or_tn_old/luk/07/12.md

16 lines
1.6 KiB
Markdown

# behold, a man who had died
“ଦେଖ” ଶବ୍ଦ ଆମକୁ କାହାଣୀ ମଧ୍ୟରେ ଏକ ମୃତ ଲୋକର ପରିଚୟ ପ୍ରଦାନକୁ ସଚେତନ କରେ I ତୁମ ଭାଷାରେ ଏହା କରିବା ନିମନ୍ତେ ହୁଏତ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ସେଠାରେ ଜଣେ ମୃତ ଲୋକ ଥିଲା ଯିଏ” (ଦେଖ: [[rc://*/ta/man/translate/writing-participants]] )
# a man who had died was being carried out
ଏହାକୁ ସକ୍ରିୟ ରୂପରେ ଉକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୃତ ହୋଇଥିବା ଜଣେ ବ୍ୟକ୍ତିକୁ ଲୋକମାନେ ନଗର ବାହାରକୁ ବହି ନେଇ ଯାଉଥିଲେ” (ଦେଖ: [[rc://*/ta/man/translate/figs-activepassive]] )
# was being carried out, the only son of his mother (who was a widow), and a rather large crowd
ବାହାରକୁ ବହିନେଲେ I ସେ ତାହାର ମାତାର ଏକମାତ୍ର ପୁତ୍ର ଥିଲା, ଓ ସେ ଜଣେ ବିଧବା ଥିଲା I ଏକ ବିଶାଳ ଜନସମାଗମ I ମୃତ ଲୋକ ଓ ତାହାର ମାତା ସମ୍ପର୍କରେ ଏହା ପୃଷ୍ଠଭୂମି ତଥ୍ୟ ଅଟେ I (ଦେଖ: [[rc://*/ta/man/translate/writing-background]] )
# a widow
ଜଣେ ସ୍ତ୍ରୀ ଲୋକ ଯାହାର ସ୍ବାମୀ ମରିଯାଇଛି ଏବଂ ଯିଏ ପୂନର୍ବାର ଆଉ ବିବାହ କରିନାହିଁ