# After they had passed by the first guard and the second ଏହା ସୂଚିତ କରେ ଯେ ପିତର ଓ ଦୂତ ଚାଲିଯାଉଥିବା ସମୟରେ ସୈନ୍ୟମାନେ ସେମାନଙ୍କୁ ଦେଖିପାରି ନ ଥିଲେ I ବିକଳ୍ପ ଅନୁବାଦ: “ପ୍ରଥମ ଓ ଦ୍ବିତୀୟ ପ୍ରହରୀଦଳ ସେମାନେ ଯାଉଥିବା ସମୟରେ ସେମାନଙ୍କୁ ଦେଖି ନ ଥିଲେ ଓ ତାପରେ” (ଦେଖ: [[rc://*/ta/man/translate/figs-explicit]]) # had passed by ଚାଲିଯାଇଥିଲେ # and the second “ପ୍ରହରୀଦଳ” ଶବ୍ଦଟି ପୂର୍ବ ବାକ୍ୟାଂଶରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ଓ ଦ୍ବିତୀୟ ପ୍ରହରୀଦଳ” (ଦେଖ: [[rc://*/ta/man/translate/figs-ellipsis]]) # they came to the iron gate ପିତର ଓ ଦୂତ ଲୌହ ଦ୍ବାର ନିକଟରେ ପହଞ୍ଚିଲେ # that led into the city ଯାହାଦେଇ ନଗରକୁ ଯିବାକୁ ହୁଏ କିମ୍ବା “ଯାହା କାରାଗାରରୁ ନଗରକୁ ଯାଇଥିଲା” # it opened for them by itself ଏଠାରେ “ଆପଣା ମନକୁ” ର ଅର୍ଥ ହେଉଛି ପିତର କିମ୍ବା ଦୂତ ଏହାକୁ ଖୋଲି ନ ଥିଲେ I ବିକଳ୍ପ ଅନୁବାଦ: “ଦ୍ବାରଟି ସେମାନଙ୍କ ପାଇଁ ମେଲା ହୋଇଗଲା” କିମ୍ବା “ଦ୍ବାରଟି ସେମାନଙ୍କ ପାଇଁ ଆପଣାଛାଏଁ ଖୋଲିଗଲା” (ଦେଖ: [[rc://*/ta/man/translate/figs-rpronouns]]) # went down a street ଦାଣ୍ଡଦେଇ ଚାଲିଗଲେ # left him right away ପିତରଙ୍କୁ ହଠାତ୍ ଛାଡ଼ି ଚାଲିଗଲେ କିମ୍ବା “ହଠାତ୍ ଅଦୃଶ୍ୟ ହୋଇଗଲେ”