or_tn_old/act/12/10.md

32 lines
2.0 KiB
Markdown

# After they had passed by the first guard and the second
ଏହା ସୂଚିତ କରେ ଯେ ପିତର ଓ ଦୂତ ଚାଲିଯାଉଥିବା ସମୟରେ ସୈନ୍ୟମାନେ ସେମାନଙ୍କୁ ଦେଖିପାରି ନ ଥିଲେ I ବିକଳ୍ପ ଅନୁବାଦ: “ପ୍ରଥମ ଓ ଦ୍ବିତୀୟ ପ୍ରହରୀଦଳ ସେମାନେ ଯାଉଥିବା ସମୟରେ ସେମାନଙ୍କୁ ଦେଖି ନ ଥିଲେ ଓ ତାପରେ” (ଦେଖ: [[rc://*/ta/man/translate/figs-explicit]])
# had passed by
ଚାଲିଯାଇଥିଲେ
# and the second
“ପ୍ରହରୀଦଳ” ଶବ୍ଦଟି ପୂର୍ବ ବାକ୍ୟାଂଶରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ଓ ଦ୍ବିତୀୟ ପ୍ରହରୀଦଳ” (ଦେଖ: [[rc://*/ta/man/translate/figs-ellipsis]])
# they came to the iron gate
ପିତର ଓ ଦୂତ ଲୌହ ଦ୍ବାର ନିକଟରେ ପହଞ୍ଚିଲେ
# that led into the city
ଯାହାଦେଇ ନଗରକୁ ଯିବାକୁ ହୁଏ କିମ୍ବା “ଯାହା କାରାଗାରରୁ ନଗରକୁ ଯାଇଥିଲା”
# it opened for them by itself
ଏଠାରେ “ଆପଣା ମନକୁ” ର ଅର୍ଥ ହେଉଛି ପିତର କିମ୍ବା ଦୂତ ଏହାକୁ ଖୋଲି ନ ଥିଲେ I ବିକଳ୍ପ ଅନୁବାଦ: “ଦ୍ବାରଟି ସେମାନଙ୍କ ପାଇଁ ମେଲା ହୋଇଗଲା” କିମ୍ବା “ଦ୍ବାରଟି ସେମାନଙ୍କ ପାଇଁ ଆପଣାଛାଏଁ ଖୋଲିଗଲା” (ଦେଖ: [[rc://*/ta/man/translate/figs-rpronouns]])
# went down a street
ଦାଣ୍ଡଦେଇ ଚାଲିଗଲେ
# left him right away
ପିତରଙ୍କୁ ହଠାତ୍ ଛାଡ଼ି ଚାଲିଗଲେ କିମ୍ବା “ହଠାତ୍ ଅଦୃଶ୍ୟ ହୋଇଗଲେ”