or_tn_old/2ti/03/08.md

24 lines
2.2 KiB
Markdown

# Connecting Statement:
ପାଉଲ ମୋଶାଙ୍କ ସମୟର ଦୁଇ ଜଣ ଭଣ୍ଡ ଶିକ୍ଷକଙ୍କ ଦୃଷ୍ଟାନ୍ତ ଦେଉଛନ୍ତି ଓ ଲୋକମାନେ ସେହି ପ୍ରକାର ହେବେ ବୋଲି କହୁଛନ୍ତି I ପାଉଲ ତୀମଥିଙ୍କୁ ତାହାଙ୍କ ଆଦର୍ଶକୁ ଅନୁସରଣ କରି ଈଶ୍ବରଙ୍କ ବାକ୍ୟରେ ସ୍ଥିର ରହିବାକୁ ଉତ୍ସାହିତ କରୁଛନ୍ତି I
# Jannes and Jambres
ଏସବୁ ପୁରୁଷ ଲୋକଙ୍କ ନାମ I (ଦେଖ: [[rc://*/ta/man/translate/translate-names]])
# stood against
କାହାରି ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କ ବିରୁଦ୍ଧରେ ଛିଡ଼ା ହେଉଛନ୍ତି I ବିକଳ୍ପ ଅନୁବାଦ: “ବିରୋଧ କଲେ” (ଦେଖ: [[rc://*/ta/man/translate/figs-metaphor]])
# stand against the truth
ଯୀଶୁଙ୍କ ସୁସମାଚାରର ବିରୋଧ କରନ୍ତି
# They are men corrupt in mind
ସେମାନଙ୍କର ମନ ଭ୍ରଷ୍ଟ କିମ୍ବା “ସେମାନେ ଠିକ୍ ଭାବରେ ଚିନ୍ତା କରିପାରନ୍ତି ନାହିଁ”
# and with regard to the faith they are proven to be false
ସେମାନେ ପରୀକ୍ଷିତ ହୋଇଛନ୍ତି ଯେ ସେମାନେ କେତେ ଭଲ ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା ରଖୁଛନ୍ତି ଓ ତାହାଙ୍କର ବାଧ୍ୟ ହେଉଛନ୍ତି, ଆଉ ସେମାନେ ପରୀକ୍ଷାରେ ବିଫଳ ହୋଇଛନ୍ତି I ବିକଳ୍ପ ଅନୁବାଦ: “ଆଉ ପ୍ରକୃତ ବିଶ୍ବାସ ବିନା” କିମ୍ବା “ଆଉ ସେମାନେ ଦେଖାଇଛନ୍ତି ଯେ ସେମାନଙ୍କ ବିଶ୍ବାସ ପ୍ରକୃତ ନୁହେଁ”