or_tn_old/2ti/03/08.md

2.2 KiB

Connecting Statement:

ପାଉଲ ମୋଶାଙ୍କ ସମୟର ଦୁଇ ଜଣ ଭଣ୍ଡ ଶିକ୍ଷକଙ୍କ ଦୃଷ୍ଟାନ୍ତ ଦେଉଛନ୍ତି ଓ ଲୋକମାନେ ସେହି ପ୍ରକାର ହେବେ ବୋଲି କହୁଛନ୍ତି I ପାଉଲ ତୀମଥିଙ୍କୁ ତାହାଙ୍କ ଆଦର୍ଶକୁ ଅନୁସରଣ କରି ଈଶ୍ବରଙ୍କ ବାକ୍ୟରେ ସ୍ଥିର ରହିବାକୁ ଉତ୍ସାହିତ କରୁଛନ୍ତି I

Jannes and Jambres

ଏସବୁ ପୁରୁଷ ଲୋକଙ୍କ ନାମ I (ଦେଖ: rc://*/ta/man/translate/translate-names)

stood against

କାହାରି ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କ ବିରୁଦ୍ଧରେ ଛିଡ଼ା ହେଉଛନ୍ତି I ବିକଳ୍ପ ଅନୁବାଦ: “ବିରୋଧ କଲେ” (ଦେଖ: rc://*/ta/man/translate/figs-metaphor)

stand against the truth

ଯୀଶୁଙ୍କ ସୁସମାଚାରର ବିରୋଧ କରନ୍ତି

They are men corrupt in mind

ସେମାନଙ୍କର ମନ ଭ୍ରଷ୍ଟ କିମ୍ବା “ସେମାନେ ଠିକ୍ ଭାବରେ ଚିନ୍ତା କରିପାରନ୍ତି ନାହିଁ”

and with regard to the faith they are proven to be false

ସେମାନେ ପରୀକ୍ଷିତ ହୋଇଛନ୍ତି ଯେ ସେମାନେ କେତେ ଭଲ ଭାବରେ ଖ୍ରୀଷ୍ଟଙ୍କଠାରେ ଭରସା ରଖୁଛନ୍ତି ଓ ତାହାଙ୍କର ବାଧ୍ୟ ହେଉଛନ୍ତି, ଆଉ ସେମାନେ ପରୀକ୍ଷାରେ ବିଫଳ ହୋଇଛନ୍ତି I ବିକଳ୍ପ ଅନୁବାଦ: “ଆଉ ପ୍ରକୃତ ବିଶ୍ବାସ ବିନା” କିମ୍ବା “ଆଉ ସେମାନେ ଦେଖାଇଛନ୍ତି ଯେ ସେମାନଙ୍କ ବିଶ୍ବାସ ପ୍ରକୃତ ନୁହେଁ”