତିକୁ ବ୍ୟବହାର କରନ୍ତି I ତାଙ୍କର କହିବାର ଅର୍ଥ ହେଉଛି ଯେ ସର୍ବସାଧାରଣ ନ୍ୟାୟାଳୟକୁ ଜଡିତ ନ କରି ସେମାନେ ଯେଉଁ ବିଷୟଗୁଡିକୁ ସମାଧାନ କରିବା ପାଇଁ ସମର୍ଥ ସେସବୁ ସମାଧାନ କରିବା ଉଚିତ୍ I ଏହାକୁ ସ୍ପଷ୍ଟ କରିବା ନିମନ୍ତେ ପୂନଃବ୍ୟକ୍ତ କରିହେବ ଯେପରି ତାହା ହେବ ନାହିଁ I ବିକଳ୍ପ ଅନୁବାଦ: “କାରଣ ତୁମକୁ ଯଦି ଯିବାକୁ ହେବ ...କାରାଗାର ମଧ୍ୟକୁ” (ଦେଖ: rc://*/ta/man/translate/figs-hypo)

when you are going

ଯଦିଓ ଯୀଶୁ ଏକ ଭିଡକୁ କହୁଛନ୍ତି, ତଥାପି ସେ ଯେଉଁ ପରିସ୍ଥିତିକୁ ଉପସ୍ଥାପନ କରୁଛନ୍ତି ତାହା ମଧ୍ୟ ଦେଇ କେବଳ ଜଣେ ବ୍ୟକ୍ତି ହିଁ ଯିବ I ତେଣୁ କେତେକ ଭାଷାରେ “ତୁମେ” ଶବ୍ଦ ଏକବଚନ ହେବ I (ଦେଖ: rc://*/ta/man/translate/figs-you)

to settle the matter with him

ତୁମର ପ୍ରତିବାଦୀ ସହିତ ବିବାଦର ସମାଧାନ କର

the judge

ଏହା ମାଜିଷ୍ଟ୍ରେଟକୁ ସୂଚାଇ ଥାଏ, କିନ୍ତୁ ଏଠାରେ ଥିବା ପଦ ଅଧିକ ନିର୍ଦ୍ଧିଷ୍ଟ ଓ ଧମକପୂର୍ଣ୍ଣ ଅଟେ I

deliver you

ତୁମକୁ ଘେନି ଯାଏ ନାହିଁ