# When he saw Jesus ଯେତେବେଳେ ସେହି ଭୂତଗ୍ରସ୍ତ ଲୋକ ଯୀଶୁଙ୍କୁ ଦେଖିଲା # he cried out ସେ ରଡି ଛାଡିଲା ବା “ସେ ଚିତ୍କାର କଲା” # fell down before him ଯୀଶୁଙ୍କୁ ସମ୍ମୁଖରେ ଭୂମିରେ ପଡିଗଲା I ସେ ଆକସ୍ମିକ ଭାବରେ ପଡିଗଲା ନାହିଁ I (ଦେଖ: [[rc://*/ta/man/translate/translate-symaction]] ) # he said in a loud voice ସେ ବଡ ପାଟିରେ ବା “ସେ ଉଚ୍ଚ ସ୍ୱରରେ କହିଲା” # What is that to me and to you ଏହି ଋଢ଼ିର ଅର୍ଥ “ତୁମେ ମୋତେ କାହିଁକି ହଇରାଣ କରୁଛ?” (ଦେଖ: [[rc://*/ta/man/translate/figs-idiom]] ) # Son of the Most High God ଏହା ଯୀଶୁଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: [[rc://*/ta/man/translate/guidelines-sonofgodprinciples]] )