or_tn_old/luk/08/28.md

1.0 KiB

When he saw Jesus

ଯେତେବେଳେ ସେହି ଭୂତଗ୍ରସ୍ତ ଲୋକ ଯୀଶୁଙ୍କୁ ଦେଖିଲା

he cried out

ସେ ରଡି ଛାଡିଲା ବା “ସେ ଚିତ୍କାର କଲା”

fell down before him

ଯୀଶୁଙ୍କୁ ସମ୍ମୁଖରେ ଭୂମିରେ ପଡିଗଲା I ସେ ଆକସ୍ମିକ ଭାବରେ ପଡିଗଲା ନାହିଁ I (ଦେଖ: rc://*/ta/man/translate/translate-symaction )

he said in a loud voice

ସେ ବଡ ପାଟିରେ ବା “ସେ ଉଚ୍ଚ ସ୍ୱରରେ କହିଲା”

What is that to me and to you

ଏହି ଋଢ଼ିର ଅର୍ଥ “ତୁମେ ମୋତେ କାହିଁକି ହଇରାଣ କରୁଛ?” (ଦେଖ: rc://*/ta/man/translate/figs-idiom )

Son of the Most High God

ଏହା ଯୀଶୁଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: rc://*/ta/man/translate/guidelines-sonofgodprinciples )