# behold, a man who had died “ଦେଖ” ଶବ୍ଦ ଆମକୁ କାହାଣୀ ମଧ୍ୟରେ ଏକ ମୃତ ଲୋକର ପରିଚୟ ପ୍ରଦାନକୁ ସଚେତନ କରେ I ତୁମ ଭାଷାରେ ଏହା କରିବା ନିମନ୍ତେ ହୁଏତ ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ସେଠାରେ ଜଣେ ମୃତ ଲୋକ ଥିଲା ଯିଏ” (ଦେଖ: [[rc://*/ta/man/translate/writing-participants]] ) # a man who had died was being carried out ଏହାକୁ ସକ୍ରିୟ ରୂପରେ ଉକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୃତ ହୋଇଥିବା ଜଣେ ବ୍ୟକ୍ତିକୁ ଲୋକମାନେ ନଗର ବାହାରକୁ ବହି ନେଇ ଯାଉଥିଲେ” (ଦେଖ: [[rc://*/ta/man/translate/figs-activepassive]] ) # was being carried out, the only son of his mother (who was a widow), and a rather large crowd ବାହାରକୁ ବହିନେଲେ I ସେ ତାହାର ମାତାର ଏକମାତ୍ର ପୁତ୍ର ଥିଲା, ଓ ସେ ଜଣେ ବିଧବା ଥିଲା I ଏକ ବିଶାଳ ଜନସମାଗମ I ମୃତ ଲୋକ ଓ ତାହାର ମାତା ସମ୍ପର୍କରେ ଏହା ପୃଷ୍ଠଭୂମି ତଥ୍ୟ ଅଟେ I (ଦେଖ: [[rc://*/ta/man/translate/writing-background]] ) # a widow ଜଣେ ସ୍ତ୍ରୀ ଲୋକ ଯାହାର ସ୍ବାମୀ ମରିଯାଇଛି ଏବଂ ଯିଏ ପୂନର୍ବାର ଆଉ ବିବାହ କରିନାହିଁ