or_tn_old/heb/12/02.md

16 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# the founder and perfecter of the faith
ଆମ୍ଭମାନଙ୍କର ଲକ୍ଷ୍ୟରେ ପହଞ୍ଚିବାକୁ ଆମ୍ଭମାନଙ୍କୁ ପ୍ରସ୍ତୁତ କରିବା ପ୍ରକ୍ରିୟାରେ ଯୀଶୁ ଆମ୍ଭମାନଙ୍କୁ ବିଶ୍ବାସ ଦିଅନ୍ତି ଓ ବିଶ୍ବାସକୁ ସିଦ୍ଧ କରନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭମାନଙ୍କ ବିଶ୍ବାସର ଆରମ୍ଭକର୍ତ୍ତା ଓ ସିଦ୍ଧିଦାତା” କିମ୍ବା “ଯେ ଆମ୍ଭମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଶ୍ବାସ ଧରି ରଖିବାକୁ ସମର୍ଥ କରନ୍ତି”
# For the joy that was placed before him
ଯୀଶୁ ଅନୁଭବ କରିବାକୁ ଯାଉଥିବା ଆନନ୍ଦ ବିଷୟରେ କୁହାଯାଏ ଯେପରି ଏହା ପିତା ଈଶ୍ବର ତାହାଙ୍କ ସମ୍ମୁଖରେ ପହଞ୍ଚିବା ନିମନ୍ତେ ରଖିଥିବା ଗୋଟିଏ ଲକ୍ଷ୍ୟ I (ଦେଖ: [[rc://*/ta/man/translate/figs-metaphor]])
# despised its shame
ଏହାର ଅର୍ଥ ହେଉଛି କ୍ରୁଶ ଉପରେ ମୃତ୍ୟୁଭୋଗ କରିବାର ଲଜ୍ଜା ବିଷୟରେ ସେ ଚିନ୍ତିତ ନୁହନ୍ତି I
# sat down at the right hand of the throne of God
“ଈଶ୍ବରଙ୍କ ଦକ୍ଷିଣ ହସ୍ତ”ରେ ଉପବେଶନ କରିବାର ଅର୍ଥ ଈଶ୍ବରଙ୍କଠାରୁ ମହା ସମ୍ଭ୍ରମ ଓ ଅଧିକାର ପ୍ରାପ୍ତ ହେବାର ଗୋଟିଏ ନିଦର୍ଶନର କାର୍ଯ୍ୟ ଅଟେ I ଦେଖ [ଏବ୍ରୀ ୧:୩](../01/03.md)ରେ ତୁମେ ଏହିପରି ବାକ୍ୟାଂଶକୁ କିପରି ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ସିଂହାସନ ନିକଟରେ ସମ୍ଭ୍ରମ ଓ ଅଧିକାରର ସ୍ଥାନରେ ଉପବେଶନ କର” (ଦେଖ:[[rc://*/ta/man/translate/translate-symaction]])