or_tn_old/gal/05/13.md

20 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# For
ପାଉଲ [ଗାଲାତୀୟ ୫:୧୨](../୦୫/୧୨.md)ରେ ତାହାଙ୍କ ବାକ୍ୟ ନିମନ୍ତେ କାରଣ ଦର୍ଶାନ୍ତି ।
# you were called to freedom
ଏହାକୁ କ୍ରିୟାବାଚ୍ୟ ଆକାରରେ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ସ୍ବାଧିନ କରିବା ନିମନ୍ତେ ଆହ୍ୱାନ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# you were called to freedom
ଏହା ସୂଚିତ କରେ ଯେ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ ପୁରାତନ ନିୟମରୁ ମୁକ୍ତ କରିଛନ୍ତି । ଏଠାରେ ପୁରାତନ ନିୟମରୁ ମୁକ୍ତି କରିବା ଏକ ରୂପକ ଅଟେ ଯାହାର ଅର୍ଥ ତାହାକୁ ପାଳନ କରିବା ବାଧ୍ୟ ନୁହେଁ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପୁରାତନ ନିୟମରୁ ସ୍ବାଧିନତା ପାଇବା ନିମନ୍ତେ ଆହ୍ୱାନ ପାଇଥିଲ” କିମ୍ବା “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପୁରାତନ ନିୟମର ପାଳନ କରିବା ନିମନ୍ତେ ଆହ୍ୱାନ କରି ନାହାନ୍ତି” (ଦେଖ: [[rc://*/ta/man/translate/figs-metaphor]])
# brothers
ଦେଖ ତୁମେ ଏହାକୁ [ଗାଲାତୀୟ ୧: ] (../୦୧/.md)ରେ କିପରି ଅନୁବାଦ କରିଅଚ୍ଛ ।
# an opportunity for the sinful nature
ସୁଯୋଗ ଏବଂ ପାପପୂର୍ଣ୍ଣ ସ୍ୱଭାବ ମଧ୍ୟରେ ଥିବା ସମ୍ବନ୍ଧକୁ ଅଧିକ ସ୍ପଷ୍ଟରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ପାପପୁର୍ଣ୍ଣ ସ୍ବଭାବ ଅନୁସାରେ ଆଚରଣ କରିବା ନିମନ୍ତେ ଏକ ସୁଯୋଗ” (ଦେଖ: [[rc://*/ta/man/translate/figs-explicit]])