# we have a great priest over the house of God ଏହା ସ୍ପଷ୍ଟ କରିବା ନିମନ୍ତେ ଏପରି ଭାବରେ ଅନୁବାଦ ହେବା ଉଚିତ ଯେପରି ଯୀଶୁ “ପ୍ରଧାନ ଯାଜକ ଅଟନ୍ତି I” # over the house ଗୋଷ୍ଠୀ ଉପରେ ନିଯୁକ୍ତ # the house of God ଏହା ଈଶ୍ବରଙ୍କ ଲୋକମାନଙ୍କ ବିଷୟରେ କହେ ଯେପରି ସେମାନେ ଗୋଟିଏ ଆକ୍ଷରିକ ଗୃହ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ସମସ୍ତ ଲୋକମାନେ” (ଦେଖ: [[rc://*/ta/man/translate/figs-metaphor]])