or_tn_old/gal/05/13.md

2.2 KiB
Raw Permalink Blame History

For

ପାଉଲ ଗାଲାତୀୟ ୫:୧୨ରେ ତାହାଙ୍କ ବାକ୍ୟ ନିମନ୍ତେ କାରଣ ଦର୍ଶାନ୍ତି ।

you were called to freedom

ଏହାକୁ କ୍ରିୟାବାଚ୍ୟ ଆକାରରେ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ସ୍ବାଧିନ କରିବା ନିମନ୍ତେ ଆହ୍ୱାନ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)

you were called to freedom

ଏହା ସୂଚିତ କରେ ଯେ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ପୁରାତନ ନିୟମରୁ ମୁକ୍ତ କରିଛନ୍ତି । ଏଠାରେ ପୁରାତନ ନିୟମରୁ ମୁକ୍ତି କରିବା ଏକ ରୂପକ ଅଟେ ଯାହାର ଅର୍ଥ ତାହାକୁ ପାଳନ କରିବା ବାଧ୍ୟ ନୁହେଁ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପୁରାତନ ନିୟମରୁ ସ୍ବାଧିନତା ପାଇବା ନିମନ୍ତେ ଆହ୍ୱାନ ପାଇଥିଲ” କିମ୍ବା “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପୁରାତନ ନିୟମର ପାଳନ କରିବା ନିମନ୍ତେ ଆହ୍ୱାନ କରି ନାହାନ୍ତି” (ଦେଖ: rc://*/ta/man/translate/figs-metaphor)

brothers

ଦେଖ ତୁମେ ଏହାକୁ [ଗାଲାତୀୟ ୧: ] (../୦୧/.md)ରେ କିପରି ଅନୁବାଦ କରିଅଚ୍ଛ ।

an opportunity for the sinful nature

ସୁଯୋଗ ଏବଂ ପାପପୂର୍ଣ୍ଣ ସ୍ୱଭାବ ମଧ୍ୟରେ ଥିବା ସମ୍ବନ୍ଧକୁ ଅଧିକ ସ୍ପଷ୍ଟରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ପାପପୁର୍ଣ୍ଣ ସ୍ବଭାବ ଅନୁସାରେ ଆଚରଣ କରିବା ନିମନ୍ତେ ଏକ ସୁଯୋଗ” (ଦେଖ: rc://*/ta/man/translate/figs-explicit)