or_tn_old/heb/12/02.md

2.2 KiB

the founder and perfecter of the faith

ଆମ୍ଭମାନଙ୍କର ଲକ୍ଷ୍ୟରେ ପହଞ୍ଚିବାକୁ ଆମ୍ଭମାନଙ୍କୁ ପ୍ରସ୍ତୁତ କରିବା ପ୍ରକ୍ରିୟାରେ ଯୀଶୁ ଆମ୍ଭମାନଙ୍କୁ ବିଶ୍ବାସ ଦିଅନ୍ତି ଓ ବିଶ୍ବାସକୁ ସିଦ୍ଧ କରନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ବିଶ୍ବାସର ଆରମ୍ଭକର୍ତ୍ତା ଓ ସିଦ୍ଧିଦାତା” କିମ୍ବା “ଯେ ଆମ୍ଭମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଶ୍ବାସ ଧରି ରଖିବାକୁ ସମର୍ଥ କରନ୍ତି”

For the joy that was placed before him

ଯୀଶୁ ଅନୁଭବ କରିବାକୁ ଯାଉଥିବା ଆନନ୍ଦ ବିଷୟରେ କୁହାଯାଏ ଯେପରି ଏହା ପିତା ଈଶ୍ବର ତାହାଙ୍କ ସମ୍ମୁଖରେ ପହଞ୍ଚିବା ନିମନ୍ତେ ରଖିଥିବା ଗୋଟିଏ ଲକ୍ଷ୍ୟ I (ଦେଖ: rc://*/ta/man/translate/figs-metaphor)

despised its shame

ଏହାର ଅର୍ଥ ହେଉଛି କ୍ରୁଶ ଉପରେ ମୃତ୍ୟୁଭୋଗ କରିବାର ଲଜ୍ଜା ବିଷୟରେ ସେ ଚିନ୍ତିତ ନୁହନ୍ତି I

sat down at the right hand of the throne of God

“ଈଶ୍ବରଙ୍କ ଦକ୍ଷିଣ ହସ୍ତ”ରେ ଉପବେଶନ କରିବାର ଅର୍ଥ ଈଶ୍ବରଙ୍କଠାରୁ ମହା ସମ୍ଭ୍ରମ ଓ ଅଧିକାର ପ୍ରାପ୍ତ ହେବାର ଗୋଟିଏ ନିଦର୍ଶନର କାର୍ଯ୍ୟ ଅଟେ I ଦେଖ ଏବ୍ରୀ ୧:୩ରେ ତୁମେ ଏହିପରି ବାକ୍ୟାଂଶକୁ କିପରି ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ସିଂହାସନ ନିକଟରେ ସମ୍ଭ୍ରମ ଓ ଅଧିକାରର ସ୍ଥାନରେ ଉପବେଶନ କର” (ଦେଖ:rc://*/ta/man/translate/translate-symaction)