or_tn_old/heb/10/21.md

736 B

we have a great priest over the house of God

ଏହା ସ୍ପଷ୍ଟ କରିବା ନିମନ୍ତେ ଏପରି ଭାବରେ ଅନୁବାଦ ହେବା ଉଚିତ ଯେପରି ଯୀଶୁ “ପ୍ରଧାନ ଯାଜକ ଅଟନ୍ତି I”

over the house

ଗୋଷ୍ଠୀ ଉପରେ ନିଯୁକ୍ତ

the house of God

ଏହା ଈଶ୍ବରଙ୍କ ଲୋକମାନଙ୍କ ବିଷୟରେ କହେ ଯେପରି ସେମାନେ ଗୋଟିଏ ଆକ୍ଷରିକ ଗୃହ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ସମସ୍ତ ଲୋକମାନେ” (ଦେଖ: rc://*/ta/man/translate/figs-metaphor)